Monthly Archives

February 2021

ଜାମସେଠରେ ଅଷ୍ଟପ୍ରହରୀ ନାମଯଜ୍ଞ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଜାମସେଠ କଟାପଡା ସ୍ଥିତ ଦକ୍ଷିଣକାଳୀ ମନ୍ଦିରରେ ଅଷ୍ଟପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଯାଇଛି । ନାମଯଜ୍ଞରେ କର୍ତା ଭାବରେ କିଷନ କୁମାର ରଣା ଓ ରିନା ରଣା ଥିବା ବେଳେ ପୂଜକ ମାନଭଞ୍ଜନ ତ୍ରିପାଠୀ ସେବାୟତ ଶେଷାନ କୁମାର ରଣା,
Read More...

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସହାୟକ ଉପକରଣ ବଣ୍ଟନ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସହାୟକ ଉପକରଣ ବଣ୍ଟନ ଶିବିର ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଓଲଟପୁର କଟକ ବଲାଙ୍ଗିର ଶାଖାର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ
Read More...

ସାମ୍ବାଦିକ ସଂଘର ନୂତନ କାର୍ଯ୍ୟକ‌ର୍ତ୍ତା ଚୟନ

ନୂଆପଡା, (ନିରୋଜ କୁମାର ପାଣୀ) : ଆଜି ଖଡ଼ିଆଳ ଠାରେ ଅନୁଷ୍ଠିତ ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘର ନୂତନ ପଦାଧିକାରୀ ସର୍ବସମ୍ମତି କ୍ରମେ ଚୟନରେ ସଭାପତି ଲୋକନାଥ ମହାପାତ୍ର, ଉପ ସଭାପତି ଅଜିତ ଯୋଶୀ, ସମ୍ପାଦକ ସୁଜିତ ପ୍ରଧାନ, କୋଷାଧ୍ୟକ୍ଷ ପବିତ୍ର ପ୍ରଧାନ, ଯୁଗ୍ମ ସମ୍ପାଦକ ଟିକେଶ୍ୱର
Read More...

ସୀତା ଦେବୀ ଆଉ ନାହାନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ମିଠାପାଲି ଗ୍ରାମର ସମାଜସେବୀ ଭରତ ଚ‌ନ୍ଦ୍ର ସାହୁଙ୍କ ସହଧର୍ମିଣୀ ସୀତା ସାହୁ ଆଉ ନାହାନ୍ତି । ଦୀର୍ଘ ଦିନ ଧରି ସେ ଯକୃତ ରୋଗରେ ପୀଡିତ ଥିଲେ । ତାଙ୍କ ଅନ୍ତ୍ୟେଷ୍ଟି ସଂସ୍କାର ବୈଦିକ ରୀତି ଅନୁସାରେ ପଣ୍ଡିତ ହରିଶ୍ଚନ୍ଦ୍ର
Read More...

ବେଲବାହାଲି ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ ଯୁବସମାଜସେବୀ ସୋମନାଥ ମିଶ୍ର

ପୁଇଁ‌ନ୍ତଲା, (ଶ‌ମ୍ଭୁନାଥ ସାହୁ) : କିଛି ଦିନ ଆଗରୁ ଶିକ୍ଷା ବିଭାଗ ତରଫରୁ ମୋ ସ୍କୁଲ ଅଭିଯାନ ଆରମ୍ଭ କରାଯାଇଥିଲା । ସ୍କୁଲମାନଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ । ଏହି କାର୍ୟ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଅଂଶ
Read More...

ସକାଳୁ ଉଠିବା ପରେ ଶରୀରରେ ଏହି ଲକ୍ଷଣଗୁଡିକ ଅନୁଭବ ହେଲେ ତୁରନ୍ତ ମଧୁମେହ ପରୀକ୍ଷା କରା‌ନ୍ତୁ

ଆଜିକାଲି ଅଧିକାଂଶ ଲୋକ ମଧୁମେହ ରୋଗରେ ପୀଡିତ ହେଉଛ‌ନ୍ତି। ପିଲାଠାରୁ ବୟସ୍କ ପର୍ୟ୍ୟନ୍ତ ଲୋକମାନେ ମଧ୍ୟ ଏହି ରୋଗରେ ପୀଡିତ । ଏହି ରୋଗରେ ଶରୀରରେ ରକ୍ତରେ ଶର୍କରା ସ୍ତର ଅନିୟନ୍ତ୍ରିତ ହୋଇଯାଏ । ଏହି ରୋଗ ଏତେ ଗମ୍ଭୀର ଯେ, ଯଦି ଏହାକୁ ଠିକ୍ ସମୟରେ ନିୟନ୍ତ୍ରଣ କରାଯାଏ ନାହିଁ, ତେବେ ଏହା
Read More...

ପ୍ରଦର୍ଶନକାରୀ କୃଷକମାନେ ଗୁଜବର ଶିକାର : ପିଏମ ମୋଦୀ

ନୂଆଦି‌ଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, କୃଷି ଆଇନକୁ ବିରୋଧ କରୁଥିବା କୃଷକମାନେ ଗୁଜବର ଶିକାର ହେଉଛନ୍ତି । ସେ କହିଛନ୍ତି, କୃଷି ସଂସ୍କାର ପ୍ରକ୍ରିୟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବର୍ଷ ବର୍ଷ ଧରି ଏକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା କୃଷି କ୍ଷେତ୍ର ବିଷୟରେ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତ ୨ଜଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୨ରୁ ୨ଜଣ ସଂକ୍ରମିତ ହୋଇଛନ୍ତି । ଏବେ ଜିଲ୍ଲାରେ ୧୬ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଆମ୍ବୁଲାନ୍ସକୁ ପିଟିଲା ଟ୍ରକ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ବାଙ୍ଗୀରପୋଷି ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଆମ୍ବୁଲାନ୍ସକୁ ପିଟିଲା ଟ୍ରକ ଫଳରେ ୫ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଆଆରଏମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Read More...

ଅଭାବନୀୟ ଘଟଣା : ନିଆଁରେ ପୋଡି ହୋଇ ନାବାଳିକା ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଛି । କିଛିଦିନ ହେବ କେନ୍ଦୁଝର ଜିଲ୍ଲାରେ ରାତ୍ରିକାଳୀନ ଥଣ୍ଡାର ମାତ୍ର ବଢି ଚାଲିଥିବା ବେଳେ ଥଣ୍ଡାରୁ ମୁକ୍ତି ପାଇବା ନିଆଁ ଏକ ସାହାରା । ନିଆଁ ପୋଉଁଥିବା ବେଳେ ୧୪ ବର୍ଷର ନାବାଳିକା ମୋନାଲିସା ଦଳେଇ ନିଆଁରେ ପୋଡି
Read More...