Monthly Archives

February 2021

ଓଲଟିଲା ଗୋରୁ ବୋଝେଇ ଟ୍ରକ : ୧୫ରୁ ଅଧିକ ଗୋରୁଙ୍କ ମୃତ୍ୟୁ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଏନଏଚ୍-୬୦ର ବସ୍ତା ବାଇପାସ୍ ନିକଟରେ ଓଲଟିଲା ଗୋରୁ ବୋଝେଇ ଗାଡି । ଭଦ୍ରକ ପଟୁ ୧୦୦ରୁ ଊର୍ଦ୍ଧ୍ୱ ଗୋରୁ ବୋଝେଇ କରି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଗୋରୁ ବୋଝେଇ ଟ୍ରକ ବୋଲେରୋକୁ ଧକ୍କା ଦେଇ ଓଲଟିପଡିଲା । ଫଳରେ ଘଟଣାସ୍ଥଳରେ ୧୫ ଗୋରୁ ମୃତ ।
Read More...

ବଲାଙ୍ଗିର ସହରରେ ଆଜିର ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଟମାଟର୍‌ - ୨୦ ଟଙ୍କା, ଭେଣ୍ଡି - ୫୦ ଟଙ୍କା, ବିମ୍‌ - ୬୦ ଟଙ୍କା, ସିମ୍ବ - ୬୦ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) - ୧୦୦ ଟଙ୍କା, ଅଦା - ୬୦
Read More...

ଲୁଦୁପାଲି ଗ୍ରାମର ଗଉଁତିଏନ ଲୋପାମୁଦ୍ରା ରଥଙ୍କ ଦେହା‌ନ୍ତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବସନ୍ତ ପଞ୍ଚମୀ ଦିନ ପୂର୍ବତନ ଅମ୍ବାଭୋନା ବ୍ଲକ ଅଧ୍ୟକ୍ଷ, ପଶ୍ଚିମୋତ୍କଳ କର୍ମକାଣ୍ଡୀୟ ସମିତିର ସଂସ୍ଥାପକ ତଥା ପଶ୍ଚିମ ଓଡ଼ିଶା ଦଧିବାମନ ମୁକ୍ତି ମଣ୍ଡପର ସଭାପତି ପଣ୍ଡିତ ହିମାଂଶୁ ଶେଖର ରଥଙ୍କ ଧର୍ମପତ୍ନୀ ତଥା ଲୁଦୁପାଲି ଗ୍ରାମର ଗଉଁତିଏନ ଶ୍ରୀମତୀ
Read More...

ପୂର୍ବତଟ ରେଳପଥ ସମ୍ବଲପୁର ରେଳମଣ୍ଡଳରେ ଡ଼ିଆର୍‌ୟୁସିସି ସଦସ୍ୟ ରୂପେ ପ୍ରଦୀପ ଦେବତା ମନୋନୀତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପୂର୍ବତଟ ରେଳପଥ ସମ୍ବଲପୁର ରେଳମଣ୍ଡଳରେ ଡ଼ିଆର୍‌ୟୁସିସି ସଦସ୍ୟ ରୂପେ ବରଗଡ ଜିଲ୍ଲା ବ୍ୟବସାୟୀ ସଂଘର ସମ୍ପାଦକ ପ୍ରଦୀପ ଦେବତାଙ୍କୁ ମନୋନୀତ କରାଯାଇଛି । ଆସନ୍ତା ତା.୨୪.୦୩.୨୦୨୧ରେ ଅନୁଷ୍ଠିତ ହେବାକୁ ଥିବା ୪୮ତମ ଡ଼ିଆର୍‌ୟୁସିସି ସଭାରେ ଅଂଶଗ୍ରହଣ
Read More...

ଆଦିବାସୀ ଚିତ୍ରକଳା ଶିବର ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଓଡ଼ିଶା ଲଳିତ କଳା ଏକାଡେ଼ମି ପକ୍ଷରୁ ଆୟୋଜିତ ଓ ବଲାଙ୍ଗିର ଆର୍ଟ ରିସର୍ଚ୍ଚ ସେଣ୍ଟର ସହଯୋଗିତାରେ ଆଜି ସ୍ଥାନୀୟ ସାମ୍ବାଦିକ ଭବନରେ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆସନ୍ତା ୧୯
Read More...

