Monthly Archives

February 2021

ପାକିସ୍ତାନରେ ମହିଳା ଏବଂ ଶିଶୁଙ୍କ ବିରୋଧରେ ଅପରାଧ ୨୦୦ ପ୍ରତିଶତ ବୃଦ୍ଧି ପାଇଛି

ଇସ୍‌ଲାମାବାଦ : ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଗତ ମାର୍ଚ୍ଚରେ ପାକିସ୍ତାନରେ ମହିଳା ଏବଂ ଶିଶୁଙ୍କ ବିରୋଧରେ ହୋଇଥିବା ଅପରାଧରେ ୨୦୦ ପ୍ରତିଶତ ବୃଦ୍ଧି ଘଟିଛି । ଯେତେବେଳେ ଦେଶରେ କରୋନା ଜୀବାଣୁ ମହାମାରୀ ବ୍ୟାପିଗଲା ଏହି ଅପରାଧ ସେତେବେଳେ ବେଶୀ ଘଟିଥିଲା । ଦେଶର ମାନବ
Read More...

ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡ଼ାକବଙ୍ଗଳାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ସଭାପତି ଆଲୋକ ନାୟକଙ୍କ ତତ୍ତ୍ଵାବଧାନରେରେ ଆୟୋଜିତ ଏହି ସମ୍ମିଳନୀରେ ଜନସଂଖ୍ୟା ସମାଧାନ
Read More...

ସ୍ତ୍ରୀକୁ ସନ୍ଦେହ କରି ବିଚ୍ ବଜାରରେ ନିଜ ହାତ କାଟିଦେଲା ସ୍ୱାମୀ

ଢେଙ୍କାନାଳ : ସ୍ୱାମୀ ସ୍ତ୍ରୀ‌ଙ୍କ କଳହ ଏମିତି ଏକ ମୋଡରେ ଆସି ପହ‌ଞ୍ଚିଲା ଶେଷରେ ସ୍ତ୍ରୀକୁ ସନ୍ଦେହ କରି ବିଚ୍ ବଜାରରେ ନିଜ ହାତ କାଟିଦେଲା ସ୍ୱାମୀ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଆଜି ଦିନ ୧୧ଟା ସମୟରେ ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ବସ୍ ଷ୍ଟାଣ୍ଡ ନିକଟରେ ସ୍ତ୍ରୀ ସହିତ
Read More...

ନାବାଳକଙ୍କୁ ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ ପରେ ସବ୍-ଇନ୍ସପେକ୍ଟରଙ୍କୁ ନିଲମ୍ବିତ କଲେ ଏସ୍‌ପି

ରାଉରକେଲା : ନାବାଳକଙ୍କୁ ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ ପରେ ସବ୍-ଇନ୍ସପେକ୍ଟର ନିଲମ୍ବିତ ହୋଇଛ‌ନ୍ତି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଗତ ଡ଼ିସେମ୍ବର ୨୬ ତାରିଖ ଅପରାହ୍ନରେ ରାଉରକେଲା ଉଦିତ ନଗର ପୋଲିସ ମୋବାଇଲ ଚୋରୀ ଅଭିଯୋଗରେ ରାଉରକେଲା ଟିମ୍ବର କଲୋନୀର ୧୪ ବର୍ଷର ନାବାଳକଙ୍କୁ
Read More...

ସୁପାରି ଦେଇ ଝିଅକୁ ଜୀବନ୍ତ ଜାଳିଦେଲା ବାପା, ହତ୍ୟା ପାଇଁ ଦେଇଥିଲା ଦେଢ଼ ଲକ୍ଷ

ଗୋରଖପୁର : ବାପା ହିିଁ ଝିଅର ପ୍ରଥମ ରକ୍ଷକ ସାଜିଥାଏ । କିନ୍ତୁ ଏଠି ରକ୍ଷକ ଭକ୍ଷକ ସାଜିଥିବା ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶର ଗୋରଖପୁରରେ ଜଣେ ପିତା ନିଜ ଝିଅକୁ ସୁପାରି ଦେଇ ଜୀବନ୍ତ ଜାଳି ଦେଇଥିବା ଖବର ମିଳିଛି। ଝିଅର ଦୋଷ ଥିଲା ଯେ, ସେ ଅନ୍ୟ ଧର୍ମର ପୁଅକୁ ଭଲ ପାଉଥିଲା ଏବଂ
Read More...

