Monthly Archives

February 2021

ୟୁନିସେଫ୍ ସହଯୋଗରେ ଭାରତ ଜ୍ଞାନ ବିଜ୍ଞାନ ସମିତି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ଦଶଟି ବିଦ୍ୟାଳୟରେ ଜଳ ଓ ପରିମଳ ବ୍ୟବସ୍ଥାର ସୁଧାରୀକରଣ ପାଇଁ ଶିକ୍ଷା ବିଭାଗ ଓ ୟୁନିସେଫ୍ ସହଯୋଗରେ ଭାରତ ଜ୍ଞାନ ବିଜ୍ଞାନ ସମିତି ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ଏହି
Read More...

ଓସ୍କାର ବିଜେତା ଏଆର ରହେମାନ ୱାର ଫିଲ୍ମ ପିପ୍ପାର ସଙ୍ଗୀତ କମ୍ପୋଜ କରିବେ

ମୁମ୍ବାଇ : ବ୍ରିଗେଡିୟର ବଳରାମ ସିଂ ମେହେତାଙ୍କ ଜୀବନୀ ଉପରେ ଆଧାରିତ ୱାର ଫିଲ୍ମ ପିପ୍ପାର ସଙ୍ଗୀତ କମ୍ପୋଜ କରିବେ ଓସ୍କାର ବିଜେତା ସଙ୍ଗୀତକାର ଏଆର ରହେମାନ । ଈଶାନ ଖଟ୍ଟର ବ୍ରିଗେଡିୟର ମେହେତାଙ୍କ ରୋଲ କରିବେ । ସେ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ୪୫ କାଭଲାରୀ ଟ୍ୟାଙ୍କ
Read More...

କୋଟିଆରେ ବହୁ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

କୋରାପୁଟ : ଦୀର୍ଘଦିନ କୋରାପୁଟ ଜିଲ୍ଲାର କୋଟିଆ ନାମକ ଗାଁକୁ ଆନ୍ଧ୍ର ସରକାର ନିଜ ଅକ୍ତିଆରରେ ନେବା ପାଇଁ ଚିନ୍ତା କରୁଥିବା ବେଳେ ଏଥିରେ ବିଚଳିତ ହୋଇପଡ଼ିଛନ୍ତି ଓଡ଼ିଶା ସରକାର । ସୁଚନା ଅନୁସାରେ ଚଳିତ ମାସ ୧୩ ଓ ୧୭ ତାରିଖରେ କୋଟିଆ ସୀମାନ୍ତ ଗାଁ ତଳଗଞ୍ଜେଇପଦର, ଫାଟୁସିନେରି ଓ
Read More...

ଓଲଟିଲା ଇଟା ବୋଝେଇ ଟ୍ରାକ୍ଟର : ଡ୍ରାଇଭର ମୃତ

ଜଳେଶ୍ୱର : ରାଇବଣିଆ ଥାନା ଅନ୍ତର୍ଗତ ଗୋପାଳପ୍ରସାଦ ଛକ ନିକଟରେ ଗୁରୁବାର ଟ୍ରାକ୍ଟର ଓଲଟି ଡ୍ରାଇଭରର ମୃତ୍ୟୁ ଘଟିଛି । ପଶ୍ଚିମବଙ୍ଗରୁ ଇଟା ନେବାକୁ ଆସିଥିବା ଏକ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା । ଫଳରେ ଡ୍ରାଇଭର ଟ୍ରାକ୍ଟର ତଳେ ଚାପି ରହିଯାଇଥିବା ବେଳେ ଘଟଣା ସ୍ଥଳରେ ହିଁ ଡ୍ରାଇଭରଙ୍କ
Read More...

ଟିଟିଲାଗଡ଼ ରାସ୍ତାରେ ମର୍ମ‌ନ୍ତୁଦ ଦୁର୍ଘଟଣା : ଗଛରେ ପିଟି ହେଲା କାର, ୨ ମୃତ ଓ ୨ଗୁରୁତର

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରାସ୍ତାର ସାଗରପାଲିରେ ଗଛରେ ପିଟି ହେଲା କାର। ଫଳରେ ୨ ମୃତ ଓ ୨ଗୁରୁତର ହୋଇଥିବା ସୂଚନା ମିଳିଛି । ତେବେ ମୃତକଙ୍କ ପରିଚୟ ମିଳି ପାରି ନାହିଁ । ଦୁଇ ଆହତଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସେମାନଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ
Read More...

