Monthly Archives

February 2021

ଆଇପିଏସ୍ ସତ୍ୟଜିତ ମହାନ୍ତି ଓଡିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ହେଲେ

ଭୁବନେଶ୍ୱର : ବରିଷ୍ଠ ଆଇପିଏସ ଅଧିକାରୀ ଡ.ସତ୍ୟଜିତ ମହାନ୍ତିଙ୍କୁ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ମୁତାବକ ବର୍ତ୍ତମାନ ଅଗ୍ନିଶମ ଓ ହୋମଗାର୍ଡ ବିଭାଗର ଡିଜି ଥିବା ସତ୍ୟଜିତ ମହାନ୍ତିଙ୍କ ଏହି ନୂତନ ନିଯୁକ୍ତିକୁ
Read More...

ଆସନ୍ତା ୬ ରୁ +୨ ଫର୍ମ ଫିଲପ୍‌ ଆରମ୍ଭ

ଭୁବନେଶ୍ୱର : ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ଲାଗି ଆସନ୍ତା ୬ ତାରିଖରୁ ଫର୍ମ ଫିଲପ୍‌ ଆରମ୍ଭ । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରେଗୁଲାର ଓ ପତ୍ର ବିନିମୟ ପାଠ୍ୟକ୍ରମ ଲାଗି ଛାତ୍ରଛାତ୍ରୀମାନେ ଫେବୃଆରୀ ୧୨ରୁ ଫେବୃଆରୀ ୨୪ ପର୍ଯ୍ୟନ୍ତ ଅନଲାଇନ
Read More...

ଭାରତୀୟ ବଂଶୋଭବ ଭବ୍ୟାଲାଲ ହେଲେ ନାସାର କାର୍ୟ୍ୟନିର୍ବାହୀ ମୁଖ୍ୟ

ନୂଆଦିଲ୍ଲୀ: ଆମେରିକା ସ୍ପେସ୍ ଏଜେନ୍ସିର କାର୍ୟ୍ୟନିର୍ବାହୀ ମୁଖ୍ୟ ଭାବରେ ନିଯୁକ୍ତ ହୋଇଛନ୍ତି ଭାରତୀୟ ବଂଶୋଭବ ଭବ୍ୟାଲାଲ୍ । ଭବ୍ୟାଲାଲଙ୍କୁ ନାସାର କାମଚଳା ମୁଖ୍ୟ ଭାବେ ନିଯୁକ୍ତ କରିଛି ହ୍ବାଇଟ୍ ହାଉସ୍ । ଇଞ୍ଜିନିୟରିଂ ଏବଂ ସ୍ପେସ୍ ଟେକ୍ନୋଲୋଜିରେ ବ୍ୟାପକ ଅଭିଜ୍ଞତା ରଖିଛନ୍ତି
Read More...

ବରଗଡ଼ ଜିଲ୍ଲାରେ ଧାନ ସଂଗ୍ରହରେ ଅଚଳାବସ୍ଥା, ଅଧ୍ୟକ୍ଷାଙ୍କ ଧାରଣା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ରେ ଧାନ ସଂଗ୍ରହ ଗତ ତିନି ମାସ ମାସ ଧରି ହୋଇଥିଲେ ମଧ୍ୟ ଏବେବି ଅଚଳାବସ୍ଥା ଜାରି ରହିଛି । ଫଳରେ ଅନେକ ବଜାର ପ୍ରାଙ୍ଗଣରେ ହଜାର ହଜାର ବସ୍ତା ଧାନ ବିକ୍ରୀ ନ ହୋଇ ପଡ଼ି ରହିଛି । ତେବେ ଏଥିପ୍ରତି ଜିଲ୍ଲା ପ୍ରଶାସନ କି ଯୋଗାଣ ବିଭାଗ
Read More...

ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଆଳୁ - ୧୫ ଟଙ୍କା, ପିଆଜ - ୪୦ ଟଙ୍କା, ରାଂଚି କଂଚା ମଟର - ୪୦ ଟଙ୍କା, ରାୟପୁର କଂଚା ମଟର - ୩୦ ଟଙ୍କା, ଟମାଟର୍‌ - ୧୦ ଟଙ୍କା, ଭେଣ୍ଡି - ୫୦
Read More...

