Monthly Archives

February 2021

ଦିଲ୍ଲୀ କୋର୍ଟର ବଡ ମନ୍ତବ୍ୟ : ଅସ‌ନ୍ତୁଷ୍ଟ‌ଙ୍କୁ ଚୁପ୍ କରିବା ପାଇଁ ଦେଶଦ୍ରୋହ ଆଇନ ଲାଗୁ କରାଯାଇପାରିବ ନାହିଁ

ନୂଆଦିଲ୍ଲୀ : ଦେଶଦ୍ରୋହ ଆଇନକୁ ନେଇ ଦିଲ୍ଲୀ କୋର୍ଟ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି । ଅଦାଲତ କହିଛନ୍ତି ଯେ, ଆନ୍ଦୋଳନକାରୀଙ୍କୁ ରୋକିବା ନାମରେ ବିଦ୍ରୋହୀଙ୍କୁ ନୀରବ କରିବା ପାଇଁ ଦେଶଦ୍ରୋହ ଆଇନ ବ୍ୟବହାର କରାଯାଇପାରିବ ନାହିଁ । ଦେବୀ ଲାଲ ବୁଡ଼ଦାକ ଏବଂ ସ୍ୱରୂପ ରାମଙ୍କୁ କୋର୍ଟ ଜାମିନ
Read More...

ଗାଳ୍ପିକ ବିଜୟ ପ୍ରଧାନଙ୍କ ‘ସରିଯାଇଥିବା ଋତୁ’ ଏବଂ ‘ହୃଦୟର ହାତଗୋଡ଼’ ପୁସ୍ତକ ଉନ୍ମୋଚିତ

ଭବାନୀପାଟଣା, (ପି.କେ. ସାହୁ) : ଗାଳ୍ପିକ ବିଜୟ ପ୍ରଧାନଙ୍କ ଗଳ୍ପ କେବଳ ଏକ ଆନନ୍ଦର ବିଷୟ ନୁହେଁ, ବରଂ ଏକ ଦାୟିତ୍ବବୋଧ ନିର୍ବାହନ କରୁଥିବା ଦସ୍ତାବିଜ । ମଣିଷ ମନର ବିଭିନ୍ନ ଆବେଗକୁ ନୂଆ ଏକ ଢଙ୍ଗରେ ସେ ପରଷି ପାରନ୍ତି । ତେବେ କଥାବସ୍ତୁ ବ୍ୟତୀତ ତାଙ୍କର ଗଢଣକଳା ଗପକୁ ଆହୁରି ଜୀବନ୍ତ ଓ
Read More...

ସଡକ ସୁରକ୍ଷା ସଚେତନତା ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଡେଙ୍ଗର ଜୁନିୟର ରେଡକ୍ରସ ତରଫରୁ ସଡକ ସୁରକ୍ଷା ସଚେତନତା କାର୍ୟ୍ୟକ୍ରମ କୋଭିଡ-୧୯ ଗାଇଡ୍‌ ଲାଇନ୍‌ ଅନୁପାଳନ କରି ବିନା ରେଡକ୍ରସ ଜୁନିୟର ତଥା ଛାତ୍ରଛାତ୍ରୀରେ ପାଳନ କରାଯାଇଛି ।
Read More...

ମାତୃ ପିତୃ ପୂଜନ ଦିବସ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଯୋଗ ବେଦାନ୍ତ ସେବା ସମିତିର ମହିଳା ଉତଥାନ ମଣ୍ଡଳ ପକ୍ଷରୁ ୧୪ ଫେବୃଆରୀକୁ ପ୍ରତିବର୍ଷ ମାତୃ ପିତୃ ପୂଜନ ଦିବସ ଭାବରେ ପାଳନ କରା ଯାଇଆସୁଅଛି । ପ୍ରତି ବର୍ଷ ପରି ସନ୍ଥ ଆଶା ରାମଜୀ ଆଶ୍ରମ ପରିସରରେ ହଜାର ହଜାର ଯୁବପିଢୀ ଓ ବିଦ୍ୟାର୍ଥୀମାନେ ସେମାନଙ୍କ
Read More...

ଆର.ଜେ.ଏଜୁକେଶନାଲ ଇନଷ୍ଟିଚ୍ୟୁଟରେ ସରସ୍ୱତୀ ପୂଜା ପାଳିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଓ ତୁମୁଡ଼ିବନ୍ଧ ଠାରେ ଥିବା ଆର.ଜେ.ଏଜୁକେସନାଲ ଇନଷ୍ଟିଚ୍ୟୁଟରେ ବିଦ୍ୟାଦାତ୍ରୀ ମା' ସରସ୍ଵତୀ ଦେବୀଙ୍କ ପୂଜାର୍ଚନା ଉତ୍ସବ ଅନୁଷ୍ଠାନର ସଭାପତି ଅଭିଜିତ ମିଶ୍ରଙ୍କ ନେତୃତ୍ୱରେ କୋରନା କଟକଣା ମଧ୍ୟରେ ସମ୍ପନ୍ନ
Read More...

