ଅବସରପ୍ରାପ୍ତ ଓଡ଼ିଶା ଫରେଷ୍ଟ କର୍ପୋରେସନର ଜେନେରାଲ ମ୍ୟାନେଜର ସୁଦାମ ଚରଣ ଦାଶଙ୍କ ପରଲୋକ
ବଲାଙ୍ଗିର, (କେପିଏନ୍ଏସ୍) : ଅବସରପ୍ରାପ୍ତ ଓଡ଼ିଶା ଫରେଷ୍ଟ କର୍ପୋରେସନର ଜେନେରାଲ ମ୍ୟାନେଜର ସୁଦାମ ଚରଣ ଦାଶଙ୍କ ୭୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଏବର ବରଗଡ଼ ଜିଲ୍ଲାର ସତଲମା ଗାଁରେ ଜନ୍ମିତ ସୁଦାମ ଚରଣ ଦାଶଙ୍କ ପିତା ଥିଲେ ଦିବଂଗତ ସ୍ଵାଧୀନତା ସଂଗ୍ରାମୀ ଅରୁଣ ଦାଶ । ଛୋଟ ବେଳୁ!-->…
Read More...
Read More...