Monthly Archives

February 2021

ଫେବୃଆରୀ ଚଉଦ ଓ ଲାଲ ଗୋଲାପ

ମୀନା ମହାରଣା ଇଉରୋପ ମହାଦେଶର ରୋମ ଏକ ସମୃଦ୍ଧ ଓ ରୋମାଂଚକର ନଗରୀ ଭାବେ ଖ୍ୟାତ । ଚତୁର୍ଥ ଶତାବ୍ଦୀର ଶେଷ ଭାଗରେ ତଥା ପଂଚମ ଶତାବ୍ଦୀର ଆରମ୍ଭ ବେଳେ ରାଜା କ୍ଳଡିଅସ ଦ୍ୱିତୀୟ ରୋମରେ ରାଜତ୍ୱ କରୁଥିଲେ । ତାଙ୍କର ନିଷ୍ଠୁର ଓ ଆତଙ୍କବାଦୀ ଶାସନ ପାଇଁ ସେ ପ୍ରସିଦ୍ଧ ଥିଲେ । ଇଉରୋପରେ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ବସ-ଟ୍ରକ ମୁହାଁମୁହିଁ ଧକ୍କା

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ୍ ଜିଲ୍ଲା ଦେଇ ଯାଇଥିବା ୪୪ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକ-ବସ୍ ମଧ୍ୟରେ ଧକ୍କା ହେବାରୁ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ହୋଇଛନ୍ତି ଆଉ ୪ ଜଣ । ତେବେ ମୃତକଙ୍କ ମଧ୍ୟରେ ୮ ମହିଳା, ୫ ପୁରୁଷ ଓ ଜଣେ
Read More...

ପୋଲିସକୁ ମିଳିଲା ବଡ ସଫଳତା : ୩ ଅପରାଧୀ ଗିରଫ

ମାଲକାନଗିରି : ଚିତ୍ରକୋ‌ଣ୍ଡା ପୋଲିସକୁ ମିଳିଛି ବଡ ସଫଳତା । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବଜାରରେ ଜଣଙ୍କ ଘରେ ଚଢ଼ାଉ ବେଳେ ବିପୁଳ ପରିମାଣର ହନୁମାନ ପଇସା, ରତ୍ନ ପଥର, ହରିଣ ଛାଲ ଓ ଡବଲ ବ୍ୟାରେଲ ବନ୍ଧୁକ ଜବତ କରିବା ସହ ୩ ଜଣକୁ ଗିରଫ କରିଛି ଚିତ୍ରତକୋଣ୍ଡା ଥାନା ପୋଲିସ । ଗିରଫ
Read More...

ପୁଲୱାମା ଆକ୍ରମଣ ଘଟଣାକୁ ଦୁଇ ବର୍ଷ ପୂରିଲା : ମନେ ପକାଇଲେ ଏବେ ବି କୁରୁଳି ଉଠୁଛି ଛାତି

ଦୁଇ ବର୍ଷ ପୂର୍ବେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଭାରତ ମା'ର ୪୦ ପୁଅ ସହିଦ ହୋଇଥିଲେ ।ସେହି ଆତ୍ମଘାତୀ ଆକ୍ରମଣରେ ଅନ୍ୟ ୭୦ ସୈନିକ ଆହତ ହୋଇଥିଲେ ।ପରେ ପରେ ପାକିସ୍ତାନକୁ ବାଲାକୋଟ ଏୟାରଷ୍ଟ୍ରାଇକ୍ ମାଧ୍ୟମରେ ବିଶେଷ ଶିକ୍ଷା ଦିଆଯାଇଥିଲା । ନୂଆଦିଲ୍ଲୀ : ପୁଲୱାମା
Read More...

