Daily Archives

ଓସିଏ ଭିଜନ୍‌ ୨୦୨୪ : ଉଭୟ ମ୍ୟାଚରେ କଣ୍ଟାବାଞ୍ଜି ଦଳ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓସିଏ ଭିଜନ-୨୦୨୪ର ସିନିଅର ଇନଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତା ଆଜି ଦୁଇଟି ମ୍ୟାଚ ଆୟୋଜିତ ହୋଇଯାଇଛି । ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ଆୟୋଜିତ ମ୍ୟାଚରେ କଣ୍ଟାବାଞ୍ଜି ଦଳ ବିଜୟ ଲାଭ କରିଥିବା ବେଳେ ପାଟଣାଗଡ ଷ୍ଟାଡିୟମ ଠାରେ ଅନୁଷ୍ଠିତ ମ୍ୟାଚରେ
Read More...

ବଲାଙ୍ଗିର ଜିଲ୍ଲାରେ ପୁଣି ବଢ଼ୁଛି କରୋନା ସଂକ୍ରମଣ : ଆଜି ଜିଲ୍ଲାରେ ୯ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ପୁଣି ବଢ଼ିବା ଆରମ୍ଭ ହୋଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ରହିଥିବା ବେଳେ ଆଜି ୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ତେବେ ବଲାଙ୍ଗିର ମ୍ୟୁନିସିପାଲିଟି
Read More...

୬ଟି ‌ବ୍ଲକର ଦ୍ୱିତୀୟ ଶ୍ରେଣୀ ଠାରୁ ନବମ ଶ୍ରେଣୀ ପର୍ୟ୍ୟନ୍ତ ସୁଖିଲା ଖାଦ୍ୟ ବଣ୍ଟନ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ୧୨ ଟି ବ୍ଲକର ଗରିବ ଆଦିବାସୀ ଶ୍ରେଣୀର ପୁଅ ଝିଅମାନେ ଭୁବନେ‌ଶ୍ୱର କିସ୍ ବିଶ୍ୱବିଦ୍ୟାଳୟ ଠାରେ କେଜିରୁ ପିଜି ପର୍ୟ୍ୟନ୍ତ ସମ୍ପୁର୍ଣ୍ଣ ମାଗଣାରେ ପାଠ ପଢ଼ୁଛନ୍ତି । ହେଲେ କରୋନା ମହାମାରୀ ବିପଦ ସାରା ବି‌ଶ୍ୱରେ ବ୍ୟାପି ଥିବାରୁ, ସବୁ
Read More...

କରୋନାରେ ଆକ୍ରାନ୍ତ ହେଲେ ଅଭିନେତା କାର୍ତ୍ତିକ

ମୁମ୍ବାଇ : ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟ୍ୟନଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ବୋଲି ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି । ଏଥିସହ କରୋନାରୁ ଶୀଘ୍ର ଭଲ ହେବା ଲାଗି ପ୍ରାର୍ଥନା କରିବାକୁ ସେ ତାଙ୍କ ପ୍ରଶଂସକଙ୍କୁ ଅନୁରୋଧ କରିଛ‌ନ୍ତି । କାର୍ତ୍ତିକଙ୍କ ପୂର୍ବରୁ ଅଭିନେତା
Read More...

୧୧୦ ଗ୍ରାମ ବ୍ରାଉନସୁଗର ସହ ବ୍ରାଉନସୁଗର ବେପାରୀ ଗିରଫ

କଟକ : ଦିନକୁ ଦିନ ବଢିବାରେ ଲାଗୁଛି ବ୍ରାଉନସୁଗର କାରବାର । ତେବେ ଆଜି ପୁଣି ଥରେ କଟକ ମର୍କତନଗର ଅଞ୍ଚଳରୁ ୧୧୦ ଗ୍ରାମ ବ୍ରାଉନସୁଗର ଜବତ କରିଥିବା ବେଳେ ୨ ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ପୋଲିସ । ଜବତ ବ୍ରାଉନସୁଗରର ମୂଲ୍ୟ ୧୧ ଲକ୍ଷ ଟଙ୍କା ହେବ ।
Read More...