ନିଳମ୍ବନ ଆଦେଶ ପ୍ରତ୍ୟାହାର ଦାବୀରେ ଧାରଣା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଗତ ୨୦୧୮-୧୯ ରବି ଧାନ କିଣାରେ ହୋଇଥିବା ଅନିୟମିତତାରେ ୧୦ ଜଣ ପ୍ୟାକ୍ସ ସମ୍ପାଦକଙ୍କୁ ରାଜ୍ୟ ସରକାର ନିଳମ୍ବିତ କରିଥିଲେ । ଏହାର ପ୍ରତିବାଦରେ ଆଜି ଜିଲ୍ଲାର ସମସ୍ତ ପ୍ୟାକ୍ସ ସମ୍ପାଦକ ଏବଂ କର୍ମଚାରୀ କାର୍ୟ୍ୟ ବନ୍ଦ୍ ଆନ୍ଦୋଳନ କରିବା
Read More...

କୁତୁର୍ଲା ଯାଦବ ସମାଜର ବାର୍ଷିକ ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : କୁତୁର୍ଲା ଯାଦବ ସମାଜ ତରଫରୁ କୁତୁର୍ଲା ନିକଟସ୍ଥ ସୋନଗଡ ନଦୀରେ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଅବସରରେ କୃତୁର୍ଲା ଓ ଆମ୍ବାପାଲିର ସମସ୍ତ ଯାଦବ ପରିବାର ଅଂଶଗ୍ରହଣ କରିଥିଲେ । ଯାଦବ ସମିତିର କିପରି ସାହାଯ୍ୟ ସହଯୋଗ ପରସ୍ପର ପ୍ରତି
Read More...

୪ର୍ଥ ମାଁ କନ୍ଧେନବୁଢ଼ୀ କ୍ରିକେଟ ପ୍ରତିଯୋଗିତା ଉଦଯାପିତ : ଚାଟିପଦରକୁ ହରାଇ ଟାଇଟଲ ଜିତିଲା ଥାଳବନ୍ଧ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତର ରୁଗୁଡିପାଲି ଗାଁରେ ଚାଲିଥିବା ୪ର୍ଥ ମାଁ କନ୍ଧେନବୁଢ଼ୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଗତ ୨୮ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ୧୬ଟି ଦଳ ଅଂଶ ଗ୍ରହଣ କରିଥିଲେ । ଫାଇନାଲ
Read More...

କୃଷକଙ୍କୁ ଦେଶଦ୍ରୋହୀ କହିବା ‘ଚୋର୍ ମଚାଏ ସୋର୍’ ସଦୃଶ : କିଷାନ କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୃଷକଙ୍କ ଆନ୍ଦୋଳନକୁ ବଦନାମ କରିବା ସହିତ ସେମାନଙ୍କୁ ଦେଶଦ୍ରୋହୀ ଓ ଖାଲିସ୍ଥାନୀ କୁହାଯିବା ଉପରେ କିଷାନ କଂଗ୍ରେସ ପ୍ରତିକ୍ରିୟା ରଖିଛି । କିଷାନ କଂଗ୍ରେସ କହିଛି ଯେ, ଦେଶର କୃଷକ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଗଣତନ୍ତ୍ର ଦିବସରେ ବିଜେପିର କେନ୍ଦ୍ର
Read More...

ସଲମାନଙ୍କ ସ୍ଥାନରେ ଶାହାରୁଖ ଅଭିନୟ କରିବେ ଭଁସାଲୀଙ୍କ ଫିଲ୍ମରେ

ମୁମ୍ବାଇ : ଦୀର୍ଘ ୨୦ ବର୍ଷ ଅପେକ୍ଷା କରିବା ପରେ ସଞ୍ଜୟ ଲୀଲା ଭଁସାଲୀ ତାଙ୍କ ପ୍ରିୟ ହିରୋ ସଲମାନ ଖାଁଙ୍କୁ ନେଇ ଇନସାଆଲ୍ଲାହ ନାମକ ଫିଲ୍ମ କରିବା ପାଇଁ ପ୍ରସ୍ତୁତି ସାରିଥିଲେ । ଏଥିପାଇଁ ହିରୋଇନ ଭାବେ ଆଲିୟା ଭଟ୍ଟଙ୍କୁ ମଧ୍ୟ ସାଇନ କରାଯାଇଥିଲା । ଶେଷ ମୂହର୍ତରେ ସଲମାନ ଏହି ଫିଲ୍ମ
Read More...