Monthly Archives

February 2021

ସଚେତନତାର ବାର୍ତ୍ତା ନେଇ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ଝାରସୁଗୁଡ଼ାର ୬୨ ବର୍ଷୀୟ ଅଭିରାମ ଶତପଥୀ

ତରଭା, (ଜିତେନ୍ଦ୍ର ସା) : ସଚେତନତାର ବାର୍ତ୍ତା ନେଇ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ଝାରସୁଗୁଡ଼ାର ୬୨ ବର୍ଷୀୟ ଅଭିରାମ ଶତପଥୀ । ନିଶା ଦ୍ରବ୍ୟ ବର୍ଜନ କରିବା, ଯୋଗ କରିବା ନିରୋଗ ରହିବା ଏହି ବାର୍ତ୍ତା କୁ ଦିଲ୍ଲୀ ପର୍ୟ୍ୟନ୍ତ ପଦଯାତ୍ରା କରି ପହଞ୍ଚିବା ତାଙ୍କର ଲକ୍ଷ୍ୟ ବୋଲି ସେ
Read More...

୨ଠଠ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲା ବଲାଙ୍ଗିର ଜିଲ୍ଲା ଓକିଲ ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨ଠଠ ଜଣ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଛି ବଲାଙ୍ଗିର ଜିଲ୍ଲା ଓକିଲ ସଂଘ । କରୋନା ମହାମାରୀ ସମୟରେ ସହରର ପରିମଳ ବ୍ୟବସ୍ଥା ପାଇଁ ଅଂଟା ଭିଡ଼ିଥିବା ସଫେଇ କର୍ମଚାରୀ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ‌ମ୍ମାନ ଜଣାଇ ବଲାଙ୍ଗିର ଜିଲ୍ଲା ଓକିଲ ସଂଘ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ଆକ୍ରାନ୍ତ ସଂଖ୍ୟା ୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ରହିଥିବା ସରକାରୀ ସୂଚନାରେ କୁହାଯାଇଛି । ବଲାଙ୍ଗିର ବ୍ଲକ ଚୁଡାପାଲି ଗ୍ରା.ପ.ରୁ ଜଣେ ଏବଂ ଲୋଇସିଂହା ଗ୍ରା.ପ.ରୁ ଜଣେ ସଂକ୍ରମିତ ହୋଇଛନ୍ତି । ଜିଲ୍ଲାରେ ୧୩ ଜଣ ଏକ୍‌ଟିଭ୍‌ ସଂକ୍ରମିତ
Read More...

ବଡାଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ

ତରଭା, (ଜିତେନ୍ଦ୍ର ସା) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦର ସଭାଗୃହରେ ଆଜି ସୁବର୍ଣ୍ଣପୁର ଉପ ଜିଲ୍ଲାପାଳ ନିହାର ରଞ୍ଜନ କହଁରଙ୍କ ଅଧ୍ୟକ୍ଷତାରେ ବଡାଖାନା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦର ପରିମଳ କର୍ମଚାରୀ ଓ
Read More...

ମନ୍ତ୍ରୀଙ୍କ ଗାଡି ଧକ୍କାରେ ବାଇକ ଚାଳକ ଗୁରୁତର

ଜୟପୁର : ବୋରିଗୁମ୍ମା ଥାନା ଛତରଲା ନିକଟରେ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଏକ ପଲସର ଗାଡିକୁ ଧକ୍କା ଦେବାରୁ ବାଇକ ଚାଳକ ଗୁରୁତର ହୋଇଥିବା ଜଣାପଡିଛି । ପରେ ଗୁରୁତର ଅବସ୍ଥାରେ ବାଇକ ଚାଳକଙ୍କୁ ବୋରିକୁମ୍ମା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣାରେ ମନ୍ତ୍ରୀଙ୍କ
Read More...

ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଭଦ୍ରକ : ଆଜି ମଧ୍ୟାହ୍ନରେ ଭଦ୍ରକ ଜି‌ଲ୍ଲା ଚାନ୍ଦବାଲି ସରକାର ନଗର ନିକଟ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ବୋଲି ଖବର ମଳିଛି । ଭଦ୍ରକ ଜି‌ଲ୍ଲା ଚାନ୍ଦବାଲି ସରକାର ନଗର ନିକଟ ଜାତୀୟ ରାଜପଥରେ ସ୍କୁଟିରେ ୨ ଜଣ ଯାଉଥିଲେ । ଦ୍ରୁତଗତିରେ ଆସୁଥିବା ହାଇଓ୍ବା ପଛପଟୁ
Read More...

ଦିନିକିଆ କୋରାପୁଟ ଜିଲା ଗସ୍ତରେ ପୋଲିସ ଡିଜି ଅଭୟ

କୋରାପୁଟ : ଦିନିକିଆ କୋରାପୁଟ ଜିଲ୍ଲା ଗସ୍ତରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଆଜି କୋରାପୁଟ ଆସି ଉଦ୍‌ଘାଟନ କରିଛନ୍ତି ନବନିର୍ମିତ ପୋଲିସ ଆର୍‌ଆଇ କାର୍ୟ୍ୟାଳୟ । ଏଥିସହ ଏଠାରେ ଦକ୍ଷିଣ ପଶ୍ଚିମାଞ୍ଚଳ ଜିଲା ଆରକ୍ଷୀ ଅଧୀକ୍ଷକମାନଙ୍କୁ ନେଇ ଆୟୋଜିତ ସଭାରେ ମାଓବାଦୀ ଦମନ, ଗଞ୍ଜାଇ
Read More...

ଡେଲାଙ୍ଗ ତହସିଲରେ ଫୋନି ସହାୟତା ଅର୍ଥ ଅନିୟମିତତା ନେଇ ଅଭିଯୋଗ : ସୂଚନା ମାଗିଲେ ତଥ୍ୟ ମିଳୁ ନାହିଁ,…

ପୁରୀ, (ଦୀଲିପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ, ଗତ ୨୦୧୯ ମେ ମାସ ୩ ତାରିଖରେ ପ୍ରଳୟଙ୍କାରୀ ଫୋନି ମହାବାତ୍ୟାର ଏକ ବର୍ଷ ୧୦ ମାସ ବିତିଗଲାଣି, କିନ୍ତୁ ଅତି ଦୁଖର ବିଷୟ ଫୋନି ବାସହରାଙ୍କୁ ଏପର୍ୟ୍ୟନ୍ତ ଘରଭଙ୍ଗା ସହାୟତା ମିଳିନାହିଁ । ପ୍ରାଥମିକ ତଦନ୍ତରେ ଯେଉଁମାନଙ୍କର
Read More...

ସଡକ ସୁରକ୍ଷା ମାସ ପାଳନ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସାରା ବିଶ୍ୱରେ ଆମେ ସମସ୍ତେ କରୋନାରେ ଭୀତତ୍ରସ୍ତ । ମାନବ ଜୀବନର ଦୈନନ୍ଦିନ କାର୍ଯ୍ୟକ୍ରମ ଯଥେଷ୍ଟ ପରିମାଣରେ ପ୍ରଭାବିତ । ଲକ୍ଷ୍ୟାଧିକ ବ୍ୟକ୍ତି ଆମ ଗହଣରେ ଆଉ ନାହାନ୍ତି । ଏଥିରେ ମର୍ମ୍ମାହତ । କିନ୍ତୁ , ଚିରାଚରିତ ଭାବରେ ସଡକ ଦୂର୍ଘଟଣାରେ କେତେ
Read More...

ବଲାଙ୍ଗିର ଜିଲ୍ଲା ପ୍ରାଇଭେଟ କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ୍ ଏସୋସିଏସନର ସାଧାରଣ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ହରିହର ହସପିଟାଲ ଠାରେ ବଲାଙ୍ଗିର ଜିଲ୍ଲା ପ୍ରାଇଭେଟ ଏଷ୍ଟାବ୍ଲିସମେଣ୍ଟ ଏସୋସିଏସନର ତୃତୀୟ ସାଧାରଣ ବୈଠକ ସହିତ ଏକ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏସୋସିଏସନ ସଭାପତି ଡା. ନରେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି
Read More...