Monthly Archives

February 2021

ରାଜ୍ୟରେ ଆଜି ୧୦୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୧୦୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୩ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୨ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ
Read More...

ଗୁଲାମ ନବୀ ଆଜାଦଙ୍କୁ ବିଦାୟ ଦେବା ବେଳେ କାନ୍ଦି ପକାଇଲେ ପିଏମ ମୋଦୀ

ନୂଆଦି‌ଲ୍ଲୀ : କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ରାଜ୍ୟସଭାରେ ଅବସର ନେଉଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାନ୍ଦି ପକାଇଛ‌ନ୍ତି । ଯେତେବେଳେ ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ଜାମ୍ମୁ କାଶ୍ମୀରରେ ଗୁଜରାଟର ଯାତ୍ରୀମାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ
Read More...

ତାଞ୍ଜାନିଆରେ ରହସ୍ୟମୟ ରୋଗ ବ୍ୟାପିଲା : ରକ୍ତ ବାନ୍ତି ପରେ ୧୫ ଜଣଙ୍କ ମୃତ୍ୟୁ, ୫୦ ଜଣ ସଂକ୍ରମିତ

ଦାର୍ ଇ ସଲାମ୍ : ତାଞ୍ଜାନିଆରେ ଏକ ରହସ୍ୟମୟ ରୋଗ ବ୍ୟାପିବାର ଖବର ଆସିଛି । ଏହି ଅଜ୍ଞାତ ରୋଗରେ ପୀଡିତ ଲୋକମାନେ ରକ୍ତ ବାନ୍ତି ପରେ ମୃତ୍ୟୁବରଣ କରିଥିଲେ ଏବଂ ଏପର୍ୟ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । କୁହାଯାଉଛି ଯେ, ଏପର୍ୟ୍ୟନ୍ତ ୫୦ ଜଣ ଲୋକ ଏହି ରୋଗରେ ପୀଡିତ ଅଛନ୍ତି
Read More...

କନ୍ଧ ରୀତିନୀତିରେ ବିବାହ କଲେ ଚାକିରିଆ ଯୁବକ ଯୁବତୀ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ଆଦିବାସୀ,ସଂସ୍କୃତି, ପ୍ରଥା ଓ ପରମ୍ପରାର ସ୍ୱତନ୍ତ୍ରତା ରହିଛି । ଆବାହମାନ କାଳରୁ ଚଳିଆସୁଥିବା ଏହି ପରମ୍ପରା ଆଧୁନିକତାର ଛାପରେ ପ୍ରଭାବିତ ହେଉଛି ।ଆଦିମ ଚଳଣି, ରୀତିନୀତି, ସଂସ୍କୃତି ଓ ପ୍ରଥା ପରମ୍ପରା ସାମାଜିକ ଜୀବନକୁ ସମୃଦ୍ଧ କରିବା ସହ ସାମାଜିକ
Read More...

୨୬ ଫେବୃଆରିରେ ଭାରତ ବାଣିଜ୍ୟ ବନ୍ଦ

ଭୁବନେ‌ଶ୍ୱର : ୨୬ ଫେବୃଆରି ରେ ଭାରତ ବାଣିଜ୍ୟ ବନ୍ଦ ଘୋଷଣା କରିଛି । ତେବେ ଜିଏସଟିରେ ବାରମ୍ବାର ପରିବର୍ତ୍ତନକୁ ବିରୋଧ କରି ସର୍ବଭାରତୀୟ ବ୍ୟବସାୟ ସଙ୍ଗଠନ ବନ୍ଦ ଘୋଷଣା କରିଛ‌ନ୍ତି ବୋଲି ଜଣାପଡିଛି । ପରିବହନ କ୍ଷେତ୍ରର ସର୍ବବୃହତ ସଂଗଠନ ଅଲ ଇଣ୍ଡିଆ ପରିବହନ କଲ୍ୟାଣ ସଂଘ ଫେବୃଆରି ୨୬ରେ
Read More...

ମାର୍ଚ୍ଚ ମାସ ସୁଦ୍ଧା ଆଉ ୧୧ଟି ରାଫେଲ ଯୁଦ୍ଧ ବିମାନ ଭାରତ ଆସିବ : ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିିଲ୍ଲୀ : ଭାରତକୁ ମାର୍ଚ୍ଚ ମାସ ସୁଦ୍ଧା ଆଉ ୧୧ଟି ରାଫେଲ ଯୁଦ୍ଧ ବିମାନ ଆସିବା ସହ ୨୦୨୨ ଏପ୍ରିଲ ମାସ ସୁଦ୍ଧା ଦେଶକୁ ଆଉ ୧୭ଟି ରାଫେଲ ଆସିବ ବୋଲି ସୋମବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାଜ୍ୟସଭାରେ ସୂଚନା ଦେଇଛନ୍ତି । ତେବେ ଭାରତକୁ ପ୍ରଥମ ପର୍ୟ୍ୟାୟରେ ୨୦୨୦ ଜୁଲାଇ ୨୯ରେ
Read More...

ଲାଲକି‌ଲ୍ଲା ହିଂସା ମାମଲାରେ ମୁଖ୍ୟ ଅଭିଯୁ‌କ୍ତ ଅଭିନେତା ଦୀପ ସିଦ୍ଧୁ ଗିରଫ

ନୂଆଦି‌ଲ୍ଲୀ : କେନ୍ଦ୍ରର ନୂତନ କୃଷି ନିୟମକୁ ବିରୋଧ କରି ଗଣତନ୍ତ୍ର ଦିବସରେ କୃଷକମାନଙ୍କ ପରେଡ ସମୟରେ ଲାଲକି‌ଲ୍ଲାରେ ଘଟିଥିବା ଘଟଣା ପାଇଁ ଦୀପ ସିଦ୍ଧୁଙ୍କୁ ଗିରଫ କରାଯାଇଛି । ମଙ୍ଗଳବାର ଦିନ ଦିଲ୍ଲୀ ପୋଲିସ ଏହି ସୂଚନା ଦେଇଛି । ଡେପୁଟି କମିଶନର୍ ପୋଲିସ୍ (ସ୍ପେଶାଲ୍ ସେଲ୍) ସଞ୍ଜୀବ
Read More...

୧୦ ବର୍ଷର ସାବତ ପୁଅ ଏବଂ ପତ୍ନୀଙ୍କୁ ହତ୍ୟା କରି ଆତ୍ମହତ୍ୟା କଲେ ବ୍ୟବସାୟୀ

ମଥୁରା : ଉତ୍ତରପ୍ରଦେଶର ମଥୁରା ଜିଲ୍ଲାର ଫାରାହ ସହରରେ ଜଣେ ବ୍ୟବସାୟୀ ସାବତ ପୁଅ ଓ ସ୍ତ୍ରୀଙ୍କୁ ହତ୍ୟା କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଷ୍ଟମର୍ଟମ ପାଇଁ ପୋଲିସ ସମସ୍ତ ତିନୋଟି ଶବ ପଠାଇଛି । ରବିବାର ସନ୍ଧ୍ୟାରେ ପଡୋଶୀମାନେ ତାଙ୍କ ଘରେ କୌଣସି ଚଳାଚଳ ନଥିବା ପୋଲିସକୁ
Read More...