Daily Archives

ନୂତନ ସିଏନଜି ପମ୍ପ ସ୍ଥାପନ

ନୂଆଦିଲ୍ଲୀ, (ପିଆଇବି) : ପିଏନଜିଆରବି ଆଇନ, ୨୦୦୬ ଅନୁସାରେ ଦେଶରେ ସିଟି ଗ୍ୟାସ୍ ବିତରଣ (ସିଜିଡ଼ି) କିମ୍ବା ସ୍ଥାନୀୟ କୌଣସି ଏକ ଭୌଗୋଳିକ କ୍ଷେତ୍ର (ଜିଏ)ରେ ପ୍ରାକୃତିକ ବାଷ୍ପ ବିତରଣ ନେଟୱାର୍କ ସ୍ଥାପନ ନିମନ୍ତେ ବ୍ୟବସ୍ଥା ବିଛାଇବା, ନିର୍ମାଣ କରିବା, ଏହାକୁ କାର୍ୟ୍ୟକାରୀ କରିବା
Read More...

ଖପ୍ରାଖୋଲ ତୁରେକେଲା ବ୍ଲକ ଅଞ୍ଚଳରେ ଚାଲିଛି ଅସଂଖ୍ୟ ବେଆଇନ ଇଟାଭାଟି

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ, ତୁରେକେଲା ବ୍ଲକ ଅଞ୍ଚଳରେ ଛତୁ ଫୁଟିବା ଭଳି ଅସଂଖ୍ୟ ବେଆଇନ ଇଟାଭାଟି ସବୁ ଚାଲିଛି । ଆଇନ୍ କାନୁନକୁ ବେଖାତିର୍ କରି ଇଟାଭାଟି ସବୁ ଖୋଲି ମାଲେମାଲ୍ ହେଉଛନ୍ତି । ଇଟାଭାଟି ଗୁଡିକ ଯୋଗୁଁ ପରିବେଶ ପ୍ରଦୂଷିତ ହେଉଛି । ଅନ୍ୟ ପଟେ ରାଜ‌ସ୍ୱ ବିଭାଗ
Read More...

କବି ତ୍ରିନାଥ ସିଂହ ପାଇଲେ ‘ଶବ୍ଦରାଗ କବିତା ସମ୍ମାନ’

ରାଉରକେଲା, (କେପିଏନ୍‌ଏସ୍‌) : ବାଲେଶ୍ୱର ସ୍ଥିତ ସୋର୍‌ଠାରେ ନିହାରକନ୍ୟା ସାହିତ୍ୟ ସଂସଦର ୨୩ତମ ବାର୍ଷିକୋତ୍ସବ ପାଳନ ଅବସରରେ ଗତ ୧୪ ତାରିଖ ଦିନ କବି ତ୍ରିନାଥ ସିଂହଙ୍କୁ ନିହାରକନ୍ୟା ଶବ୍ଦରାଗ କବିତା ସମ୍ମାନ-୨୦୨୧ରେ ସମ୍ବର୍ଦ୍ଦିତ କରାଯାଇଥିଲା । ସଂସଦ ତରଫରୁ ଆୟୋଜିତ ଏହି ଭବ୍ୟ
Read More...

ପ୍ରହ୍ଲାଦ ସିଂ ପଟେଲ ପ୍ରଥମ ୭୫ କିଲୋମିଟର ‘ଦାଣ୍ଡି ମାର୍ଚ’ ପଦଯାତ୍ରାକୁ ସମ୍ପୂର୍ଣ୍ଣ କରିଛନ୍ତି

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସଂସ୍କୃତି ଓ ପର୍ୟ୍ୟଟନ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ପ୍ରହ୍ଲାଦ ସିଂ ପଟେଲ ଗତକାଲି ନଦିଆଡରେ ୭୫ କିଲୋମିଟର ଦାଣ୍ଡି ଯାତ୍ରା ଶେଷ କରିଛନ୍ତି । ଗତ ଚାରି ଦିନ ମଧ୍ୟରେ ହଜାର ହଜାର ଲୋକ ଦାଣ୍ଡି ଯାତ୍ରାରେ ଯୋଗ ଦେଇ ପଦଯାତ୍ରାରେ ଭାଗ ନେଇଥିଲେ ।
Read More...

ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଏବଂ ତାମିଲନାଡ଼ୁରେ କ୍ରମାଗତ ଭାବେ ଦୈନିକ କରୋନା ମାମଲାରେ ବୃଦ୍ଧି

ଭାରତରେ ମୋଟ ଟିକାକରଣ ୩ କୋଟି ନିକଟତର ନୂଆଦିଲ୍ଲୀ, (ପିଆଇବି) : ପାଞ୍ଚଟି ରାଜ୍ୟ – ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଏବଂ ତାମିଲନାଡ଼ୁରେ ଦୈନିକ କରୋନା ମାମଲା କ୍ରମାଗତ ଭାବେ ବଢ଼ି ଚାଲିଛି। ଗତକାଲି ୨୪ ଘଣ୍ଟା ମଧ୍ୟରେ ଆସିଥିବା ନୂଆ ମାମଲା ମଧ୍ୟରୁ ୭୮.୪୧% ଏହି ପାଞ୍ଚଟି
Read More...

ଆଜିଠୁ ଜେଇଇ ମେନ୍-୨

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆଜିଠୁ ଜେଇଇ ମେନ୍-୨ ପରୀକ୍ଷା ଆରମ୍ଭ ହୋଇଯାଇଛି । ଏହା ୧୮ ତାରିଖ ପର୍ୟ୍ୟନ୍ତ ଚାଲିବ । ପ୍ରତିଦିନ ଦୁଇଟି ସିଟିଂରେ ହେବ ପରୀକ୍ଷା । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ୟ୍ୟନ୍ତ ପ୍ରଥମ ସିଟିଂ ଏବଂ ଅପରାହ୍ଣ ୩ଟାରୁ ସଂଧ୍ୟା ୬ଟା ମଧ୍ୟରେ ଦ୍ୱିତୀୟ ସିଟିଂ
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ଗୋମତୀ ବାଗଙ୍କୁ ମିଳିବ ଭତ୍ତା

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କରୁଁଆଝର ପଞ୍ଚାୟତ ଅନ୍ତର୍ଗତ ମସିଣା ଗ୍ରାମର ଗୋମତୀ ବାଗ(୫୫) ସ୍ଵାମୀଙ୍କ ମୃତ୍ୟୁର ୨୦ ବର୍ଷ ପରେ ବି ବିଧବା ଭତ୍ତା ପାଇବାରୁ ବଞ୍ଚିତ ଥିଲେ । ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରିଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ
Read More...

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

କଳାହାଣ୍ଡି, (ଭରତ ବିଶି) : କୋକସରା ବ୍ଳକ ଅନ୍ତର୍ଗତ ଖୁର୍ସେଲଗୁଡାର ଦାନିଧରପାଲି (୬୩) ସକାଳେ ପୋଖରୀକୁ ଯିବା ସମୟରେ ଭାଲୁ ଆକ୍ରମଣର ଶିକାର ହୋଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନିୟ ଲୋକେ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଜଙ୍ଗଲ ବିଭାଗର
Read More...

ସିଆର୍‌ପିଏଫ୍‌ ୮୨ତମ ପ୍ରତିଷ୍ଠା ଉତ୍ସବକୁ ସ୍ମରଣୀୟ କରିବା ପାଇଁ ୧୮୯ ବାଟାଲିଆନ୍‌ ବଲାଙ୍ଗିର ସିଆର୍‌ପିଏଫ୍‌ ପକ୍ଷରୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିଆର୍‌ପିଏଫ୍‌ ରାଷ୍ଟ୍ର ସେବାରେ ନିଜର ସମିର୍ପିତ ୮୨ ବର୍ଷ ପୂରଣ କରିବାକୁ ଯାଉଛି । ଆସନ୍ତା ୧୯ ମାର୍ଚ୍ଚରେ ବାର୍ଷିକୋତ୍ସବ ପାଳନ କରିବ ସିଆର୍‌ପିଏଫ୍‌ । ଏହି ଅବସରକୁ ସ୍ମରଣୀୟ କରିବା ପାଇଁ ବଲାଙ୍ଗିର ସିଆର୍‌ପିଏଫ୍‌ ୧୮୯ ବାଟାଲିଆନ ପକ୍ଷରୁ ବଲାଙ୍ଗିର
Read More...

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ସଜନା ଛୁଇଁ (ମୁନ୍‌ଗା) – ୫୦ ଟଙ୍କା, ଅଦା – ୬୦ ଟଙ୍କା, ରଷୁଣ – ୧୨୦ ଟଙ୍କା, ଟମାଟର୍‌ – ୧୦ ଟଙ୍କା, ଭେଣ୍ଡି -୬୦ ଟଙ୍କା, ବିମ୍‌ – ୬୦ ଟଙ୍କା,
Read More...