Daily Archives

ଆଜି ରାଜ୍ୟରେ ୧୪୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୮୬୭ ରହିଛି । ଆଜି ୧୪୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୫୯ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ
Read More...

୧୯୮୬ ମସିହା ମାଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସରକାରୀ ଘୋରଡିଆ ନୋଡାଲ ହାଇସ୍କୁଲର୧୯୮୬ ମସିହା ମାଟ୍ରିକ ବ୍ୟାଚ୍‌ର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରବିବାର ଏକ ବନ୍ଧୁମିଳନ ଉତ୍ସବ ମା ବରାହୀ (ଖଣ୍ଡୁଆଳ) ପିଠସ୍ଥଳୀ କଅଁଳପଡା ଠାରେ ଅନୁଷ୍ଟିତ ହୋଇଯାଇଛି ।
Read More...

ବସନ୍ତ ମିଳନରେ କବିତା ପାଠୋତ୍ସବ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ନାନ୍ଦୁପଲା ପଞ୍ଚାୟତ ଅନ୍ତର୍ଗତ କନ୍ଦରାଭଟା ଜଳମହାଦେବ ଝରଣା କୂଳରେ ସେଲା ପଥର ସାହିତ୍ୟ ସଂସ୍କୃତି କଲା ପରିଷଦ ବସନ୍ତ ମିଳନ ଉତ୍ସବ ରବିବାର ଅନୁଷ୍ଠିତ ହେଇଯାଇଛି । ପରିଷଦ ସମ୍ପାଦକ ଧରମସିଂ ଧରୁଆଙ୍କ ଅଧ୍ୟକ୍ଷତାରେ
Read More...

ଏକ ଦେଶର ସମାବେଶୀ ବିକାଶ ନିମନ୍ତେ ଶିଳ୍ପଭିତ୍ତିକ ପ୍ରଗତି ସହିତ ଦୃଢ ସାମାଜିକ-ଆର୍ଥିକ ଢାଞ୍ଚାର ଆବଶ୍ୟକତା ରହିଛି :…

ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ରାଉରକେଲା ଇସ୍ପାତ କାରଖାନାରେ ଅତ୍ୟାଧୁନିକ ହସ୍‌ପିଟାଲ ଉଦ୍‌ଘାଟିତ ରାଉରକେଲା, (ପିଆଇବି) : ଏକ ଦେଶର ସମାବେଶୀ ବିକାଶ ନିମନ୍ତେ ଶିଳ୍ପଭିତ୍ତିକ ପ୍ରଗତି ସହିତ ଦୃଢ ସାମାଜିକ-ଆର୍ଥିକ ଢାଞ୍ଚାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି ଶ୍ରୀ ରାମନାଥ
Read More...

ଆଶୁକବି ହେମନ୍ତ ଦାଶ ପାଇଲେ ରାଜ୍ୟ ସ୍ତରୀୟ କବିତା ସମ୍ମାନ-୨୦୨୧

ତୁଷୁରା, (ଅଜିତ କୁମାର ସାହୁ) : ଗତ ୨୧ ତାରିଖ ଦିନ କଟକ ସହିଦ ଭବନ ଠାରେ ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ, କଟକ ଓ ଅଗ୍ନି ସ୍ଫୁଲିଙ୍ଗ, ରାଉରକେଲାର ମିଳିତ ଉଦ୍ୟମରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ତୋଷରାର ଆଶୁକବି ହେମନ୍ତ ଦାଶ, ନିଷାନ୍‌ର ସଂପାଦକଙ୍କୁ ରାଜ୍ୟ ସ୍ତରୀୟ କବିତା
Read More...

ସଇଁନ୍ତଲା ସହରରେ କଳା ସଂସ୍କୃତିର ରଙ୍ଗୀନ ଛିଟା : ନିର୍ଜୀବ କାନ୍ଥରେ ଝଲସୁଛି ଜୀବନ୍ତ ସ୍କୁଲ ଚିତ୍ର, ସହରବାସୀଙ୍କ ମନ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଜେଇ ହେଉଛି ସଇଁନ୍ତଲା ସହର । ବଲାଙ୍ଗିର, ସଇଁନ୍ତଲା, ଟିଟିଲାଗଡ଼ ଭଳି ଅନେକ ସହରର ବିଭିନ୍ନ ସରକାରୀ କାର୍ୟ୍ୟାଳୟ, କଲେଜ ସ୍କୁଲ କାନ୍ଥରେ ଝଲସୁଛି ଜୀବନ୍ତ ଚିତ୍ର । ଏବେ ନିର୍ଜୀବ ଏହି କାନ୍ଥ ଗୁଡିକୁ ଜୀବନ୍ତ କରିଛନ୍ତି ସ୍ଥାନୀୟ କଳା ସଂସ୍କୃତି କ୍ଷ 
Read More...

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀର ସୋପିଆନ ଜିଲ୍ଲାରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ସୋପିଆନ ଜିଲ୍ଲାର ମନିହାଲ ଅଞ୍ଚଳରେ ଜମ୍ମୁ କଶ୍ମୀର ପୋଲିସ, ସେନା ଓ ସିଆରପିଏଫ କୌଣସି ସୂତ୍ରରୁ ଆତଙ୍କୀ ଲୁଚିଥିବା ଖବର ପାଇ ରାତି ପ୍ରାୟ
Read More...

ଶ୍ରୀମନ୍ଦିରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ତା‌ଙ୍କ ପତ୍ନୀ । ଶ୍ରୀମନ୍ଦିର ଭିତରେ ରାଷ୍ଟ୍ରପତି ପ୍ରାୟ ୨୫ ମିନିଟ ସମୟ ଅତିବାହିତ କରିବାର କାର୍ୟ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ
Read More...

ବିଶ୍ୱ ବନ ଦିବସ ଅବସରରେ ସଚେତନତା ବା‌ର୍ତ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଶ୍ୱ ବନ ଦିବସ ଅବସରରେ ଗାନ୍ଧୀ ଛକ ଠାରେ ସଚେତନତା ବା‌ର୍ତ୍ତା । ଜଙ୍ଗଲରେ ନିଆଁ ଲାଗୁ ଥିବାରୁ ଉଦବେଗ ପ୍ରକାଶ କଲେ ସଚେତନ ନାଗରିକ । ଏଥିରେ ସ୍ୱାମୀ ଧ୍ୟାନ ଦୀପକ, ରମେଶ ମହାପାତ୍ର, ଅଲିମ ରିଜବି, ରମେଶ ପତି, ଅସିତ ସାହୁ, ଗୁରୁ ଚରଣ ହରପାଲ ପ୍ରମୁଖ
Read More...

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ସଜନା ଛୁଇଁ (ମୁନ୍‌ଗା) – ୫୦ ଟଙ୍କା, ଅଦା – ୮୦ ଟଙ୍କା, ରଷୁଣ – ୧୨୦ ଟଙ୍କା, ଟମାଟର୍‌ – ୧୦ ଟଙ୍କା, ଭେଣ୍ଡି -୬୦ ଟଙ୍କା, ବିମ୍‌ – ୬୦ ଟଙ୍କା,
Read More...