Daily Archives

ପିଲାଚୋର ଭାବି ନିର୍ଦ୍ଧୁମ ଛେଚିଲେ

ବାଲେଶ୍ଵର : ପିଲା ଚୋର ଭାବି ୨ ଜଣ ଯୁବକଙ୍କୁ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ । ଏମିତି ଏକ ଖବର ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ରସୁଲପୁର ଗାଁରେ । ଏକ କାରରେ ୪ ଜଣ ଯୁବକ ପିଲା ଚୋରି କରି ଆସୁଥିବା ଗ୍ରାମବାସୀ ସନ୍ଦେହରେ କାରକୁ କାବୁ କରି ଆକ୍ରମଣ କରିବା ଫଳରେ ୨ ଜଣ
Read More...

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ସଜନା ଛୁଇଁ (ମୁନ୍‌ଗା) – ୫୦ ଟଙ୍କା, ଅଦା – ୮୦ ଟଙ୍କା, ରଷୁଣ – ୧୨୦ ଟଙ୍କା, ଟମାଟର୍‌ – ୧୦ ଟଙ୍କା, ଭେଣ୍ଡି -୬୦ ଟଙ୍କା, ବିମ୍‌ – ୬୦ ଟଙ୍କା,
Read More...

ମାତୃଛାୟା ସ୍ୱଧାର ଗୃହର ଅନ୍ତେବାସିନୀଙ୍କ ସଫଳ ଜୀବନ କାହାଣୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ୨୦୧୨ ମସିହା ୦୬ ଫେବୃୟାରୀ ମାଘ ମାସ ଶୁକ୍ଳ ପକ୍ଷ ଗୁରୁବାର ଦିନ ଶାନ୍ତି ତପୋବନ ଆଶ୍ରମ, ମାତୃଛାୟା, ବାନପ୍ରସ୍ଥ(ଜରାନିବାସ) ଚକରକେନ୍ଦ ଛକ, ବରଗଡ଼ ପାଇଁ ଏକ ସ୍ମରଣୀୟ ଦିନ ଥିଲା । ଏହି ଦିନ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ତଥା ମାତୃଛାୟା ସ୍ୱଧାର ଗୃହର
Read More...

ନେପାଳର ରାଜନୈତିକ ସଙ୍କଟ : କାହା ପାଖରେ ଅଛି ଏବେ କ୍ଷମତାର ଚାବି ?

ନୂଆଦିଲ୍ଲୀ : ଗତ ବର୍ଷ ଡିସେମ୍ବରରେ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ଦ୍ୱାରା ଲୋକସଭାର ନିଲମ୍ବନ ହେବା ପରେ ନେପାଳରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ଓହରି ଯାଇନାହିଁ । ଶାସକ ପାର୍ଟି ସିପିଏନ୍‌-ଉମାଲ୍‌ (କମ୍ୟୁନିଷ୍ଟ ପାର୍ଟି ଅଫ୍‌ ନେପାଳ ୟୁନିଫାଏଡ୍‌ ମାର୍କ୍ସବାଦୀ
Read More...

ଜାରି ରହିଛି ‘ମୋ ଚାଟଶାଳୀ’ ଶିକ୍ଷା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ଲୋକ ଉନ୍ନତି ସଂଗଠନ, ରାଜ୍ୟ ସ୍ତରୀୟ ମହିଳା ଶ୍ରମଜୀବୀ ମଂଚ, ଓଡିଶା ଶ୍ରମଜୀବୀ ମଂଚ ଏବଂ ଆତ୍ମଶକ୍ତି ଟ୍ରଷ୍ଟ ପକ୍ଷରୁ ରାଜ୍ୟର ୧୭ଟି ଜିଲ୍ଲାରେ ଏକ ଲକ୍ଷ ପିଲାଙ୍କୁ ପ୍ରତିକାରାତ୍ମକ ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ନିକଟରେ ‘ମୋ
Read More...

ଦିଲ୍ଲୀ ଶାସନ ଆକ୍ଟକୁ ‘ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ବୋଲି କହିଲେ ମମତା : କେଜ୍ରିୱାଲଙ୍କୁ ସମର୍ଥନ ପତ୍ର ପଠାଇଲେ

ନୂଆଦିଲ୍ଲୀ : ଦିଲ୍ଲୀ ଶାସନ ଅଧିନିୟମରେ ସଂଶୋଧନ ବିଲ୍‌ ବିରୋଧରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମର୍ଥନ ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଏକ ଚିଠି ଲେଖି ନିଜର ସମର୍ଥନ ଜଣାଇଛନ୍ତି । ଏହି ଚିଠିରେ ତୃଣମୂଳ କଂଗ୍ରେସ
Read More...