ତହସିଲ ଏବଂ ଉପଜିଲ୍ଲାପାଳଙ୍କ ଅଫିସ ଗେଟ୍‌ ଆଗରେ ଧାନ ବସ୍ତା ରଖିଲେ ଚାଷୀ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ପଦ୍ମପୁର ୧୧ ତାରିଖ ରୁ ରାଜବୋଡାସମ୍ବର କୃଷକ ସଙ୍ଗଠନ ଅଧ୍ୟକ୍ଷତାରେ ଅଞ୍ଚଳର ବହୁ ଚାଷୀ ଟ୍ରାକ୍ଟରରେ ଧାନ ଆଣି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବସି ଲେପ୍ସ ହୋଇଥିବା ପ୍ରାୟ ୪୫୦୦ ଚାଷୀଙ୍କ ଟୋକନ ରିଜେନେରେଟ ଓ ୭୦ ଟି ମଣ୍ଡିରେ ପଡି
Read More...

ନବମ ଆନନ୍ଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ କୁଡ଼ସିଂହା ଗ୍ରାମରେ ନବମ ଆନନ୍ଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ମେଚରେ ଆମ୍ବବାହାଲ ଦଳ ଝଙ୍କରପାଲି ଦଳକୁ ପରାସ୍ତ କରିଛି । କ୍ୱାଟର ଫାଇନାଲ ମେଚରେ ବ୍ରାମନ ଡ଼ିହି ଦଳକୁ ଆମ୍ବବାହାଲ ଦଳ ପରାସ୍ତ
Read More...

କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ, ୨୦୧୫ରେ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ପ୍ରସ୍ତାବକ୍ରମେ କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ (ଜୁଭେନାଇଲ ଜଷ୍ଟିସ୍ ଆକ୍ଟ), ୨୦୧୫ରେ ସଂଶୋଧନକୁ ମଞ୍ଜୁରି ମିଳିଛି।
Read More...

ଦେଓଗାଁ ବ୍ଳକର ବିଭିନ୍ନ ଅଞ୍ଚଳକୁ ବଲାଙ୍ଗିର ଜିଲ୍ଲାପାଳଙ୍କ ପରିଦର୍ଶନ : ସାରସମାଳର ଏସଏଚଜିଙ୍କ କାମ ସହ ସିଲେଟକାନିରେ…

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ୯ଟା ସମୟରେ ବଲାଙ୍ଗିର ଜିଳ୍ଲାପାଳ ଚଞ୍ଚଳ ରଣା ସାରସମାଲ ପଞ୍ଚାୟତର ଚୋରମରା ଓ କନକପୁର, ବଡ଼ବନ୍ଧ ପଞ୍ଚାୟତର ବଡ଼ବନ୍ଧ ଓ ସିଲେଟକାନୀ, ମୁକନ୍ଦପୁର ପଞ୍ଚାୟତର ଥାଲବନ୍ଧ ଓ ଭୀମଡୁଙ୍ଗରୀ ଏବଂ ବନ୍ଧପାଲି ଗାଁକୁ ଯାଇ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ
Read More...

ଜରାସିଂହା କଲ୍ୟାଣ ମଣ୍ଡପର ଶିଳାନ୍ୟାସ : ୫୦ ଲକ୍ଷ ଟଙ୍କା ବ୍ୟୟ ଆକଳନ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ୧୧ଟା ସମୟରେ ଦେଓଗାଁ ବ୍ଳକ ଜରାସିଂହାରେ ନିର୍ମାଣ ହେବାକୁ ଥିବା କଲ୍ୟାଣ ମଣ୍ଡପ ପାଇଁ ଦେଓଗାଁ ବ୍ଳକ ଅଧ୍ୟକ୍ଷା ରୀନା ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଶିଳାନ୍ୟାସ କରିଛନ୍ତି । ଅଧ୍ୟକ୍ଷାଙ୍କ କହିବା ଅନୁସାରେ ଏହି ମଣ୍ଡପ
Read More...