Monthly Archives

February 2021

ସମ୍ବଲପୁରରେ ବିଜେପିର ଚକାଜାମ୍

ସମ୍ବଲପୁର : ଚାଷୀ ଓ ଧାନ ବିକ୍ରି ସମସ୍ୟାର ଶୀଘ୍ର ଓ ସ୍ଥାୟୀ ସମାଧାନ ଦାବୀରେ ପଶ୍ଚିମଓଡିଶାର ସମ୍ବଲପୁର, ବରଗଡ଼, ଝାରସୁଗୁଡା, ଦେବଗଡ଼, ସୁନ୍ଦରଗଡ, ବଲାଙ୍ଗୀର, କଳାହାଣ୍ଡି, ନୂଆଁପଡା, ସୋନପୁର, ଓ ବୌଦ୍ଧରେ ତିନି ଘଣ୍ଟା ଚକାଜାମ ଆନ୍ଦୋଳନ କରିଥିଲା ବିଜେପି । ତେବେ ଦିନ ୧୦ ଟାରୁ ୧ଟା
Read More...

ଏପ୍ରିଲ ମାସରୁ ସମସ୍ତ ଟ୍ରେନ ଚାଲିବ : ରେଳ ମନ୍ତ୍ରଣାଳୟ

ନୂଆଦି‌ଲ୍ଲୀ : ଦେଶରେ କରୋନା ମହାମାରୀ ଯୋଗୁଁ ପାଖପାଖି ୧ ବର୍ଷ ହେବ ଅଧିକାଂଶ ଟ୍ରେନ କେନ୍ଦ୍ର ସରକାରଙ୍କ ପକ୍ଷରୁ ବନ୍ଦ କରାଯାଇଥିଲା । ଏବେ ପ୍ରାୟ ୬୫ ପ୍ରତିଶତ ପାସେଞ୍ଜର ଟ୍ରେନ୍ ଚାଲିଥିବା ବେଳେ ବର୍ତ୍ତମାନ ୩୦୦ରୁ ଅଧିକ ସ୍ପେଶାଲ ମେଲ/ଏକ୍ସପ୍ରେସ ଟ୍ରେନ୍ ଟ୍ରାକରେ ଗଡୁଛି ।
Read More...

ବିବାହ ପ୍ରଲୋଭନ ଦେଖାଇ ନାବାଳିକା ଅପହରଣ : ଅଭିଯୁକ୍ତ ଗିରଫ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତର୍ଗତ ଗୋଡିପୁଟ ମାଟିଆପଡା ପଚାଂୟତ ଗୋପିନାଥପୁର ଗ୍ରାମର ୧୭ବର୍ଷିଆ ନାବାଳିକାକୁ ଜଣେ ବିବାହିତ ଦୁଇଟି କନ୍ୟା ସନ୍ତାନର ଜନକ ଅପହରଣ କରିଥିବା ନେଇ ଡେଲାଙ୍ଗ ଥାନାରେ ଝିଅର ମାଁ ଅଭିଯୋଗ କରିଛନ୍ତି । ଅଭିଯୋଗକୁ
Read More...

ଧାନକିଣା ସମସ୍ୟାକୁ ପ୍ରତିବାଦ କରି ବିଜେପି ବଲାଙ୍ଗିର ଶାଖା ପକ୍ଷରୁ ରାସ୍ତାରୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଧାନକିଣା ସମସ୍ୟାକୁ ପ୍ରତିବାଦ କରି ବିଜେପି ବଲାଙ୍ଗିର ଶାଖା ପକ୍ଷରୁ ସ୍ଥାନୀୟ ଗାନ୍ଧୀନଗରପଡା ଛକରେ ରାସ୍ତାରୋକ ଅନୁଷ୍ଠିତ ହୋଇଯାଇଛି । ବିଜେପି.ର ବରିଷ୍ଠ ନେତ୍ରୀ ପଙ୍କଜିନୀ ପଣ୍ଡାଙ୍କ ନେତୃତ୍ୱରେ ଏଠାରେ ରାସ୍ତାରୋକ କରାଯାଇଥିବା ବେଳେ ତାଙ୍କ ସହ ବହୁ
Read More...

୧୦୦ ଟଙ୍କାରୁ କମ୍‌ ଦରରେ ଇଟାଲୀରେ ବିକ୍ରି ହେଉଛି ଘର

ରୋମ୍ : ଯଦି ଆପଣ ଇଟାଲୀରେ ଏକ ଘର କିଣିବାକୁ ଚାହାଁନ୍ତି, ତେବେ ଏଠାରୁ କେବେବି ବଡ଼ ସୁଯୋଗ ପାଇବେ ନାହିଁ । ଘରଗୁଡିକ ଏତେ କମ୍ ମୂଲ୍ୟରେ ଉପଲବ୍ଧ ହେଉଛି, ଯାହାକୁ ଆପଣ ଭାବି ମଧ୍ୟ ପାରିବେ ନାହିଁ । ଅବଶ୍ୟ ଘରଗୁଡ଼ିକ ବହୁତ ପୁରୁଣା ଏବଂ ଏହାର ମରାମତି ଆବଶ୍ୟକ ହୋଇପାରେ । ଏହି ଘରଗୁଡିକ
Read More...

ରୁଗୁଡ଼ିଖାଲରେ ବିଜେପି ପକ୍ଷରୁ ରା‌ସ୍ତା ରୋକ

ଲୋଇସିଂହା, (କେପିଏନ୍‌ଏସ୍‌) : ଚାଷୀ ସମସ୍ୟାର ସମାଧାନ ଦାବୀରେ ଆଜି ପ‌ଶ୍ଚିମ ଓଡ଼ିଶାରେ ବିଜେପି ପକ୍ଷରୁ ଦିନ ୧୦ଟାରୁ ୧ଟା ରା‌ସ୍ତା ରୋକ ଚାଲିଛି । ଏହି କ୍ରମରେ ‌ସ୍ଥାନୀୟ ରୁଗୁଡ଼ିଖାଲ ସ‌ମ୍ବଲପୁର-ବଲା‌ଙ୍ଗିର ଜାତୀୟ ରାଜପଥରେ ଲୋଇସିଂହା ବିଧାୟକ ଡ଼.ମୁକେଶ ମହାଲିଙ୍ଗ‌‌ଙ୍କ ନେତୃ‌ତ୍ୱରେ
Read More...

ରାଜ୍ୟରେ ଆଜି ୫୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୫୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୫ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ
Read More...

ଚାଷୀମାନଙ୍କ ହିତକୁ ନେଇ ବିଜେପି ପକ୍ଷରୁ ରାସ୍ତା ରୋକ

ଖ୍ରପାଖୋଲ, (କ୍ରିଷ୍ଣା ସେଠୀ) : ଆଜି ସକାଳ ୧୦ ଟାରୁ ୧ ଟା ପର୍ୟ୍ୟନ୍ତ ଚାଷୀମାନଙ୍କ ହିତକୁ ନେଇ ଲାଠୋର କଲେଜ ଛକ ଠାରେ ବିଜେପି ପକ୍ଷରୁ ରାସ୍ତା ରୋକ କରାଯାଇଛି । ମଣ୍ଡିରେ ହେଉଥିବା କଟନୀ ଛଟନୀ, ଲେଫସ୍ ହେଇଥିବା ଟୋକନ ପୁନଃ କାର୍ଯ୍ୟକ୍ଷମ କରିବା, ମଣ୍ଡିରେ ପଡି ରହିଥିବା ଧାନ ଶୀଘ୍ର
Read More...