Daily Archives

ପ୍ରଧାନମନ୍ତ୍ରୀ ମୋଦୀ ନେଲେ କରୋନା ଟୀକା

ନୂଆଦି‌ଲ୍ଲୀ : ସୋମବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଟୀକା ନେଇଛନ୍ତି । ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଯେ, ସେ ଏମ୍‌ସ୍‌ରେ କୋଭିଡ୍ -୧୯ ଟୀକାର ପ୍ରଥମ ଡୋଜ ନେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟରରେ ଲେଖିଛନ୍ତି ଯେ କୋଭିଡ -୧୯ ବିରୋଧରେ ବିଶ୍ୱ ସଂଗ୍ରାମକୁ
Read More...

ଆଜି ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ ଜନ୍ମଦିନ : ୭୯ ବର୍ଷରେ ପାଦ ଦେଲେ

ଭୁବନେ‌ଶ୍ୱର, (ସୁଶା‌ନ୍ତ ସାହୁ) : ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଆଜି ଜନ୍ମଦିନ । ଏବେ ସେ ୭୯ ବର୍ଷରେ ପାଦ ଦେଲେ । ପ୍ରଫେସର ଗଣେଶୀ ଲାଲ୍ ଭାରତୀୟ ରାଜନୀତିରେ ଜଣେ ବେଶ ପରିଚିତ ରାଜନେତା ହୋଇଥିବା ବେଳେ ଅନେକ ଖ୍ୟାତି ଅର୍ଜନ କରି ପାରିଛ‌ନ୍ତି ସେ । ଓଡିଶାର
Read More...

ଦେଶ ସ୍ୱାଧୀନ ହେବା ପୂର୍ବରୁ ପାଟଣା ରାଜ୍ୟ ତଥା ବଲାଙ୍ଗିରରେ ଥିଲା ବିଧାନସଭା, ଗୌରବମୟ ଇତିହାସ ନୂତନ ପିଢିକୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶ ସ୍ୱାଧୀନ ହେବା ପୂର୍ବରୁ ତତ୍କାଳୀନ ଦେଶୀୟ ରାଜ୍ୟ ପାଟଣା ତଥା ବର୍ତ୍ତମାନର ବଲାଙ୍ଗିରରେ ବିଧାନସଭା ଥିଲା । ବିଧାନସଭାରେ ସରକାରୀ ଓ ବେସରକାରୀ ଉଭୟ ପକ୍ଷର ସଭ୍ୟ ଥିଲେ । ରାଜ୍ୟରେ ବିଭିନ୍ନ ଆଇନ ଲାଗୁ ହେବା ପୂର୍ବରୁ ବିଧାନସଭାରେ ଆଲୋଚନା ହେଉଥିଲା ।
Read More...

ବସନ୍ତ ମହୋତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସୋହେଲା ବ୍ଲକ ଅନ୍ତର୍ଗତ ବେହେରାପାଲି ଗ୍ରାମ ଠାରେ ବସନ୍ତ ମହୋତ୍ସବ କୋଭିଡ ଗାଇଡ ଲାଇନ୍ ଅନୁସାରେ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ବାରିକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରଥମ ଦିନ ଗ୍ରାମ ବିଦ୍ୟାଳୟର
Read More...

ଖପ୍ରାଖୋଲ ବ୍ଳକ ସ୍ତରୀୟ ବିଞ୍ଝାଲ ସମାଜର କମିଟି ଗଠନ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଖପ୍ରାଖୋଲ ଠାରେ ସ୍ବାଲାଖ ବିନ୍ଧ୍ୟଗିରି ବିଂଝାଲ ସମାଜର ସାମାଜିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୁଡୁ ବରିହାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମାଜର ବିଭିନ୍ନ ଦିଗ ଯଥା ଅର୍ଥନୀତି, ଏକତା, ସଂଗଠନ ସଦୃଢ, ଶିକ୍ଷା,
Read More...