ବିଜେପି ପକ୍ଷରୁ ରାସ୍ତାରୋକ ଆନ୍ଦୋଳନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ମଣ୍ଡଳ ବିଜେପି ପକ୍ଷରୁ ସ୍ଥାନୀୟ ଆମ୍ବେଦକର ଛକ ନିକଟରେ ଚାଷୀଙ୍କ ଅଧିକାର ପାଇଁ ରାସ୍ତାରୋକ ଆନ୍ଦୋଳନ କରାଯାଇଥିଲା । ଶନିବାର ଦିନ ୧୦ ଟାରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଆନ୍ଦୋଳନ ଯୋଗୁଁ ରାସ୍ତାର ଉଭୟ ପାଶ୍ୱର୍ରେ ଶତାଧିକ ଯାନବାହାନ
Read More...

ଆସନ୍ତାକାଲି ୬ ଘଣ୍ଟିଆ ଓଡ଼ିଶା ବନ୍ଦ : କଂଗ୍ରେସର ଡାକରା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆସନ୍ତାକାଲି ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ସକାଳ ୭ଟାରୁ ଦିନ ଗୋଟାଏ ଯାଏ ଅର୍ଥାତ ୬ ଘଣ୍ଟା ଯାଏ ବନ୍ଦ ଡାକରା ଦେଇଛି କଂଗ୍ରେସ ଦଳ । ଏହି ବନ୍ଦକୁ ଶାନ୍ତିପୂର୍ଣ୍ଣ କରିବା ପାଇଁ ଅନୁରୋଧ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
Read More...

ଭତ୍ତାରୁ ବଞ୍ଚିତ ଅସହାୟ ବିଧବା ତପିସା ସାହୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଳ ବ୍ଲକ ସରେଇକେଲା ଗ୍ରାମ ପଞ୍ଚାୟତ ସରେଇକେଲା ଗ୍ରାମର ଅସହାୟ ବିଧବା ତପିସା ସାହୁ ବୟସ ପାଖାପାଖି ୬୦ ବର୍ଷ ହେଲାଣି । ତପିସା ସାହୁଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଅସହାୟ ଅବସ୍ଥାରେ ରହୁଛନ୍ତି । ତିନି
Read More...

ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଟମାଟର୍‌ - ୨୦ ଟଙ୍କା, ଭେଣ୍ଡି - ୫୦ ଟଙ୍କା, ବିମ୍‌ - ୫୦ ଟଙ୍କା, ସିମ୍ବ - ୫୦ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) - ୧୨୦ ଟଙ୍କା, ଅଦା - ୬୦
Read More...

ଭାରସାମ୍ୟ ହରାଇ ୧୦ ଫୁଟ ତଳକୁ ଖସିଲା ବାଇକ : ଦୁଇ ମୃତ୍ୟୁ, ଜଣେ ଆହତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଫିରିଙ୍ଗିଆ-ଗୋଛାପଡା ରାସ୍ତାର ମାଝିପଡା ଘାଟିରେ ଶନିବାର ସନ୍ଧ୍ୟାରେ ଏକ ବାଇକ୍ ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଘାଟିର ଥିବା ଏକ ବୁଲାଣିରେ ବାଇକଟି
Read More...

ତୁମୁଡିବନ୍ଧ ପୋଲିସ ଦ୍ୱାରା ହେଲମେଟ ଯାଞ୍ଚ କଡାକଡି ସହ ଜୋରିମାନା ଆଦାୟ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ରାଜ୍ୟ ସରକାର ବର୍ତ୍ତମାନ ବିନା ହେଲମେଟରେ ଗାଡି ଚଳାଉ ଥିବା ବାଇକ ଚାଳକଙ୍କ ପାଇଁ କଠୋର ନିୟମ ଲାଗୁ କରିଛନ୍ତି । କିନ୍ତୁ ପ୍ରାୟ ଜନସାଧାରଣ ସରକାରଙ୍କ ନିୟମକୁ ଖୋଲାଖୋଲି ଉଲଂଘନ କରି ବିନା ହେଲମେଟରେ ଗାଡି ଚଳାଉ ଥିବା ଦେଖାଦେଇଛି । ଏହା
Read More...