Monthly Archives

February 2021

ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଟୀକାକରଣ : ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଓ ସହାୟୀକାମାନଙ୍କ ସହାୟତାରେ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କୋଭିଡ଼ ଯୋଦ୍ଧାଙ୍କୁ କରୋନା ଟୀକା ଦିଆଯାଉଛି । ପ୍ରଥମ ଦିନରେ ୮୮ଜଣ, ‌ଦ୍ୱିତୀୟ ଦିନରେ ୧୧୭ଜଣ, ତୃତୀୟ ଦିନ ୯୯ଜଣ ଓ ଚତୁର୍ଥ ଦିନରେ ୧୨୦ଜଣଙ୍କୁ ମୋଟ ଭାବେ ୪୨୪ଜଣଙ୍କୁ କରୋନା ଟିକାଦାନ କରାଯାଇଛି । ବ୍ଲକର
Read More...

୨୦୨୧-୨୨ କେନ୍ଦ୍ର ରେଳ ବଜେଟରେ ଓଡିଶାକୁ ୬୯୯୫.୫୮ କୋଟିର ଅନୁଦାନ : ରାଜ୍ୟରେ ରେଳ ଭିତିଭୂମି ସୁଦୃଢ କରିବା ସହ ଯାତ୍ରୀ…

 ପୂର୍ବବର୍ଷ ଅପେକ୍ଷା ଅଧିକ ଅନୁଦାନ ପାଇଁ ପ୍ରଧାନମନ୍ତ୍ରୀ ଏବଂ ରେଳମବୀଙ୍କୁ ଧନ୍ୟବାଦ ଓଡିଶା ତଥା ପୂର୍ବ ଭାରତର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରାଥମିକତା ରାଜ୍ୟରେ ରେଳ ପ୍ରକଳ୍ପକୁ ଶୀଘ୍ର ସାରିବା ପାଇଁ ବଜେଟ୍‌ରେ ଗୁରୁତ୍ୱ କଂଗ୍ରେସ ସରକାର ତୁଳନାରେ ମୋଦି ସରକାରରେ
Read More...

ନିର୍ବନ୍ଧ କଲେ ଷ୍ଟାର୍ କ୍ରିକେଟର୍ ରାହୁଲ୍ ତେୱାତିଆ

ନୂଆଦିଲ୍ଲୀ : ଆଇପିଏଲର ୧୩ ସଂସ୍କରଣରେ ନିଜର ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ରାହୁଲ୍ ତେୱାତିଆ ନିର୍ବନ୍ଧ କରିଛନ୍ତି । ହରିୟାଣାର ଏହି ଷ୍ଟାର୍ ଅଲରାଉଣ୍ଡର ସୋଶାଲ ମିଡିଆରେ ଫଟୋ ଶେଆର୍ କରି ଏହାର ସୂଚନା ଦେଇଛନ୍ତି । ସେ ଏହି ଫଟୋ ଶେଆର୍ କରି ନିର୍ବନ୍ଧର ତାରିଖ
Read More...

୧୯ ଦିନରେ ପ୍ରାୟ ୪.୫ ନିୟୁତ ହିତାଧିକାରୀଙ୍କ କୋଭିଡ-୧୯ ଟୀକାକରଣ ହୋଇପାରିଛି

ମାତ୍ର ୧୮ ଦିନରେ ୪ ନିୟୁତ ହିତାଧିକାରୀଙ୍କ ଟିକାକରଣ କ୍ଷେତ୍ରରେ ବିଶ୍ୱରେ ଭାରତ ଦ୍ରୁତତମ ଦେଶକ୍ରମାଗତ ହ୍ରାସ ପାଇ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧.୫୫ ଲକ୍ଷ ହୋଇଛି ନୂଆଦି‌ଲ୍ଲୀ, (ପିଆଇବି) : ବୈଶ୍ୱିକ ମହାମାରୀ ବିରୋଧରେ ଲଢ଼େଇ କ୍ଷେତ୍ରରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା
Read More...

ନିଧି ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅଯୋଧ୍ୟାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ସକାଶେ ନିଧି ସମର୍ପଣ ପାଇଁ ପାଇକମାଲ ବ୍ଲକ ଲହଙ୍ଗିର ଗ୍ରାମର ଶିବମନ୍ଦିରକୁ ଭଜନ କିର୍ତ୍ତନ କରି ଏକ ଶୋଭାଯାତ୍ରା ଗ୍ରାମ ପରିକ୍ରମଣ କରାଯାଇଥିଲା । ଏଥିରେ ଗ୍ରାମର ଭିଷ୍ମଦେବ ସାହୁ, ପ୍ରେମାନନ୍ଦ ବରିହା,
Read More...

