ସମାଜ ପରିବର୍ତ୍ତନରେ ନାରୀର ଭୁମିକା ଗୁରୁତ୍ୱପୁର୍ଣ୍ଣ : ଆର୍ନ୍ତଜାତୀୟ ମହିଳା ଦିବସରେ କରୋନା ଯୋଦ୍ଧା ସମ୍ମାନିତ
ଡେଲାଙ୍ଗ, (ଦିଲିପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି ମହିଳା ମହାସଂଘ, ଡେଲାଙ୍ଗ ପକ୍ଷରୁ ଆର୍ନ୍ତଜାତୀୟ ମହିଳା ଦିବସ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ମହିଳା ମହାସଂଘର ସଭାନେତ୍ରୀ!-->…
Read More...
Read More...