Monthly Archives

February 2021

ସାଗରପାଲିରେ ହେଲା ସାମୁହିକ ଔଷଧ ସେବନର ଜିଲ୍ଲାସ୍ତରୀୟ ଶୁଭାରମ୍ଭ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୋନପୁର ବ୍ଲକ ସାଗରପାଲି ଗ୍ରାମରେ ଫାଇଲେରିଆ ନିରାକରଣ ଅଭିଯାନ ଅନ୍ତର୍ଗତ ସାମୁହିକ ଔଷଧ ସେବନ କାର୍ୟ୍ୟକ୍ରମର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ମୋନୀଷା ବାନାର୍ଜୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଅନ୍ୟ ଉପସ୍ଥିତ
Read More...

ନାଟ୍ୟ ଅଭିନୟ ମାଧ୍ୟମରେ ରାମ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଗ୍ରାମରେ ନିଧି ପ୍ରମୁଖ ଲଲିତ ଜଗତଙ୍କ ନେତୃତ୍ବରେ ଶ୍ରୀରାମଙ୍କ ପରମ ଭକ୍ତ ହନୁମାନ ଗାଁର ପ୍ରତ୍ୟେକ ଘରକୁ ଘର ବୁଲି ଅଯୋଧ୍ୟାରେ ନିର୍ମାଣ ହେଉଥିବା ଶ୍ରୀରାମ ମହାପ୍ରଭୁଙ୍କ ମନ୍ଦିର ପାଇଁ ନିଧି ସଂଗ୍ରହ କରିଥିଲେ ।
Read More...

ଆରଏମସି କର୍ମଚାରୀଙ୍କ ନାଁରେ ଅଭିଯୋଗ କଲେ ଚାଷୀ ତୋଷରାଜ ମେହେର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ରାଜବୋଡାସମର ବ୍ଲକ ଅନ୍ତର୍ଗତ ବୁଡାମାଲ ମଣ୍ଡିରେ କାର୍ୟ୍ୟରତ ଆରଏମସି କର୍ମଚାରୀଙ୍କ ନାଁରେ ଅଭିଯୋଗ ଆଣିଲେ ଖଇରପାଲି ଗ୍ରାମର ଚାଷୀ ତୋଷରାଜ ମେହେର । ଆଜି ବରଗଡ଼ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଡାକ ଯୋଗେ । ସେ ଅଭିଯୋଗ
Read More...

ବାଏଫ ତରଫରୁ ଦୁଗ୍ଧ ଚାଷୀ ପ୍ରଶିକ୍ଷଣ ଶିବିର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ କୁତୁର୍ଲା ଆମ୍ବପାଳିରେ ଗୋ-ବିକାଶ କେନ୍ଦ୍ର ସିକୁଆଁ ଆନୁକୁଲ୍ୟରେ ଦୁଗ୍ଧ ଚାଷୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ବ୍ଲକ୍ ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ଅଭିନାସ
Read More...

ଟ୍ରେନ ଯୋଗେ କଳାହାଣ୍ଡିରୁ ବାଂଲାଦେଶକୁ ପଠାଗଲା ତୁଳା

କଳାହାଣ୍ଡି, (ପି.କେ. ସାହୁ) : ଉଚ୍ଚମାନର ତୁଳା ଟ୍ରେନ ଯୋଗେ କଳାହାଣ୍ଡିରୁ ପ୍ରଥମ ଥର ପାଇଁ ବାଂଲାଦେଶକୁ ପଠାଯାଇଛି ବୋଲି ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ । ୨୪୭୧.୫ ମେଟ୍ରିକ୍ ଟନ୍ ତୁଳା ଜୁନାଗଡ ଷ୍ଟେସନରୁ ବାହାରି ବାଂଲାଦେଶ ବେନାପୋଲ ଷ୍ଟେସନ ଅଭିମୁଖେ ବାହାରିଛି
Read More...

ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ପ୍ରଶଂସା

ଭୁବନେଶ୍ୱର : ବହୁଚର୍ଚ୍ଚିତ ୧୯୯୯ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନକୁ ୨୨ ବର୍ଷ ପରେ ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀଙ୍କ ନେତୃତ୍ୱରେ କମିଶନରେଟ୍ ପୋଲିସ ଗିରଫ କରିଥିଲା । ତେବେ ଏହି କାର୍ଯ୍ୟ ପାଇଁ କମିଶନରେଟ୍ ପୋଲିସ ସହ ସିପିଙ୍କୁ ରାଜ୍ୟପାଳ ପ୍ରଂଶାସ
Read More...

ନାଟ୍ୟ ଅଭିନୟ ମାଧ୍ୟମରେ ରାମ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଗ୍ରାମରେ ନିଧି ପ୍ରମୁଖ ଲଲିତ ଜଗତଙ୍କ ନେତୃ‌ତ୍ୱରେ ଶ୍ରୀ ରାମ ଚନ୍ଦ୍ରଙ୍କ ପରମ ଭକ୍ତ ହନୁମାନ ଗାଁର ପ୍ରତ୍ୟେକ ଘରକୁ ଘର ବୁଲି ଅଯୋଧ୍ୟାରେ ନିର୍ମାଣ ହେଉଥିବା ମହାପ୍ରଭୁ ଶ୍ରୀ ରାମଙ୍କ ମନ୍ଦିର ପାଇଁ ନିଧି ସଂଗ୍ରହ
Read More...

ବଳରାମ ଯୋଜନାର ଶୁଭାରମ୍ଭ ହେଲା ବରଗଡ଼ ଜିଲ୍ଲାରେ

ବରଗଡ଼, (ନିରୋଜ କୁମାର ପାଣୀ) : ଓଡିଶା ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା କାଳିଆ ଯୋଜନାର ସଫଳତା ପରେ ବ‌ର୍ତ୍ତମାନ ଆରମ୍ଭ ହୋଇଥିବା ବଳରାମ ଯୋଜନାର ଶୁଭାରମ୍ଭ ଆଜି ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ମୋନାପଡା ଗ୍ରାମ ପଞ୍ଚାୟତରେ କରାଯାଇଛି । ବଳରାମ ଯୋଜନାରେ ସାଧାରଣ କ୍ଷୁଦ୍ରଚାଷୀ ଓ
Read More...

ଓସିଏ ଭିଜନ ୨୦୨୪ : ଜୁନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟାମ ଠାରେ ଓସିଏ ଭିଜନ ୨୦୨୪ ଜୁନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାର ଦ୍ୱିତୀୟ ଦିବସରେ ନାଏକ କ୍ରିକେଟ ଏକାଡେମୀ ଓ ଟିଟିଲାଗଡ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନାଏକ ଦଳ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାର
Read More...

ସିଂଗାଲପଡା ପୋଖରୀରୁ ଜବର ଦଖଲ ଉଛେଦ ଦାବୀ ନେଇ ପଡାବାସୀଙ୍କ ତହସିଲ ଅଫିସ ସମ୍ମୁଖରେ ବିକ୍ଷୋଭ : ପୋଖରୀର ଡିମାରକେସନ୍‌…

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି ଏନ୍‌ଏସିର ୱାର୍ଡ ନଂ.୧୨ ଓ ୧୩ ସିଂଗାଲପଡାରେ ଥିବା ସରକାରୀ ପୋଖରୀକୁ କେତେକ ବ୍ୟକ୍ତି ଜବର ଦଖଲ କରି ଘର ନିର୍ମାଣ କରୁଛନ୍ତି । ଜବର ଦଖଲ କରିବା ଦ୍ୱାରା ପୋଖରୀ ସର୍ବସାଧାରଣଙ୍କ ବ୍ୟବହାର ଅନୁପଯୋଗୀ ହେବାରୁ ଜବର ଦଖଲ ଉଛେଦ ପାଇଁ ଦୁଇ
Read More...