Monthly Archives

February 2021

ଦନ୍ତେୱାଡା ଜିଲ୍ଲାରେ ପୁଣି ଥରେ ମୁହାଁମୁହିଁ ହେଲେ ପୁଲିସ ଓ ମାଓବାଦୀ

ମାଲକାନଗିରି : ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ପୁଲିସ ଓ ନକ୍ସଲ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲାର କଟେକଲ୍ୟାଣ ଥାନା ଅନ୍ତର୍ଗତ ସୁରନାର ଏବଂ ଟେଲମ ମଧ୍ୟରେ ରହିଥିବା ଜଂଗଲରେ କଟେକଲ୍ୟାଣ ଏରିଆ କମିଟିର ଦୁର୍ଦାନ୍ତ ମାଓବାଦୀମାନେ ଏଠାରେ
Read More...

ଡିଏମ୍‌କେ.ସାଂସଦଙ୍କ ସରପଞ୍ଚଙ୍କୁ ସାବାସୀ : ଇଂଜିନିୟରିଂ ଛାତ୍ରୀ ଲୋଜି ବେହେରାଙ୍କୁ ଏକ ଲକ୍ଷ ଟଙ୍କା ସହାୟତା ପ୍ରଦାନ

ଡେଲାଙ୍ଗ : ଆଜି ପୂର୍ବାହ୍ନ ୧୧ଟା ସମୟରେ ଜଣେ ଡିଏମ୍‌କେ(ତାମିଲନାଡ଼ୁ) ସାଂସଦ ଡ.ଏସ୍‌.ସେନ୍ଥିଲ କୁମାର(ଏମ୍‌ଡିଆର୍‌ଡି) ତାଙ୍କ ବ୍ୟକ୍ତିଗତ ସଚିବ ଆର୍‌.ଜେ.ବାବୁଙ୍କ ସହିତ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍‌ର ଚାଇଁପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋରଡ଼ାପୀଢ଼ ଗ୍ରାମରେ ପହଂଚି ମନରେଗା
Read More...

ରାଜସ୍ଥାନର ପ୍ରତ୍ୟେକ ଜିଲ୍ଲାରେ ରାଜପଥ ଜାମ୍ : କେଉଁଠି ଟ୍ରାକ୍ଟର ରାଲି ତ’ କେଉଁଠି ସମାବେଶ

ନୂଆଦି‌ଲ୍ଲୀ : କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ଶନିବାର ଦିନ ରାଜସ୍ଥାନରେ ତିନି ଘଣ୍ଟିଆ ଚକା ଜାମର ପ୍ରଭାବ ଦେଖିବାକୁ ମିଳିଥିଲା । ଜୟପୁର-ଦିଲ୍ଲୀ ରାଜପଥରେ ଥିବା ଶାହାଜାହାନପୁରରେ ଚାଷୀମାନେ ଦୁଇ ମାସ ଧରି ରାଜପଥରେ ଚକା ଜାମ କରୁଛନ୍ତି, ସେବା ଗାଡ଼ି ମଧ୍ୟ ବନ୍ଦ ରହିଛି ।
Read More...

ସାରା ଦେଶରେ କୃଷକଙ୍କ ଚକା ଜାମ ସମା‌ପ୍ତ

ନୂଆଦି‌ଲ୍ଲୀ : ତିନୋଟି କୃଷି ନିୟମକୁ ବିରୋଧ କରୁଥିବା ୪୦ ରୁ ଅଧିକ କୃଷକ ସଂଗଠନ ଡାକରା ଦେଇଥିବା ତିନି ଘଣ୍ଟିଆ 'ଚକ୍କା ଜାମ' ଶେଷ ହୋଇ ଯାଇଛି । ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ଚକ୍କା ଜାମ ଡ଼ାକରା ଦିଆଯାଇ ନଥିଲା । ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ରାଜଧାନୀ
Read More...

କୃଷି ବିଲ୍ ବିରୋଧରେ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ରାସ୍ତା ଅବରୋଧ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୃଷି ବିଲ୍ ବିରୋଧରେ ପୁଣି ଚାଷୀ ହୁଙ୍କାର ଦେଇଛନ୍ତି । କୃଷି ବିଲ୍ ପ୍ରତ୍ୟାହାର ଦାବୀରେ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିଯାଇଛି । ଅଖିଳ ଭାରତୀୟ କିଷାନ ସଂଘର୍ଷ ସମନ୍ବୟ ସମିତି ଆହ୍ବାନ କ୍ରମେ ଦିନ ୧୨ରୁ
Read More...

