Monthly Archives

February 2021

ବଲାଙ୍ଗିର ଆଇନ ମହାବିଦ୍ୟାଳୟରେ ସରସ୍ୱତୀ ପୂଜା : ଖଡି ଛୁଇଁଲେ ଶିଶୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ଆଇନ ମହାବିଦ୍ୟାଳୟରେ ସରସ୍ୱତୀ ପୂଜା ପାଳିତ ହୋଇଯାଇଛି । ବିଶେଷକରି ପାଠ ପଢାର ଶୁଭାରମ୍ଭ ପାଇଁ ପରମ୍ପରା ଅନୁସାରେ କୁନି ଶିଶୁଙ୍କୁ ଖଡିଛୁଆଁ ହୋଇଥିଲା । ଏଥିରେ କର୍ତ୍ତା ଭାବରେ ବିଭୁ କଲ୍ୟାଣ ଗଡତ୍ୟା ଦାୟିତ୍ୱ ନିର୍ବାହ କରିଥିଲେ । ପୂଜକ
Read More...

ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା ସମାପନ : ମନ୍ଦିର ପ୍ରତିଷ୍ଠା ୧୯ରେ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ହାତୀସରା ପଞ୍ଚାୟତ ନାଇକେନଶିରା ଗାଁରେ ନିର୍ମାଣ ହୋଇଥିବା ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ପାଇଁ ମଙ୍ଗଳବାର ଦିନ ଗାଁର ଉପରପଡ଼ାର ଭଙ୍ଗାମୁଡ଼ା ଠାରୁ କଳସ ଶୋଭାଯାତ୍ରାରେ ନେଇ ସ୍ଥାପନ କରି ସମାପନ ହୋଇଯାଇଛି । ବୁଧବାର ଦିନ କର୍ମାରମ୍ଭ,
Read More...

ଗୋଲଡେନ ଇଗଲେ ୨୧ତମ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ ଉଦଯାପିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଆଜି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ସହାଜପାଣି ପଞ୍ଚାୟତର ଫୁଲକିମୁଣ୍ଡା ହାଇସ୍କୁଲ ପଡିଆ ଠାରେ ୨୧ତମ କ୍ରିକେଟ ଟୁର୍ଣ୍ଣକ୍ଷମେଣ୍ଟ ଆରମ୍ଭ ହୋଇଥିଲା । ଏହି ମ୍ୟାଚରେ ୧୬ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ କର୍ଲା କୁଟୁନା ଓ କୁରଲୁମାଲ ଦଳ ଫାଇନାଲ
Read More...

ଦୁର୍ଘଟଣାରେ ଆହତଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲେ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସମୟରେ ରାଜ୍ୟରେ ସଡକ ସୁରକ୍ଷା ମାସ ପାଳନ କରାଯାଉଛି କିନ୍ତୁ ଆଜି ମଧ୍ୟ ଲୋକଙ୍କ ଭିତରେ ସଚେତନତାର ଘୋର ଅଭାବ ପରିଲକ୍ଷିତ ହେଉଥିବାରୁ ଅକାରଣରେ ଦୁର୍ଘଟଣାରେ ଆହତଙ୍କୁ ତତ୍କାଳୀନ ପ୍ରାଥମିକ ଚିକିତ୍ସା ମିଳିପାରୁନଥିବାରୁ ଅନେକ ଲୋକଙ୍କ ଜୀବନ
Read More...

ସଡ଼କ ଦୁର୍ଘଟଣା : ମୃତକଙ୍କ ପରିବାରକୁ ଦୁଇ ଲଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ଗଜପତି ଜିଲ୍ଲାର ଆର୍ ଉଦୟଗିରି ଠାରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଏଥି ସହିତ ମୃତକଙ୍କ ପରିବାର ଲୋକଙ୍କୁ ଗଭୀର ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ନିକଟତମ ଆତ୍ମୀୟଙ୍କ ପାଇଁ ଦୁଇ ଲଷ
Read More...

