ଏନସିସିକୁ ବନ୍ଦ ନ କରିବା ଦାବୀ ନେଇ ମହାବିଦ୍ୟାଳୟ ସମ୍ମୁଖରେ ଆନ୍ଦୋଳନରେ ବସିଲେ ଛାତ୍ରଛାତ୍ରୀ
ଛତ୍ରପୁର : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରୁ ଏନସିସିକୁ ଉଠାଇ ଦିଆଯାଇଛି । ମହାବିଦ୍ୟାଳୟରେ ଏନସିସି ବନ୍ଦ ନ କରିବା ଦାବୀ ନେଇ ଏନଏସି ଛାତ୍ରଛାତ୍ରୀ ମାନଙ୍କ ସମେତ ବହୁ ଛାତ୍ରମାନେ ସୋମବାର ମହାବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣରେ ବସିଥିଲେ । ଦୀର୍ଘ ୫୦ ବର୍ଷ ଧରି!-->…
Read More...
Read More...