Monthly Archives

February 2021

ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଲୁହୁରାମୁଣ୍ଡା ଗ୍ରା.ପ.ରୁ ଜଣେ କରୋନରେ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଜିଲ୍ଲାରେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ
Read More...

ଭାରତ ବନ୍ଦ ଡାକରାକୁ ବଲାଙ୍ଗିରରେ ଅଭୂତପୂର୍ବ ସମର୍ଥନ : ବନ୍ଦ ଶାନ୍ତିପୂର୍ଣ୍ଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦ୍ରବ୍ୟ ଓ ସେବା କର (ଜିଏସ୍ ଟି)ର ସମୀକ୍ଷା ଓ ସରଳୀକରଣ ଦାବୀରେ କନଫିଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (କେଟ)ର ଭାରତ ବ୍ୟାପାର ବନ୍ଦ ଡାକରାକୁ ବଲାଙ୍ଗିରରେ ଅଭୂତପୂର୍ବ ସମର୍ଥନ ଦେଖିବାକୁ ମିଳିଛି । ସହରରରେ ସମସ୍ତ ଦୋକାନ, ବଜାର, ଗାଡି ମଟର ବନ୍ଦ ଥିବା
Read More...

ଜିଏସଟିର ସରଳୀକରଣ କରିବାପାଇଁ ଭାରତ ବନ୍ଦ ଡାକରା ସଫଳ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଜିଏସଟିର ସରଳୀକରଣ କରିବା ଦାବୀ ନେଇ ସମଗ୍ର ଭାରତକୁ ବନ୍ଦ କରିବା ପାଇଁ ସର୍ବ ଭାରତୀୟ ବ୍ୟବସାୟୀ ସଂଘ ଦେଇଥିବା ବନ୍ଦ ଡାକରାର ପ୍ରଭାବ ଟିଟିଲାଗଡ଼ ସହରରେ ମଧ୍ୟ ଦେଖିବାକୁ ମିଳିଛି । ସକାଳ ୬ ଟାରୁ ସଂଧ୍ୟା ୬ ଟା ପର୍ୟ୍ୟନ୍ତ ଆଜି ସର୍ବ ଭାରତୀୟ ବ୍ୟବସାୟୀ
Read More...

ଆଜି ରାଜ୍ୟରେ ୯୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୬୫୦ ରହିଛି । ଆଜି ୯୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୮ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ
Read More...

ଆସନ୍ତା ୨୭ ତାରିଖ ଠାରୁ ‘ଇଣ୍ଡିଆ ଟୟେ ଫେୟାର୍‍-୨୦୨୧’ : ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆସନ୍ତା ୨୭ ତାରିଖ (ଶନିବାର) ଠାରୁ ମାର୍ଚ୍ଚ ୨ ତାରିଖ ପର୍ୟ୍ୟନ୍ତ ଭାରତରେ 'ଇଣ୍ଡିଆ ଟୟେ ଫେୟାର୍‍- ୨୦୨୧' (ଭାରତୀୟ ଖେଳଣା ମେଳା-୨୦୨୧) ଆୟୋଜିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 'ଇଣ୍ଡିଆ ଟୟେ ଫେୟାର୍‍- ୨୦୨୧' (ଭାରତୀୟ ଖେଳଣା ମେଳା)କୁ ଶନିବାର ଦିନ ଭିଡ଼ିଓ
Read More...

ଷ୍ଟେମ ଉପକରଣ ସମ୍ବନ୍ଧରେ ଶିକ୍ଷକମାନଙ୍କ କର୍ମଶାଳା

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଏସିସି ଟ୍ରଷ୍ଟ ଓ ଆମେରିକାନ ଇଣ୍ଡିଆ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ବରଗଡ଼ ଜ଼ିଲ୍ଲାର ୩୦ ଜଣ ଶିକ୍ଷକ ଶିକ୍ଷୟତ୍ରୀକୁ ନେଇ କଟାପାଲି ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଦୁଇ ଦିନିଆଁ ଷ୍ଟେମ କର୍ମଶାଳା ଉଦଯାପିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ
Read More...

ଓଡ଼ିଶୀ ସଂଗୀତ ଉତ୍ସବ ଏବଂ କର୍ମଶାଳା

ସମ୍ବଲପୁର, (କେପିଏନ୍‌ଏସ୍‌) : ଓଡ଼ିଶୀ ସଂଗୀତ ଏବଂ ନୃତ୍ୟର ପ୍ରଚାର ପ୍ରସାର ଦିଗରେ ନିରନ୍ତର କାର୍ୟ୍ୟ କରିଆସୁଥିବା ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଓଡ଼ିଶୀ ଗବେଷଣା କେନ୍ଦ୍ର’ ତା’ର ପ୍ରୟାସ ଜାରି ରଖିଆସିଛି ।ଗବେଷଣା ବ୍ୟତୀତ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଏହି ଅନୁଷ୍ଠାନ
Read More...

ଧାନକିଣା ସମସ୍ୟାକୁ ନେଇ ରାଜ୍ୟପାଳଙ୍କୁ ଭେଟିଲେ ଜିଲ୍ଲା କିଷାନ କଂଗ୍ରେସ ସଭାପତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ଜିଲ୍ଲା କିଶାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର ଜିଲ୍ଲାରେ ଚାଲିଥିବା ଧାନକିଣା ସମସ୍ୟା ତଥା ଧାନକିଣା ଦୁର୍ନିତିକୁ ନେଇ ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଭେଟିଛନ୍ତି । ବିଶେଷ କରି ଟୋକନ ସମସ୍ୟା, ଧାନର ଅଭାବି ବିକ୍ରି, କ୍ୱିଣ୍ଟାଲ ପିଛା ୧୦
Read More...

ଶବକୁ ମିଳିଲାନି ଚାରି କାନ୍ଧ : ଏକାକି ବୋହି ସତ୍କାର କଲା ପୁଅ

କୁସଂସ୍କାର ନାମରେ ସମାଜରୁ ହଜିି ଗଲାଣି ମାନବିକତା ବୌଦ୍ଧ, (ବଂଶୀଧର ମାଝୀ) : ସାମାଜିକ ବାସନ୍ଦ ଯୋଗୁଁ ମିଳିଲାନି ଚାରି କାନ୍ଧ । ଶେଷରେ ମାଆର ଶବକୁ ଏକାକି ବୋହି ନେଇ ସତ୍କାର କରିଛି ପୁଅ । ଏଭଳି ଏକ ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖମନମୁଣ୍ତା ପଞ୍ଚାୟତରେ ଘଟିଛି ।
Read More...

ପେଣ୍ଟିଂ ଏବଂ ହସ୍ତ କଳାରେ ପାରଙ୍ଗମ ସୃଷ୍ଟିଲେଖା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପହଣ୍ଡି ଗ୍ରାମର ସୃଷ୍ଟିଲେଖା ପୁରୋହିତ ହସ୍ତକଳାରେ ତାଙ୍କର ପାରଦର୍ଶିତା ପ୍ରତିପାଦନ କରିବା କ୍ଷେତ୍ରରେ ଆଗେଇ ଚାଲିଛନ୍ତି । ଚମତ୍‌କାର ହସ୍ତ କଳାରେ ନିପୁଣା ସୃଷ୍ଟିଲେଖା ପିଲା ଦିନରୁ ହସ୍ତ ଶିଳ୍ପ ପ୍ରତି ବେଶ୍‌ ଆଗ୍ରହୀ ଥିଲେ ।
Read More...