Monthly Archives

February 2021

ପୁଣି କର୍ଲାପାଟରେ ଆଉ ଏକ ହାତୀର ମୃତ୍ୟୁ

କଳାହାଣ୍ଡି : ପୁଣି କର୍ଲାପାଟରେ ଆଉ ଏକ ମାଈ ହାତୀର ମୃତ୍ୟୁ ହୋଇଥିବା ଖବର ମଳିଛି । ମାଈ ହାତୀଟି ସେପ୍ଟିସିମିଆରେ ଆକ୍ରାନ୍ତ ହୋଇ ମରିଥିବା ଜଣାପଡିଛି । ତେବେ ଗତ ୧୪ ଦିନ ମଧ୍ୟରେ ଅଭୟାରଣ୍ୟରେ ୬ଟି ହାତୀ ମରିଥିବା ଜଣାପଡିଛି । ହାତୀ ମୃତ୍ୟୁ ନେଇ କଳାହାଣ୍ଡି ଆରସିସିଏଫ ସୁଦୀପ୍ତ ଦାସଙ୍କ
Read More...

ନନ୍ଦନକାନନ ବଟାନିକାଲ୍ ଗାଡ଼େନରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ୱର : ନନ୍ଦନକାନନ ବଟାନିକାଲ୍ ଗାଡ଼େନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, କୌଣସି କାରଣ ବସତଃ ହଠାତ୍‌ ଆଜି ଅପରାହ୍ନ ସମୟରେ ନନ୍ଦନକାନନର ବଟାନିକାଲ ଗାର୍ଡେନରେ ନିଆଁ ଲାଗିଯାଇଥିଲା । ଫଳରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଯାଇଥିଲା ।
Read More...

ବଲାଙ୍ଗିର : ୧୫୦ ବର୍ଷ

ଗୋପବନ୍ଧୁ ରଥ ଏକଦା ବଲାଙ୍ଗିର ଜିଲ୍ଲାକୁ ‘ପାଟଣା ଷ୍ଟେଟ’ ବୋଲି କୁହାଯାଉଥିବା କଥା ଇତିହାସ କହିଥାଏ । ଏହି ପାଟଣା ଷ୍ଟେଟ୍‌ର ରାଜଧାନୀ ଥିଲା ପାଟଣାଗଡ଼ । ପାଟଣାଗଡ଼ର ଚତୁଃପାଶ୍ୱର୍ରେ କଟଙ୍ଗ ବାଉଁଶ ବଣ ରହିଥିବା ହେତୁ ତାହା ଏକ ମ୍ୟାଲେରିଆ ପ୍ରବଣ ଅଂଚଳ ଭାବେ ଅପଖ୍ୟାତ ହୋଇଥିଲା ।
Read More...

ରାଜ୍ୟରେ ଆଜି ୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୯ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ
Read More...

ଜଳଚର ଜମି, ଗୋଚର ଜମି ଏବଂ ଜଙ୍ଗଲ ଜମି ଜବର ଦଖଲ ନ ହେଉ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ପ୍ରତ୍ୟେକ ପଞ୍ଚାୟତ, ପ୍ରତ୍ୟେକ ଗ୍ରାମର ଜଳଚର ଜମି, ଗୋଚର ଜମି ଏବଂ ଜଙ୍ଗଲ ଜମି ଜବର୍‌ ଦଖଲ ହେଉଥିବାରୁ ଅନେକ ଅସୁବିଧା ଉପୁଜୁଥିବା ଜଣାପଡିଛି । ଜଳଚର ଜମି ଜବର ଦଖଲ ହେଉଥିବାରୁ ଅନେକ ଗାଁ ଗୁଡିକରେ ବନ୍ଧ କିମ୍ବା ପୋଖରୀ ଗୁଡିକ
Read More...