ଟୋଲ ଟେକ୍ସ ଆଦାୟ କଲେ ଆନ୍ଦୋଳନ ଚେତାବନୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତକାଲି ମଧ୍ୟ ରାତ୍ରରୁ ବରଗଡ଼ ନିକଟସ୍ଥ ବରାହାଗୁଡା ଟୋଲଗେଟରୁ ବରଗଡ଼ ଜିଲ୍ଲା ବାସୀଙ୍କ ଠାରୁ ଟୋଲଟେକ୍ସ ଆଦାୟ କରାଗଲେ ଆନ୍ଦୋଳନ କରାଯିବ ବୋଲି ବରଗଡ଼ ନ୍ୟାସନାଲ ହାଇଓ୍ବେ ୟୃଜର୍ସ ଫୋରମ୍ ଚେତାବନୀ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଗତକାଲି ମଧ୍ୟ
Read More...

ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ନର୍ସଙ୍କ ତତ୍ତ୍ୱାବଧାନରେ ମହିଳା ଜ‌ନ୍ମ ଦେଇଥିବା ଦୁଇ ନବଜାତ ଶିଶୁ ପୁତ୍ରଙ୍କ ମୃତ୍ୟୁ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅବହେଳାରୁ ଦୁଇ ନବଜାତ ଶିଶୁପୁତ୍ରଙ୍କ ମୃତ୍ୟୁ ଘଟଣାରେ ଜିଲ୍ଲାପାଳ ଚଂଚଳ ରଣାଙ୍କ ନିର୍ଦ୍ଦେଶ କ୍ରମେ ସଇଁନ୍ତଲା ସମନ୍ୱିତ ଶିଶୁ ବିକାଶ କେନ୍ଦ୍ର ସିଡିପିଓ ସବିତା ଦାସଙ୍କ ପରାମର୍ଶରେ ସୁପର୍‌ଭାଇଜର୍‌
Read More...

ଅଭାବନୀୟ ଘଟଣା : ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଲାଗି ଯୁବକଙ୍କ ମୃତ୍ୟୁ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ କନ୍ତମେଘ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଲାଗି ଯୁବକଙ୍କ ମୃତ୍ୟୁ ହୋଇଛି ବୋଲି ଜଣାପଡିଛି । ମୃତକ ହେଲେ ମୋହନ ରାଜପୁତ । ତେବେ ପିଆଜ ଚାଷ ଜମିରେ ପାଣି ମଡାଇବା ବେଳେ ବିଦ୍ୟୁତ
Read More...

ବନ୍ଧୁକ ଧରା ହାତରେ ବଜାଉଛନ୍ତି ମୃଦଙ୍ଗ : ମୁହଁରେ ରଙ୍ଗ ବୋଳି ଗାଁ ଗାଁ ବୁଲି ଲୋକଙ୍କ ମନ ମୋହୁଛନ୍ତି, ଜୟନ୍ତୀଙ୍କ…

ବରଗଡ଼, (ନିରୋଜ କୁମାର ପାଣୀ) : ପେସାରେ ସେ ଜଣେ ପୋଲିସ, ହେଲେ ନିଶା ମୃଦଙ୍ଗ ବଜାଇବା ତା‌ଙ୍କ ନିଶା। ଅଦମ୍ୟ ଇଚ୍ଛାଶକ୍ତି ବଳରେ ନିଜର ନିଶା ଓ ପେସା ଉଭୟକୁ ସମାନ ଭାବେ ପ୍ରାଧାନ୍ୟ ଦେଇ ଆସୁଛନ୍ତି । ଆମେ କହୁଛୁ ସଞ୍ଚାର କଳାର ପୂଜାରିଣୀ ଜୟନ୍ତୀ ଦୀପଙ୍କ କଥା । ଜୟନ୍ତୀ ପିଲାଦିନରୁ ସଂଚାର
Read More...

କଳିଙ୍ଗା ଘାଟିରେ ବାଇକ ଦୁର୍ଘଟଣା : ଜଣେ ମୃତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ବ୍ଲକ କଳିଙ୍ଗା ଘାଟିରେ ମଙ୍ଗଳବାର ଅପରାହ୍ନରେ ଏକ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲା ରମ୍ଭା ଅଞ୍ଚଳର ସୁବ୍ରତ
Read More...