ପଦ୍ମପୁର ବ୍ରାହ୍ମଣ ସମାଜ ଆନୁକୂଲ୍ୟରେ ସାମୁହିକ ବ୍ରତୋପନୟନ କାର୍ୟ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ରାହ୍ମଣ ସମାଜ ଆନୁକୂଲ୍ୟରେ ଗତ ରବିବାର ଦିନ ଏକ ସାମୁହିକ ବ୍ରତୋପନୟନ କାର୍ୟ୍ୟକ୍ରମ ସ୍ଥାନୀୟ ସାଂସ୍କୃତିକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପଦ୍ମପୁର ତଥା ଆଖପାଖ ଅଞ୍ଚଳର ୧୦ ଜଣ ବଟୁଙ୍କୁ ଉପବିତ ପ୍ରଦାନ କରାଯାଇଥିଲା ।
Read More...

ଜଙ୍ଗଲ ସୁରକ୍ଷା ଓ ନିଆଁକୁ ଆୟ‌ତ୍ତ ପାଇଁ ଶ୍ରୀ ଜଗନ୍ନାଥଙ୍କୁ ଚିଠି ଲେଖିଲେ ହୃଷିକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧଉଡ଼ିଆ) : ବିଶ୍ୱ ବନ ଦିବସ ପାଳନ ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସବୁଜ ଡେଲାଙ୍ଗ ଟ୍ରଷ୍ଟ, ବୋଲକଣା ପକ୍ଷରୁ ପରିବେଶ ପ୍ରେମୀ ତଥା ଆଇନଜୀବୀ ହୃଷିକେଶ ପାଢ଼ୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଜଙ୍ଗଲ ନିଆଁକୁ ଆୟତ୍ତ ଓ ସୁରକ୍ଷା ପାଇଁ ଚିଠି
Read More...

ପାଟଣାଗଡ ଭାରତୀୟ ଜନତା ପାର୍ଟି ତରଫରୁ ଲରମ୍ଭା ଥାନା ଘେରାଉ

ପାଟଣାଗଡ, (କେପିଏନ୍‌ଏସ୍‌) : ଆଜି ପାଟଣାଗଡ ଭାରତୀୟ ଜନତା ପାର୍ଟି ତରଫରୁ ବ୍ଲକ ଅଧ୍ୟକ୍ଷ ଭକ୍ତବ‌ନ୍ଧୁ ନାଏକ‌ଙ୍କ ନେତୃତ୍ୱରେ ଲର‌ମ୍ଭା ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ଭୁଷୁଡି ପଡିଥିବା ନେଇ ଲରମ୍ଭା ଥାନା ଘେରାଉ କରାଯାଇଥିଲା । ନିକଟରେ ଏହି ଅଞ୍ଚଳରେ ଅନେକ ଗୁଡିଏ ଚୋରି, ଡକାୟତି ଦିନ
Read More...

ମହାନଦୀ ବ୍ରିଜ୍ ତଳେ ଅଜଣା ଯୁବକଙ୍କ ମୃତଦେହ

ସମ୍ବଲପୁର : ସମ୍ବଲପୁର ବୁର୍ଲା ସ୍ଥିତ ମହାନଦୀ ବ୍ରିଜ୍ ତଳେ ଜଣେ ଅଜଣା ଯୁବକଙ୍କ ମୃତଦେହ ପଡିଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ପୋଲିସକୁ ଖବର ଦେବାରୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି । ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା
Read More...

କୃଷି ବିଜ୍ଞାନ କେନ୍ଦ୍ରର ସମ୍ମିଳନୀ କକ୍ଷରେ “ବି‌ଶ୍ୱ ଜଳ ଦିବସ” ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ସମ୍ମିଳନୀ କକ୍ଷରେ "ବିଶ୍‌ଶ୍ୱ ଜଳ ଦିବସ" ପାଳିତ ହୋଇଯାଇଛି । ଚଳିତ ବର୍ଷର ବାର୍ତ୍ତା "ଜଳର ମୂଲ୍ୟାଙ୍କନ" ରହିଥିବା ବେଳେ ଜଳର ପ୍ରତିଟି ବିନ୍ଦୁରେ ସିନ୍ଧୁ ଦର୍ଶନ ପୂର୍ବକ ଜଳର ସଦୁପଯୋଗ ଉପରେ
Read More...