କୋଶଲାଞ୍ଚଳର ରାଜଧାନୀରେ ଛେର୍‌ଛେରା ଉତ୍ସବ

କଣ୍ଟାବାଞ୍ଜି, (ମନୀଶ କମୁାର ହଂସ) : ଅଗ୍ରଣୀ ସାରସ୍ଵତ ଅନୁଷ୍ଠାନ ନିର୍ଝରିଣୀ, କଣ୍ଟାବାଞ୍ଜି ଆନୁକୂଲ୍ୟରେ ୯ମ ଶତାବ୍ଦୀର ସୋମେଶ୍ୱର ମନ୍ଦିର ତଥା ଚଉଷଠି ଯୋଗିନୀ ମନ୍ଦିର ରାଣୀପୁର ଝରିଏଲ ଠାରେ ପଶ୍ଚିମ ଓଡ଼ିଶାର ଗଣ ଉତ୍ସବ ପୁଷ୍‌ ପୁନି ସରସ୍ୱତୀ ପୂଜା ଦିନ ପାଳିତ ହୋଇଥିଲା ।ପ୍ରଥମ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫

ବଲାଙ୍ଗିର, (କେପିଏନ୍‌ଏସ୍‌): ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ରହିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ୱାର୍ଡ ନଂ. ୧ରୁ ଜଣେ କରେନାରେ ଚିହ୍ନଟ ହୋଇଥିବା ବେଳେ ପାଟଣାଗଡ ବ୍ଲକ ସୋଲବନ୍ଧ ଗ୍ରା.ପ.ରୁ ୨ ଜଣ, ଟିଟିଲାଗଡ ବ୍ଲକ ବାନ୍ଧୁପଲା
Read More...

ନିଜ ସ୍ତ୍ରୀକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କଳା ମଦ୍ୟପ ସ୍ୱାମୀ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ଗଡିଗାଁ ହାଣ୍ଡିଭଙ୍ଗା ଗ୍ରାମରେ ମଦ୍ୟପ ସ୍ୱାମୀ ନିଜ ସ୍ତ୍ରୀକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଛି ବୋଲି ଖବର ମଳିଛି । ସୁଚନା ଅନୁସାରେ ଗତକାଲି ଗୋଟିଏ କାରଣକୁ କେନ୍ଦ୍ର କରି ସ୍ତ୍ରୀ ବୁଦୁଲୁ କଟୁଆଳ ଓ ସ୍ୱାମୀ ମଙ୍ଗଲୁ
Read More...

ଫେଲ ମାରିଛି ସାମାଜିକ ସୁରୁକ୍ଷା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପାଇକମାଲ ବ୍ଲକ ଅନ୍ତର୍ଗତ ଜର୍ଜଗଡ ଗ୍ରାମର ବାସୁଦେବ ଧରୁଆଙ୍କ ରହିବା ପାଇଁ ଘର ଖଣ୍ଡିଏ ନାହିଁ । ତାଙ୍କ ସ୍ତ୍ରୀ ଓ ୨ ଟି ସନ୍ତାନ ଅଛନ୍ତି । ଗୋଟିଏ ମାଟି କାନ୍ଥ ଭଙ୍ଗା ଦଦରା ଘରେ ଆଜକୁ ଦୀର୍ଘ ୧୧ ବର୍ଷ ହେଲାଣି ଦିନ କାଟୁଛନ୍ତି । ବର୍ଷା
Read More...

ଝିରିପାଣି ଗ୍ରାମରେ ମାଓ ପୋଷ୍ଟର : ପୋଲିସ ଇନଫର୍ମର ମାନେ ଶୀଘ୍ର ଆତ୍ମସମର୍ପଣ କରିବାକୁ ଚେତାବନୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଝିରିପାଣି ଗ୍ରାମରେ ବାଂଶଧାରା- ନାଗାବଳୀ- ଘୁମୁସର ମାଓ ଡିଭିଜନ ପକ୍ଷରୁ ଏକ ହାତ ଲେଖା ପୋଷ୍ଟର ମାରି ପୁଲିସ ଇନଫର୍ମର ମାନଙ୍କୁ ଚେତାବନୀ ଦେଇଛନ୍ତି । ଏଥିରେ
Read More...