ନାବାଳିକା ଅପହରଣ ଓ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ଛେଚିଲେ ଉତ୍ୟକ୍ତ ଗାଁଲୋକେ

କେନ୍ଦୁଝର : ନାବାଳିକା ଅପହରଣ ଓ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଉତ୍ତ୍ୟକ୍ତ ଗ୍ରାମବାସୀ । ଏଭଳି ଏକ କଙ୍ଗାରୁ କୋର୍ଟ ଘଟଣା ଘଟିଛି କେନ୍ଦୁଝରରେ । ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା କିରିଦାପଶି ଗାଁରେ ଅଭିଯୁକ୍ତ ଯୁବକକୁ
Read More...

ଦ୍ୱିତୀୟ ସାଲବେଗ ସ୍ମୃତି ସମାରୋହ ଅନୁଷ୍ଠିତ

ନୟାଗଡ଼ : ନୟାଗଡ଼ ସାଲବେଗ କଲ୍‌ଚର୍‌ ତରଫରୁ ହିନ୍ଦୁ ମୁସ୍‌ଲିମ୍‌ ଓ ସଂହତିର ପ୍ରତୀକ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ସଂଗୀତଜ୍ଞ ସ୍ୱର୍ଗତ ଭିକାରୀ ମହମ୍ମଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ତାଙ୍କ ଜନ୍ମସ୍ଥାନ ଖଣ୍ଡପଡ଼ାଠାରେ ଦ୍ୱିତୀୟ ସାଲବେଗ ସ୍ମୃତି ସମାରୋହ ଆୟୋଜିତ ହୋଇଯାଇଛି । ଏହି
Read More...

ପ୍ରଥମ ଶ୍ରେଣୀରୁ ପିଲା ପଢିବେ ଇଂରାଜୀ ପାଠ

ଭୁବନେ‌ଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇ କହିଛନ୍ତି ଯେ, ପିଲାଙ୍କ ମଧ୍ୟରେ ଇଂରାଜୀ କଥୋପକଥନ ଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟରେ ରାଜ୍ୟର ସମ‌ସ୍ତ ସରକାରୀ ସ୍କୁଲ ଗୁଡ଼ିକରେ ପ୍ରଥମ ଶ୍ରେଣୀରୁ ଇଂରାଜୀ ପାଠପଢ଼ା ନେଇ ପଦକ୍ଷେପ ନିଆଯାଉଛି । ତେବେ ପ୍ରଥମ
Read More...

ନିଆଁରେ ପୋଡ଼ି ହୋଇ ସ୍ତ୍ରୀ ମୃତ, ଗୁରୁତର ଅବସ୍ଥାରେ ସ୍ୱାମୀ ହସ୍ପିଟାଲରେ ଭର୍ତ୍ତି

କେନ୍ଦ୍ରାପଡ଼ା : ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅରଡପଲ୍ଲୀ ଗାଁରେ ଅଭାବନୀୟ ଘଟଣା ଘଟିଛି । ଘର ଭିତରେ ନିଆଁରେ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ ଦମ୍ପତି ଉଦ୍ଧାର ହୋଇ ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ତେବେ ଚିକିତ୍ସାଧୀନ
Read More...

ବାଲୁକା କଳାରେ ପ୍ରେମ ଦିବସର ଶୁଭେଚ୍ଛା ଜଣାଇବା ସହ ବାର୍ତ୍ତା ଦେଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁନ୍ଦର୍ଶନ…

ପୁରୀ : ଭଲେଣ୍ଟାଇନ ଡେ' ବା ପ୍ରେମ ଦିବସ ଅବସରରେ ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁନ୍ଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା କଳାରେ ପ୍ରର୍ଦଶନ କରି ଲେଖିଛନ୍ତି, ଆଇ ଲଭ୍ ମାଇଁ ଇଣ୍ଡିଆ । ବାଲୁକା କଳାରେ ପ୍ରେମ ଦିବସର ଶୁଭେଚ୍ଛା ଜଣାଇବା ସହ ଦେଶକୁ ଭଲ ପାଇବା ପାଇଁ
Read More...