Monthly Archives

February 2021

ମାଓବାଦୀଙ୍କ ବଡ଼ ଧରଣର ବିସ୍ଫୋରଣ ଯୋଜନା ପଣ୍ଡ କଲେ ସିଆରପିଏଫ ବାହିନୀ

ଝାଡ଼ଖଣ୍ଡ : ମାଓବାଦୀଙ୍କ ବଡ଼ ଧରଣର ବିସ୍ଫୋରଣ ଯୋଜନା ପଣ୍ଡ କରିଛ‌ନ୍ତି ଯବାନ । ଯବାନଙ୍କ କ୍ଷତି ଘଟାଇବା ପାଇଁ ଯବାନ କମ୍ବିଂ କରୁଥିବା ଝାଡ଼ଖଣ୍ଡର ସିଂହଭୂମ ଜିଲ୍ଲା ଚାଇବାସା-ଗୋଇଲକେରା ନୂତନ ଭାବେ ନିର୍ମିତ ରାସ୍ତାରେ ୪୦ କିଲୋ ଆଇଇଡି ଖ‌ଞ୍ଜିଥିଲେ ମାଓବାଦୀମାନେ । ତେବେ ହଠାତ୍
Read More...

କେରମେଲି ପଂଚାୟତରେ ଆର୍ଥିକ ସାକ୍ଷରତା ସପ୍ତାହ କର୍ମଶାଳା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କେରମେଲି ପଂଚାୟତ ପରିସରରେ ସଇଁନ୍ତଲା ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଆର୍ଥିକ ସପ୍ତାହ ସାକ୍ଷରତା ସପ୍ତାହ ୨୦୨୧ କର୍ମଶାଳା ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ବିପିଏମ ମଧୁଶ୍ମିତା ବିଶ୍ୱାଳଙ୍କ
Read More...

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିରର ସାହିତ୍ୟ ଆସର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ତରଫରୁ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ସଭାପତିତ୍ୱରେ ବିଜ୍ଞାନ ସାହିତ୍ୟ ଉପରେ ଏକ ୱେବ ସଂଗୋଷ୍ଟି ଆୟୋଜିତ ହୋଇଥିଲା । ବିଜ୍ଞାନ ସାହିତ୍ୟ ପରିଷଦ ବଲାଙ୍ଗିରର ସଭାପତି ସନାତନ ଠାକୁର ବିଜ୍ଞାନ ସାହିତ୍ୟ ଉପରେ ଏବଂ
Read More...

ସୋସିଆଲ ମିଡିଆରେ ସୁନ୍ଦର ସ୍ୱପ୍ନ ଦେଖାଉଥିବା ଏହି ନାଇଜେରିଆର ପୁରୁଷ ଦ୍ୱାରା ଶହ ଶହ ମହିଳା ପ୍ରତାରଣାର ଶିକାର :…

ମୁମ୍ବାଇ : ସୋସିଆଲ ମିଡିଆ ବନ୍ଧୁତା କେତେ ପ୍ରତାରଣାପୂ‌ର୍ଣ୍ଣ ଏବଂ ସୁନ୍ଦର ସ୍ୱପ୍ନ ଦେଖାଇ ଲୋକମାନେ କିପରି ପ୍ରତାରଣା କରନ୍ତି, ତାହାର ଅନେକ ଉଦାହରଣ ଦେଇଛି ଏହି ଘଟଣା । ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ଏପରି ଦୁର୍ଦ୍ଦାନ୍ତ ଅପରାଧୀମାନଙ୍କ ଫାଶରେ ପଡିଛନ୍ତି । ଜଣେ ନାଇଜେରିଆ
Read More...

ପୁଣି ଜବତ ହେଲା ଧଳା ଜହର : ୨ ଜଣ ଗିରଫ

ଭୁବନେଶ୍ୱର : ବ୍ରାଉନସୁଗାର ବିକ୍ରି ସମୟରେ ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ୧୫୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ତେବେ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ୨ ଜଣ ହେଲେ ଜଗବନ୍ଧୁ ବୈଠାରୁ ଓ ସଞ୍ଜୟ ସାହୁ । ସେମାନେ ବ୍ୟବହାର କରୁଥିବା ଏକ ୟମାହା ସ୍କୁଟର
Read More...

ଧାନ କିଣାରେ ଅନିୟମିତତା ଅଭିଯୋଗରେ ଧାନ ଢ଼ାଳି ରାସ୍ତା ଅବରୋଧ କଲେ ଚାଷୀ

ଭଦ୍ରକ : ଭଦ୍ରକ ଆନନ୍ଦପୁର ରାଜ୍ୟ ରାଜପଥ ଗଣିଜାଙ୍ଗ ନିକଟରେ ରାସ୍ତା ଉପରେ ଧାନ ଢାଳି ରାସ୍ତା ଅବରୋଧ କରିଲେ ଚାଷୀ । ଚାଷୀଙ୍କ ଧାନ କିଣାରେ ଅନିୟମିତତାକୁ ନେଇ ରାସ୍ତା ଉପରେ ଏଭଳି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ଚାଷୀ । ରାସ୍ତା ଅବରୋଧ କରିଥିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ
Read More...

ରାଜ୍ୟରେ ଆଜି ୫୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୫୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୩ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ
Read More...

ମୁଖ୍ୟମନ୍ତ୍ରୀ ଆଜି ୫୩ ଲକ୍ଷରୁ ଉର୍ଦ୍ଧ୍ବ ଚାଷୀ ଏବଂ ଭୂମୀହୀନ ଚାଷୀ ପରିବାରଙ୍କୁ ୨୦୨୦-୨୧ ବର୍ଷର କାଳିଆ ସହାୟତା…

ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫୩ ଲକ୍ଷରୁ ଉର୍ଦ୍ଧ୍ବ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମୀହୀନ ଚାଷୀ ପରିବାରଙ୍କୁ ୨୦୨୦-୨୧ ବର୍ଷର କାଳିଆ ସହାୟତା ଡିବିଟି ମାଧ୍ୟମରେ ପ୍ରଦାନ କରିବେ। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ
Read More...