Monthly Archives

February 2021

ପେତାର ଘାଟିରେ ବସ ଓଲଟି ୭ ଜଣ ଆହତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ଅଧୀନସ୍ତ ପେତାରବାଡ଼ି ଘାଟିରେ ଏକ ବସ ଓଲଟି ୭ ଜଣରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ବର୍ତ୍ତମାନ ଚିକିତ୍ସା ନିମନ୍ତେ ଦାରିଙ୍ଗବାଡ଼ି ହସ୍ପିଟାଲରେ
Read More...

ରାଜ୍ୟ ସ୍ତରୀୟ କ୍ରୀଡା ପାଇଁ ଜିଲ୍ଲା ସ୍ତରୀୟ କ୍ରୀଡାବିତ୍‌ ଚୟନ ମାର୍ଚ୍ଚ ୬ ଓ ୭ରେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ପ୍ରତି ବର୍ଷ ଆୟୋଜିତ ହୋଇ ଆସୁଥିବା ବାର୍ଷିକ କ୍ରୀଡା ପ୍ରତିଯୋଗିତା ଚଳିତ ବର୍ଷ ମହାମାରୀ କରୋନା ଯୋଗୁଁ ଆୟୋଜନ ହୋଇପାରିଲା ନାହିଁ । ଏଣୁ ରାଜ୍ୟସ୍ତରୀୟ କ୍ରୀଡାରେ ଜିଲ୍ଲା ପକ୍ଷରୁ ଭାଗ ନେବା ପାଇଁ ୧୪,୧୬ ଓ ୧୮ ବର୍ଷ
Read More...

ଦୟା ସେତୁ ନିର୍ମାଣରେ ଅହେତୁକ ବିଳମ୍ବ ନେଇ ଜନ ଅସନ୍ତୋଷ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଘୋରଡିଆ ଗ୍ରାମର ପଶ୍ଚିମ ପାଶ୍ୱର୍ରେ ପ୍ରବାହିତ ଦୟାନଦୀର ଗୋପଘାଟ ଠାରେ ହେବାକୁ ଥିବା ବହୁ ପ୍ରତିକ୍ଷତ ଘୋରଡିଆ-ଯୋରକଣୀ ରାସ୍ତାକୁ ସଂଯୋଗ କରୁଥିବା ଦୟା ସେତୁ ନିର୍ମାଣରେ ବିଳମ୍ବ ଯୋଗୁଁ ସ୍ଥାନୀୟ ଗ୍ରାମବାସୀ
Read More...

୧୪ତମ ପାର୍ଥ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମହଲାଇରେ ଶ୍ରୀ ସତ୍ୟସାଇ କ୍ରିକେଟ କ୍ଳବ୍ ମହାଲାଇ ପକ୍ଷରୁ ଅନୁଷ୍ଠିତ ହେଉଥିବା ୧୪ବାର୍ଷିକ ପାର୍ଥ ସ୍ମାରକୀ କ୍ରିକେଟ ପ୍ରତିଯୋଗିତାର ଚତୁର୍ଥ ଦିନର ୨ଟି ଲିଗ ମ୍ୟାଚରେ ପାଣ୍ଡେଲ ଓ ବଡଙ୍ଗୋମୁଣ୍ଡା ଦଳ ଜିତି କ୍ଵାଟରଫାଇନାଲ ଖେଳିଥିଲେ ।
Read More...

ବୁଢ଼ାରାଜା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ସଦାନନ୍ଦପୁର ଠାରେ ବୁଢ଼ାରାଜା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଭେଙ୍ଗରାଜପୁର ସରପଞ୍ଚ ଭିଷ୍ମଦେବ ବିଶ୍ୱାଳ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ
Read More...