ପୋଷ୍ୟ ସ୍କୁଲ ଘୋଷଣା ପରେ ନରସିଂହଙ୍କୁ କୃତଜ୍ଞତା ଜଣାଇଲେ ସ୍କୁଲ କର୍ତ୍ତୃପକ୍ଷ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ବଲାଙ୍ଗିର ମ୍ୟୁନିସିପାଲିଟି ଅନ୍ତର୍ଗତ ପଶ୍ଚିମ ଓଡିଶାର ସର୍ବ ପୁରାତନ ପୃଥ୍ୱୀରାଜ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ ପରେ ସ୍କୁଲ କର୍ତ୍ତୃପକ୍ଷଙ୍କ ତରଫରୁ ବିଧାୟକ ଶ୍ରୀ ମିଶ୍ରଙ୍କୁ ଧନ୍ୟବାଦ ତଥା
Read More...

୫ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ଡେଲାଙ୍ଗ : ଉତ୍କଳ ଗୌରବଙ୍କ ଶ୍ରାଦ୍ଧ ଦିବସ ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସରକାରୀ ପୋରଡ଼ିଆ ନୋଡ଼ାଲ ହାଇସ୍କୁଲ ପରିସରରେ ମହାପୁରୁଷ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଉକ୍ରଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସହିତ ସ୍ୱାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁ ଓ
Read More...

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ବ୍ଲକ୍ ସଭାଗୃହରେ ଟୀକାକରଣ : ବିଡ଼ିଓ, ତହସିଲଦାର, ପୁଲିସ ବାହିନୀ, ଦମକଳ ବାହିନୀଙ୍କ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶନିବାର ଦିନ କୋଭିଡ଼ ଯୋଦ୍ଧାଙ୍କୁ କରୋନା ଟୀକା ପ୍ରଦାନର ଦ୍ଵିତୀୟ ପର୍ୟ୍ୟାୟ ଆରମ୍ଭ ହୋଇଛି । ଦେଓଗାଁ ବ୍ଲକ ସଭାକକ୍ଷରେ ତହସିଲଦାର ନାରାୟଣ ସାହୁ, ବିଡ଼ିଓ ରୁଦ୍ର ପ୍ରସାଦ ସୁନାଙ୍କ ସହ ସରପଞ୍ଚ, ସମିତି ସଭ୍ୟ,
Read More...

ବିଶ୍ୱ କର୍କଟ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ନୃସିଂହ ନାଥ ଆୟୁର୍ବେଦ ମହାବିଦ୍ୟାଳୟ ଏବଂ ଅନୁସନ୍ଧାନ ପ୍ରତିଷ୍ଠାନ ଦ୍ବାରା ବିଶ୍ୱ କର୍କଟ ଦିବସ ଅବସରରେ ଏକ ସଚେତନତା ଶୋଭାଯାତ୍ରା ଓ ନାଟକର ଆୟୋଜନ ହୋଇଥିଲା । ଏହି କାର୍ୟ୍ୟକ୍ରମକୁ ସକାଳ ୯ ଟାରେ ମହାବିଦ୍ୟାଳୟର ସେକ୍ରେଟାରୀ ମନୋଜ କୁମାର
Read More...

ବଲାଙ୍ଗିର ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ ଟୀକାକରଣ ଆରମ୍ଭ : ଟୀକା ନେଲେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସମେତ୍‌…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ ଟୀକାକରଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ଫ୍ରଣ୍ଟ ଲାଇନ୍‌ ୱାର୍କରମାନଙ୍କ ପଞ୍ଜିକରଣ କରାଯାଇ ଟୀକାକରଣ ପ୍ରକ୍ରିୟାରେ ସାମିଲ୍‌ କରାଯାଇଛି । ଆଜି ବଲାଙ୍ଗିର ସ୍ଥିତ କଲେଜ ଛକ କଲ୍ୟାଣ
Read More...