ମକା ବୋଝେଇ ଟ୍ରକ ଦୁର୍ଘଟଣାଗ୍ର‌ସ୍ତ : ଅଳ୍ପକେ ବର୍ତିଲେ ଡ୍ରାଇଭର ଓ ହେଲପର

ବୌଦ୍ଧ, (ବଂଶୀଧର ମାଝୀ) : ଆଜି ଭୋର ୩ଟା ସମୟରେ କଣ୍ଟାମାଳ‐ମନମୁଣ୍ତା ୪୧ ନଂବର ରାଜ୍ୟ ରାଜପଥର ଶ୍ରୀମାଳ ବନ୍ଧଖଣ୍ତି ବୁଲାଣିରେ ଭାରସାମ୍ୟ ହରାଇ ଏକ ଟ୍ରକ ଦୁର୍ଘଟଣାର ସମ୍‌ମ୍ମୁଖୀନ ହୋଇଛି । ସୂଚନା ମତେ ନବରଙ୍ଗପୁର ଠାରୁ ଦଶପଲ୍‌ଲ୍ଲା ଯାଉଥିବା ମକା ଓ ଗହମ ବୋଝେଇ ଟ୍ରକ (OR05W5829)
Read More...

ଧର୍ମ ପରାୟଣ ମହିଳାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଛିନ୍ଦେଇକେଲା ଗ୍ରାମର ସନ୍ୟାସୀ ସାହୁଙ୍କ ଧର୍ମପତ୍ନୀ ଶ୍ରୀମତୀ ବସୁମତୀ ସାହୁଙ୍କ ପରଲୋକ ହୋଇଯାଇଛି । ତାଙ୍କୁ ମୃତ୍ୟୁ ବଳେକୁ ୭୦ ବର୍ଷ ବୟସ ହେଉଥିଲା । ସେ ଜଣେ ପରୋପକାରୀ, ମିଷ୍ଟାଭାଷୀ ଓ ମେଳାପୀ ମହିଳା ଭାବରେ ବେଶ ପରିଚିତ ଥିଲେ ।
Read More...

ଅରମାସ୍ ପକ୍ଷରୁ କ୍ଷୁଦ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ପରିସରରେ ଗୁରୁବାର ଅରମାସ୍ ପକ୍ଷରୁ ଅନୁଷ୍ଠିତ କ୍ଷୁଦ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମରେ କଣ୍ଟାମାଳ ବିଡ଼ିଓ କ୍ୟାଟୱାକ୍‌ କରିଥିବା ନଜରକୁ ଆସିଛନ୍ତି । ଏହି କାର୍ୟ୍ୟକ୍ରମରେ କୁନି ପୁଅଝିଅଙ୍କୁ ନେଇ ରଙ୍ଗାରଙ୍ଗ ପରିବେଶ ମଧ୍ୟରେ
Read More...

୧୮ତମ ଗଙ୍ଗାରାମ ସ୍ମାରକୀ କ୍ରିକେଟ : ପଲଶାଗୋରା ସେମିଫାଇନାଲକୁ ପ୍ରବେଶ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଆମ୍ବଗାଁ ବିଜୁ ପଟ୍ଟନାୟକ ଖେଳ ପଡିଆରେ ୧୮ତମ ଗଙ୍ଗାରାମ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ ହୋଇ ଯାଇଛି । ପ୍ରଥମ ଲିଗ ମ୍ୟାଚ ଖେଳରେ ଉଡେନକୁ ୩ ୱିକେଟରେ ଖୁଣ୍ଟିଗୋରା ପରାସ୍ତ କରିଥିବା ବେଳେ ‌ଦ୍ୱିତୀୟ ଲିଗ ମ୍ୟାଚରେ ବରଡିପଦର ଦଳକୁ
Read More...

ତୋଷାଳି ହସ୍ତତନ୍ତ ମେଳା ଉଦଯାପିତ

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ଭୁବନେ‌ଶ୍ୱର ଜନତା ମଇଦାନରେ ୧୫ଦିନ ଧରି ଚାଲିଥିବା ଜାତୀୟ ତୋଷାଳି ହସ୍ତତନ୍ତ ମେଳା ଗତକାଲି ଉଦଯାପିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତୀ ଡଃ ଏସ୍ ମୂରଲୀଧର ତୋଷାଳି ମେଳା ପରିସର ବୁଲି
Read More...