ବୁକୁରାମୁଣ୍ଡାରରେ ଫାଇଲେରିଆ ନିରାକରଣ ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଫାଇଲେରିଆ ନିରାକରଣ ଅଭିଯାନ କାର୍ୟ୍ୟକ୍ରମ ସମଗ୍ର ଜିଲ୍ଲାରେ ଆରମ୍ଭ ହୋଇଯାଇଛି । ତେବେ ଏହି ପରିପ୍ରେକ୍ଷୀରେ ପଦ୍ମପୁର ଉପଖଣ୍ଡ ପାଇକମାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବୁକୁରାମୁଣ୍ଡାର ସଭାଗୃହ ପରିସରରେ ଦୁଇଗୋଟି ପର୍ୟ୍ୟାୟରେ ସମୁଦାୟ ୮୫ ଜଣ ଔଷଧ ସେବନ
Read More...

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା

ଆମପାଣି, (ଭରତ ବିଶି) : କଳାହାଣ୍ଡି ଜି‌ଲ୍ଲା ଆମପାଣି ଥାନା ରଏନଗୁଡା ଛକ ୪ୱେ ରାସ୍ତାରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା ହୋଇଛି । ଫଳରେ ଦୁଇ ଜଣ ଯୁବକ ଘଟଣା ସ୍ଥଳରେ ଗୁରୁତର ହୋଇଛ‌ନ୍ତି । ଯୁବକମାନେ ହେଲେ କନ୍ଧାଗଡର ଭୁଜମାଝୀ ଏବଂ ଡୁମେରବାହାଳ ନେତ୍ର ମାଝୀ ବୋଳି ଜଣାପଡିଛି ।
Read More...

ଗଛରେ ବାଇକ ପିଟି ହୋଇ : ଦୁଇ ମୃତ, ଜଣେ ଗୁରୁତର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ପୁରୁଣା ବାଟାଗୁଡାରେ ଏକ ବାଇକ ଭାରସାମ୍ୟ ହରାଇ ଗଛକୁ ପିଟି ହେବାରୁ ବାଇକରେ ବସିଥିବା ଦୁଇ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି ଓ ମୃତକ ଦୁଇ ଜଣ ହେଲେ ତୁମୁଡିବନ୍ଧ ଥାନା
Read More...

ସିଆରପିଏଫ-୧୮୯ ବେଟାଲିଅନ ତରଫରୁ ସିଭିଲ ଏକ୍ସନ ପ୍ରୋଗ୍ରାମ-୨୦୨୧ ଅନୁଷ୍ଠିତ

ବଲାଙ୍ଗିର , (ଦେବାଶିଷ ମିଶ୍ର) : ୧୮୯ ବେଟାଲିଅନ ସିଆରପିଏଫ ତରଫରୁ ଜିଲ୍ଲାର ସୀମାବର୍ତ୍ତି ମାଓବାଦୀ ଅଧ୍ୟୁଷିତ ଅଂଚଳରେ ବିଭିନ୍ନ ଜନ ହିତାକାରୀ କାର୍ୟ୍ୟକ୍ରମ ଅନୁଷ୍ଟିତ କରାଯାଉଛି । ଏହି ସିଭିଲ ଏକ୍ସନ ପ୍ରୋଗ୍ରାମ କୁହାଯାଉଥିବା କାର୍ୟ୍ୟକ୍ରମ ଦ୍ୱାରା ବିଭିନ୍ନ ସୀମାବର୍ତ୍ତି ଅଂଚଳର
Read More...

‘ମୋ ଚାଟଶାଳୀ’ ଶିକ୍ଷା କାର୍ୟ୍ୟକ୍ରମର ଉଦ୍‌ଘାଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ସ୍ତରୀୟ ଲୋକ ଉନ୍ନତି ସଂଗଠନ, ରାଜ୍ୟ ସ୍ତରୀୟ ମହିଳା ଶ୍ରମଜୀବୀ ମଞ୍ଚ ଓଡିଶା , ଓଡିଶା ଶ୍ରମଜୀବୀ ମଞ୍ଚ ଏବଂ ଆତ୍ମଶକ୍ତି ଟ୍ରଷ୍ଟ ପକ୍ଷରୁ ରାଜ୍ୟର ୧୭ ଟି ଜିଲ୍ଲାରେ ଏକ ଲକ୍ଷ ପିଲାଙ୍କୁ ପ୍ରତୀକାତ୍ମକ ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ନିକଟରେ
Read More...