ପୋଲିସକୁ ମିଳିଲା ବଡ ସଫଳତା : ୧୧ଟି ବାଇକ ସହ ୩ ଜଣ ଗିରଫ

ଭଦ୍ରକ : ଭଦ୍ରକ ସହରାଞ୍ଚଳ ଥାନା ପୋଲିସକୁ ମିଳିଚି ବଡ ସଫଳତା । ଗତକିଛି ଦିନ ତଳେ ଭଦ୍ରକ ସହର ଓ ଏହାର ଆଖପାଖ ଅଂଚଳରୁ ଚୋରି ହୋଇଥିବା ୧୧ଟି ବାଇକକୁ ସହରାଞ୍ଚଳ ଥାନା ପୋଲିସ ଉଦ୍ଧାର କରି ମାମଲାରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସ୍ଥାନୀୟ ଅଞ୍ଚଳର ୨ଜଣ ବାଇକଗୁଡିକ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪

ବଲାଙ୍ଗିର, (କେପିଏନଏସ୍‌): ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ରହିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଞ୍ଚଳର ୱାର୍ଡ ନଂ. ୧୫ରୁ ୨ ଜଣ, ୱାର୍ଡ ନଂ. ୯ ଏବଂ ୱାର୍ଡ ନଂ. ୧୯ ରୁ ଜଣେ ଲେଖାଏଁ କରେନାରେ ସଂକ୍ରମିତ ହୋଇଛନ୍ତି । ଏବେ ଜିଲ୍ଲାରେ
Read More...

ଆମେରିକାକୁ ପଛରେ ପକାଇଲା ଚୀନ୍‌ : ୟୁରୋପୀୟ ସଂଘର ସର୍ବବୃହତ ବାଣିଜ୍ୟ ଭାଗିଦାରୀ ହେଲା

ବେଜିଂ : ୨୦୨୦ ମସିହାରେ ଆମେରିକାକୁ ପଛରେ ପକାଇ ଚୀନ୍‌ ୟୁରୋପୀୟ ସଂଘର ସର୍ବବୃହତ ବାଣିଜ୍ୟିକ ଅଂଶୀଦାର ହୋଇପାରିଛି । ୟୁରୋପର ପ୍ରମୁଖ ଅଂଶୀଦାର ଦେଶ ମଧ୍ୟରେ କରୋନା ମହାମାରୀ ହେତୁ ବାଣିଜ୍ୟ ହ୍ରାସ ପାଇଲା । କିନ୍ତୁ ଚୀନ୍ ଏହି ବ୍ୟାପକ ଧାରାକୁ ରୋକିବାରେ ସଫଳ ହେଇଛି । ଗତ ବର୍ଷ ଚୀନ୍
Read More...

ଉତ୍ତର କୋରିଆ : କିମ ଜୋଙ୍ଗ ଉନ୍‌ଙ୍କ ପତ୍ନୀ ଏକ ବର୍ଷ ପରେ ଦେଖାଦେଲେ

ପ୍ୟୋଙ୍ଗୟାଙ୍ଗ୍‌ : ପ୍ରାୟ ଏକ ବର୍ଷ ପରେ ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ ଜୋଙ୍ଗ-ଉନ୍‌ଙ୍କ ପତ୍ନୀ ରି ସୋଲ-ଜୋଙ୍କୁ ଦେଖିବାକୁ ମିଳିଛି । ସେ ତାଙ୍କ ସ୍ୱାମୀଙ୍କ ସହ ମଙ୍ଗଳବାର ଦିନ ଏକ ସାଧାରଣ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ । ଉତ୍ତର କୋରିଆର ଅଫିସିଆଲ୍ ନ୍ୟୁଜ୍ ଚ୍ୟାନେଲ ଅନୁଯାୟୀ,
Read More...

ବ୍ଳକ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ସହାୟକ ଉପକରଣ ବଣ୍ଟନ ଶିବିର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟଳୟ ପରିସରରେ ଆଜି ସ୍ୱାମୀ ବିବେକାନନ୍ଦ ଜାତୀୟ ପୁର୍ନବାସ ପ୍ରତୀକ୍ଷଣ ଏବଂ ଅନୁସନ୍ଧାନ କେନ୍ଦ୍ର ଓଲଟପୁର, କଟକ ଓ ସମଗ୍ର ଶିକ୍ଷା, ବଲାଙ୍ଗିରଙ୍କ ମିଳିତ ଆନୁକୂଲ୍ୟରେ ବ୍ଳକ ସ୍ତରୀୟ
Read More...