Monthly Archives

February 2021

କୃଷକ ସଂଗଠନ ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜ ବୋଡାସମ୍ବର କୃଷକ ସଂଗଠନ ତରଫରୁ ଆଜି ଉପଜିଲ୍ଲାପାଳଙ୍କ କାର୍ୟାଳୟ ଘେରାଉ କରାଯାଇଛି। ଉପଜିଲ୍ଲାପାଳଙ୍କ ଚୁକ୍ତି ମୁତାବକ ୧୦ ଦିନ ଭିତରେ ସମସ୍ତ ଧାନ ମଣ୍ଡିରୁ ଧାନ ଉଠିବା କଥା, କିନ୍‌ନ୍ତୁ ତଥାପି ଆଜି ଯାଏଁ ଧାନ ଉଠିଲା ନାହିଁ । ଯାହାଫଳରେ
Read More...

ଉନ୍ନତିକରଣ ପାଇଁ ଅର୍ଥ ମଞ୍ଜୁର

ତରଭା, (ଜିତେନ୍ଦ୍ର ସା) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକ ଅନ୍ତର୍ଗତ ଘାଟକଇଁନ୍ତରା ଗ୍ରାମରେ ଥିବା ପୋଖରୀ ଦୀର୍ଘ ଦିନ ଧରି ଅଧା ଅଧୁରା କାର୍ୟ୍ୟ ହୋଇ ଅଳିଆଗଦାରେ ପରିଣତ ହେବାରେ ଲାଗିଛି । ତା ଫଳରେ ଗ୍ରାମ ବାସୀ ଭଳ ପାଣି ଟିକିଏ ପାଇ ନ ପାରୁଥିବାରୁ ନାହିଁ ନ ଥିବା ଅସୁବିଧାର
Read More...

ଲଖମରା ଉଚ୍ଚ ବିଦ୍ୟାଳୟରେ ସଡକ ସୁରକ୍ଷା ସପ୍ତାହ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ, ଲଖମରା ଠାରେ ପ୍ରଧାନଶିକ୍ଷକ ହେମକାନ୍ତ ସୁନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇ ଯାଇଛି । ବିଦ୍ୟାଳୟର ଗାଇଡ କ୍ୟାପଟେନ ରଶ୍ମିତା ଡନସନା ପ୍ରଥମେ ଗାଇଡ ଛାତ୍ରୀ ଓ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ
Read More...

ମାର୍ଚ୍ଚ ୨ ତାରିଖ ଝାରବନ୍ଧ ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ “ଜନତା ଅଦାଳତ” ଡାକରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ‌ସ୍କିମରେ ଝାରବନ୍ଧ ବ୍ଲକକୁ ଆସିଥିବା ଅର୍ଥର ବ୍ୟାପକ ବାଟମାରଣା, ସ୍ୱ‌ଚ୍ଚ ଭାରତ ପାଇଖାନା ନିର୍ମାଣରେ ଦୁର୍ନୀତି, ଆମ ଗାଁ ଆମ ବିକାଶ ଯୋଜନାର ଅର୍ଥ ବିନା କାର୍ୟ୍ୟରେ ଟଙ୍କା ଉଠାଣ, ଗାଇ ଗୁହାଳ, ପ୍ରଧାନମନ୍ତ୍ରୀ
Read More...

ବ୍ଳକ ସ୍ତରୀୟ ବିଂଝାଲ ସମାଜ କମିଟି ଗଠନ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଳକ ମାଟିଆଭଟା ପଞ୍ଚାୟତ ମାଟିଆଭଟା ଗ୍ରାମର ବସ୍ତ୍ରେନ ମନ୍ଦିର ଠାରେ ବ୍ଳକ ସ୍ତରୀୟ ବିଂଝାଲ ସମାଜର ଏକ ବୈଠକ ପୂର୍ବତନ ସଭାପତି ଲୋଚନ ସିଂ ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭାପ୍ରାରମ୍ଭରେ ସମାଜର
Read More...

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୫୩ ତମ ଶ୍ରାଦ୍ଧ ଦିବସରେ ସହୃଦୟ ଶ୍ରଦ୍ଧାଞ୍ଜଳି

ରାଉରକେଲା, (କେପିଏନ୍‌ଏସ୍‌) : ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୫୩ ତମ ଶ୍ରାଦ୍ଧ ଦିବସରେ ସହୃଦୟ ବିନମ୍ର ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ଏହି ଅବସରରେ ‌ସ୍ଥାନୀୟ 'ଦୀନଦୟାଲ ମେଲ' କାର୍ୟ୍ୟାଳୟରେ ଶ୍ରଦ୍ଧାଂଜଳି ସଭା ଆୟୋଜିତ ହୋଇଥିବା ବେଳେ ସଂପାଦକ ଶିବ ଶରଣ ମିଶ୍ର, ସହ ସଂପାଦକ
Read More...

ଜୋରଦାର ହେବ ‘ତକ୍ଷକ’ର ବାର୍ଷିକୋତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରୁ ପ୍ରକାଶିତ ପାକ୍ଷିକ ପତ୍ରିକା ତଥା ଭିଜୁଆଲ ମିଡ଼ିଆ ‘ତକ୍ଷକ’ର ବାର୍ଷିକୋତ୍ସବ ଆସନ୍ତା ଫେବୃଆରୀ ୧୮ ତାରିଖ ସ୍ଥାନୀୟ କୋଶଲ କଳାମଣ୍ଡଳ ପଡିଆର ପୁରୁଣା ମଂଚ ଠାରେ ଅନୁଷ୍ଠିତ ହେବ । ପ୍ରଥମ ଅଧିବେଶନରେ ‘ତକ୍ଷକ’ର ଏକ ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚନ
Read More...

ଲୋକ ଉନ୍ନତି ସଗଠନ ପକ୍ଷରୁ ବଲାଙ୍ଗିର ବ୍ଲକରେ ମୋ ଚାଟଶାଳି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋକ ଉନ୍ନତି ସଗଠନ ପକ୍ଷରୁ ବଲାଙ୍ଗିର ବ୍ଲକରେ ମୋ ଚାଟଶାଳି କାର୍ୟ୍ୟକ୍ରମ ଆରମ୍ଭ ହୋଇଯାଇଛି । ମହିଳା ଶ୍ରମଜୀବୀ ମଞ୍ଚ ଓଡ଼ିଶା, ଓଡ଼ିଶା ଶ୍ରମଜୀବୀ ମଞ୍ଚ ଓ ଆତ୍ମ ଶକ୍ତି ଟ୍ରଷ୍ଟ ଏବଂ ଶିକ୍ଷିତ ଯୁବକ ଯୁବତୀମାନଙ୍କ ଉଦ୍ୟମରେ ଏହି ଅଭିଯାନ ଆରମ୍ଭ ହୋଇଛି ।
Read More...