Daily Archives

ପ୍ରକାଶ ପାଇଲା ଓଡ଼ିଶା ଜୁଡ଼ିସିଆଲ ସର୍ଭିସ ଚୂଡ଼ାନ୍ତ ରେଜଲ୍ଟ : ଟପ୍ପର ହେଲେ କୁଚିଣ୍ଡାର ଇର୍ସିତା

ସମ୍ବଲପୁର : ଓଡ଼ିଶା ଜୁଡ଼ିସିଆଲ ସର୍ଭିସ (ଓଜେଏସ୍) ଚୂଡ଼ାନ୍ତ ରେଜଲ୍ଟ ପ୍ରକାଶ ପାଇ ସରିଛି । ଏଥିରେ ମୋଟ ୪୭ ପ୍ରାର୍ଥୀ କୃତକାର୍ୟ୍ୟ ହୋଇଥିବା ବେଳେ ୩୦ ଜଣ ମହିଳା ଅଛନ୍ତି । ତେବେ ଏଥିରେ ୪୭ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଇର୍ସିତା କେସରୱାନି ଟପ୍ପର ହୋଇଛନ୍ତି
Read More...

ଆଜି ନୂଆପଡା ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ନୂଆ ଓଡିଶାର ବିକାଶ ଧାରରେ ନୂଆପଡା ଜି‌ଲ୍ଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆପଡା ଜିଲ୍ଲାର ୨୩୩୭ କୋଟି ୧୫ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଏବଂ ୫୦ କୋଟି ୨୯ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରୁଛନ୍ତି । ରାଜ୍ୟ
Read More...

ହେମାଳ ସଂଘର ଦୁଇ ବୟୋଜ୍ୟେଷ୍ଠ ସଦସ୍ୟଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

କଂଟାବାଂଜି, (ମନୀଶ କୁମାର ହଂସ) : କଂଟାବାଂଜିର ସର୍ବ ପୁରାତନ ହେମାଳ ସଂଘର ଦୁଇ ବୟୋଜ୍ୟେଷ୍ଠ ସଦସ୍ୟଙ୍କୁ ହେମାଳ ଭବନରେ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ହେମାଳ ସଂଘ ଏକ ଦିନ ମଜୁରୀଆ ମାନଙ୍କ ଏକ ସଂଗଠନ ଏହି ସଂଘରେ ପାଖାପାଖି ୩ଶହ ସଦସ୍ୟ ଅଛନ୍ତି । ସ୍ଥାନୀୟ ସହରରେ ଥିବା
Read More...

ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ସଜନା ଛୁଇଁ (ମୁନ୍‌ଗା) - ୮୫ ଟଙ୍କା, ଅଦା - ୬୦ ଟଙ୍କା, ରଷୁଣ - ୧୨୦ ଟଙ୍କା, ଟମାଟର୍‌ - ୧୬ ଟଙ୍କା, ଭେଣ୍ଡି -୬୦ ଟଙ୍କା, ବିମ୍‌ - ୮୦ ଟଙ୍କା,
Read More...

ମୟୂରଭଞ୍ଜରେ ଭଞ୍ଜସେନା ପକ୍ଷରୁ ୯ ଘଣ୍ଟିଆ ବନ୍ଦ ପାଳନ

ମୟୂରଭଂଜ : ଶିମିଳିପାଳ ଜାତୀୟ ଉଦ୍ୟାନରେ ନିଆଁ ଲିଭାଇବାରେ ବିଫଳତାକୁ ନେଇ ଆଜି ଭଂଜସେନା ପକ୍ଷରୁ ମୟୂରଭଂଜରେ ପାଳନ କରାଯାଉଛି । ସକାଳ ୬ଟାରୁ ବିଭିନ୍ନ ସ୍ଥାନରେ ରାସ୍ତାରୋକ ସହ ଦୋକାନ ବଜାର ବନ୍ଦ ରହିଛି । ଜରୁରୀ ସେବାକୁ ଏଥିରୁ ବାଦ୍‌ ଦିଆଯାଇଛି । ଅପରାହ୍ନ ୩ଟା ଯାଏଁ ଏହି ବନ୍ଦ ପାଳନ
Read More...

ହଁସ୍‌ବା ପଶ୍ଚିମ୍‌ ଓଡ଼ିଶାର୍‌ କ୍ଷେତ୍‌ ଖଲା : ଆଏଜ୍‌ ଲୋୟର ଇନ୍ଦ୍ର ଜଲ୍‌ସେଚନ ପ୍ରକଳ୍ପ ଲୋକାର୍ପିତ କର୍‌ବେ…

ନୂଆପଡ଼ା : ହଁସ୍‌ବା ପଶ୍ଚିମ୍‌ ଓଡ଼ିଶାର୍‌ କ୍ଷେତ୍‌ ଖଲା । ଚାଷ କାମ୍‌ ଲାଗି ଆର୍‌ ନାଇଁ ରହେନ' ପାଏନ୍‌ ଲାଗି ମୁଡ଼୍‌ଦୁଖା । ଆଏଜ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କର୍‌ବେ ଲୋୟର ଇନ୍ଦ୍ର ଜଲ୍‌ସେଚନ ପ୍ରକଳ୍ପ । ଇଥି କମା‌ଣ୍ଡ ଏରିଆର ୯୦ ଶତକଡ଼ା ଖରିଫ୍‌ରେ ନିଶ୍ଚିତ
Read More...

ରଏତି ଜମିରେ ତିଆରି ହେଉଛି କମ୍ୟୁନିଟି ସେଣ୍ଟର : ଗ୍ରାମବାସୀଙ୍କ ଅଭିଯୋଗ

ତୁରେକେଲା, (କୈଳାଶ ସଗ୍ରିଆ) : ହଲନଭଟା ଗ୍ରା:ପ: ଅନ୍ତର୍ଗତ କୁଶପାଲି ଗାଁର ପ୍ରୀତି ମାଝିଙ୍କ ରଏତି ଜମିରେ ୨ ଲକ୍ଷ ଟଙ୍କାର କମ୍ୟୁନିଟି ସେଣ୍ଟର ତିଆରି କରିବା ନିମନ୍ତେ କଲମ ଗାତ ଖୋଳାଯାଇଥିବା ଅଭିଯୋଗ ହୋଇଛି । ଆମ ଗାଁ ଆମ ବିକାଶ ଯୋଜନା ଅଧୀନରେ ଏହି କାର୍ଯ୍ୟ ହେଉଥିବା ବେଳେ ଉକ୍ତ
Read More...