ସ୍ୱାଧୀନତାର ୭୦ ବର୍ଷ ପରେ ବି ମୌଳିକ ସୁବିଧାରୁ ବଂଚିତ ମାଓ ପ୍ରଭାବିତ ଅପହଂଚ ଗାଁ ଡଙ୍ଗାମରା : ରାସ୍ତା, ପାଣି,…

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ଉପାନ୍ତ ତୁରେକେଲା ବ୍ଲକର ସଂପୂର୍ଣ୍ଣ ମାଓଙ୍କ ଲାଲଗଡ କବ୍ଚାରେ ଥିବା ବଡଡକଲା ପଂଚାୟତର ଡଂଗାମରା ଗାଁ । ଅଶାନ୍ତ ଡଂଗାମରା ଗାଁ ମାଓବାଦୀଙ୍କ ଦିନେ ଚରାଭୂଇଁ ପାଲଟିଥିଲା, ଯାହା ଆଜି ଶାନ୍ତ ହୋଇ ରହିଛିି । ଗାଁରେ ବସବାସ କରୁଥିବା
Read More...

ସମ୍‌ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ବିଶ୍ୱ କର୍କଟ ଦିବସ ପାଳିତ

ଭୁବନେଶ୍ୱର : ଦୃଢ଼ ଇଚ୍ଛାଶକ୍ତି ବଳରେ ଜୀବନ ସଂଗ୍ରାମରେ ବାଜିମାତ ହୋଇପାରିବ । ଏହିଭଳି ଆହ୍ୱାନ ନେଇ ସମ୍‌ ଅଲ୍ଟିମେଟ୍‌ ମେଡିକେୟାରରେ ଆୟୋଜିତ ହୋଇଯାଇଛି ବିଶ୍ୱ କର୍କଟ ଦିବସ । ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଉଥିବା ବେଳେ ଅବସରରେ ହସ୍ପିଟାଲ ପକ୍ଷରୁ ଏକ
Read More...

ଟୁରିଷ୍ଟ ହେଲ୍ପଲାଇନ ନମ୍ବର ଜାରିକଲା ପୋଲିସ

ପୁରୀ : ପୁରୀର ଏକ ଘରୋଇ ବସ୍ କର୍ମଚାରୀ ଜଣେ ପର୍ଯ୍ୟଟକ ଦମ୍ପତିଙ୍କୁ ଅସଦାଚରଣ କରିଥିଲେ ଏବଂ ମାଡ ମାରିଥିଲେ ଆଜି ସେଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଟୁରିଷ୍ଟ ହେଲ୍ପଲାଇନ ନମ୍ବର ଜାରି କରିଛି ପୋଲିସ । ହେଲ୍ପଲାଇନ ନମ୍ବରଟି ହେଉଛି
Read More...

ପ୍ରିୟଙ୍କା ଗାନ୍ଧୀ ରାମପୁରରେ କହିଛନ୍ତି – ‘କୃଷକମାନଙ୍କ ଉପରେ ଅତ୍ୟାଚାର କରାଯାଉଛି, ଆଇନ ପ୍ରତ୍ୟାହାର…

ରାମପୁର : ଜାନୁଆରୀ ୨୬ରେ ଗଣତନ୍ତ୍ର ଦିବସରେ ଦିଲ୍ଲୀ ହିଂସା ସମୟରେ ଟ୍ରାକ୍ଟର ଓଲଟି ପଡ଼ିବା ପରେ ମୃତ କୃଷକଙ୍କ ପରିବାର ପାଖରେ ପହଞ୍ଚି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ଚାଷୀଙ୍କ ଉପରେ ଅତ୍ୟାଚାର କରାଯାଉଛି । ସମଗ୍ର ଦେଶ ଚାଷୀଙ୍କ ସହିତ ଛିଡା ହୋଇଛି ।
Read More...

ଗରିବ ପରିବାରର ମହିଳାଙ୍କୁ ସ୍ମାର୍ଟ ଫୋନ ବିତରଣ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ଉପଖଣ୍ଡ ଲେବେଡ଼ା ପଞ୍ଚାୟତରେ ଫେବୃଆରୀ ୨ ତାରିଖରୁ ଆରମ୍ଭ ହୋଇଥିବା ତ୍ରିଦିବସୀୟ ସମ୍ମିଳନୀରେ ୧୩୫ ଟି ସ୍ମାର୍ଟ ଫୋନ ବିତରଣ କରାଯାଇଛି । ପ୍ରଥମ ଦିନରେ ୪୦ଟି ଦ୍ଵିତୀୟ ଦିନରେ ୪୫ଟି ତୃତୀୟ ଦିନରେ ୫୦ଟି ବିତରଣ କରାଯାଇଥିଲା । ଏହି କାର୍ୟ୍ୟକ୍ରମ
Read More...