Daily Archives

‘ୟୁନିଭର୍ସିଟି ଅଫ୍ ଦି ଇୟର୍’ ସମ୍ମାନ ପାଇଲା ଆଇଆ‌ଇଟି ଭୁବନେ‌ଶ୍ୱର

ଭୁବନେ‌ଶ୍ୱର : ସଫଳତା ହାସଲ କ୍ଷେତ୍ରରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ସମ୍ମାନିତ କରିବା ପାଇଁ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିସି) ପକ୍ଷରୁ ଆୟୋଜିତ ଏକ ଉତ୍ସବରେ ଆଇଆଇଟି ଭୁବନେ‌ଶ୍ୱରକୁ ୟୁନିଭର୍ସିଟି ଅଫ୍‌ ଦି ଇୟର୍ ସମ୍ମାନ ପ୍ରଦାନ କରାଯାଇଛି । ତେବେ
Read More...

ଆଜି ରାଜ୍ୟରେ ୮୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୭୦୩ ରହିଛି । ଆଜି ୮୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୩ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୪ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ
Read More...

ଆମେରିକୀୟ ଏୟାର ଷ୍ଟ୍ରାଇକ୍ ଉପରେ ବୋବାଲ୍‌

ଦମିସ୍‌କ୍‌ : ଆମେରିକାର ବାୟୁସେନା ସିରିଆରେ ଇରାନ ମିଲିସିଆ ଟାର୍ଗେଟରେ ଏୟାର ଷ୍ଟ୍ରାଇକ କରିବା ପରଠାରୁ ଏକ ଅଡୁଆ ସୃଷ୍ଟି ହୋଇଛି । ଏହାକୁ ଆମେରିକାର ଭୟଭୀତତା ବୋଲି କହି ସିରିଆ ସରକାର ଜୋ ବାଇଡେନଙ୍କୁ ଜଙ୍ଗଲର ନିୟମ ପାଳନ ନକରିବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ଇରାନ କହିଛି ଯେ,
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାହୁଲ ଗାନ୍ଧୀଙ୍କ ଖୋଲା ଆ‌ହ୍ୱାନ : ‘ଯଦି ଆପଣଙ୍କର ସାହସ ଅଛି, ତେବେ କୃଷକ ଏବଂ…

ନୂଆଦି‌ଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରବିବାର ସକାଳେ କୃଷକ ଏବଂ ବେକାରୀ ପ୍ରସଙ୍ଗରେ ଆଲୋଚନା କରିବାକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ କି ବାତ୍‌ କାର୍ୟ୍ୟକ୍ରମ ପୂର୍ବରୁ ରାହୁଲ ଗାନ୍ଧୀ ଏହି ଆହ୍‌ହ୍ୱାନ
Read More...

ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ମାମଲା : ସଂପୃକ୍ତ ଯୁବକଙ୍କ ବିରୋଧରେ ପୋକସ ଆକ୍ଟରେ ମାମଲା ରୁଜୁ

ମୟୂରଭଞ୍ଜ : ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ମାମଲାରେ ୩ ଜଣ‌ଙ୍କୁ ଗିରଫ କରିଛି ପୋଲିସ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଗତ ୨୧ ତାରିଖ ରାତିରେ ମୟୂରଭଞ୍ଜ ଝାରପୋଖରିଆ ଥାନା ଅଞ୍ଚଳରେ ୩ ଯୁବକ ନାବଳିକାଙ୍କୁ ଅପହରଣ କରି ଭୁବନେଶ୍ୱର ନେଇ ଯାଇଥିଲେ । ୨୨ ତାରିଖରେ
Read More...

ସାଂସଦଙ୍କ ବାସଭବନରୁ ତାଲା ଭାଙ୍ଗି ଲୁଟିନେଲେ ଲୁଟେରା

ଅନୁଗୁଳ : ଢେଙ୍କାନାଳ ସାଂସଦଙ୍କ ବାସଭବନରୁ ତାଲା ଭାଙ୍ଗି ଲୁଟିନେଲେ ଲୁଟେରାମାନେ ବୋଲି ଖବର ମଳିଛି । ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ପାଲଲହଡ଼ା ଥାନା ପେଣ୍ଡେରାବସା ସ୍ଥିତ ବାସଭବନରୁ ବିଳମ୍ବିତ ରାତିରେ ଲୁଟେରାମାନେ ତାଲା ଭାଙ୍ଗି ଗୋଟିଏ ଏଲସିଡି ଟିଭି ସମେତ ଅନ୍ୟାନ୍ୟ କିଛି ଜିନିଷ
Read More...

ସର୍ବିଆ ଭାଷାରେ ଅନୂଦିତ ହେଲା ଓଡ଼ିଆ କବିଙ୍କ କବିତା

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ଦୀର୍ଘ ତିନି ଦଶନ୍ଧିରୁ ଉଭୟ ହିନ୍ଦୀ ଓ ଓଡ଼ିଆ କବିତାରେ ସକ୍ରିୟ ରହିବା ସହ ଏକାଧିକ ପୁସ୍ତକର ଲେଖକ ତଥା ମହୁରି ପତ୍ରିକାର ମୁଖ୍ୟ ସମ୍ପାଦକ କବି ଭବାନୀଶଙ୍କର ନିଆଲଙ୍କ କବିତା ସର୍ବିଆ ଭାଷାରେ ଅନୂଦିତ ହୋଇଯାଇଛି । ଗତ କିଛିଦିନ ତଳେ ଇଟାଲୀ ଭାଷାରେ ତାଙ୍କ
Read More...

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ସଜନା ଛୁଇଁ (ମୁନ୍‌ଗା) - ୧୦୦ ଟଙ୍କା, ଅଦା - ୬୦ ଟଙ୍କା, ରଷୁଣ - ୧୨୦ ଟଙ୍କା, ଟମାଟର୍‌ - ୧୬ ଟଙ୍କା, ଭେଣ୍ଡି -୬୦ ଟଙ୍କା, ବିମ୍‌ - ୬୦
Read More...

ବାବ୍ରି ମସଜିଦ ସମର୍ଥକ ଇକବାଲ ଅନସାରୀ ମଧ୍ୟ ରାମ ମନ୍ଦିର ପାଇଁ ଗୁପ୍ତ ଦାନ କଲେ : କହିଲେ- ଇସଲାମରେ ଲେଖା ହୋଇଛି, ଦାନ…

ଅଯୋଧ୍ୟା : ବାବ୍ରି ମସଜିଦର ସମର୍ଥକ ଇକବାଲ ଅନସାରୀ ମଧ୍ୟ ଶ୍ରୀରାମ ଜନମାଭୂମି ତିର୍ଥକ୍ଷେତ୍ରର ଟ୍ରଷ୍ଟ ଦ୍ୱାରା ମନ୍ଦିର ନିର୍ମାଣ ପାଇଁ ଚାଲିଥିବା ଉତ୍ସର୍ଗୀକୃତ ଅଭିଯାନର ଶେଷ ଦିନରେ ଦାନ କରିଛନ୍ତି । ସେ ରାଧା-କୃଷ୍ଣଙ୍କ ଫଟୋ ଥିବା ବଂଦ ଲପାଫାରେ ଭିଏଚପି କର୍ମୀଙ୍କୁ ଦାନ ଦେଇଥିଲେ ।
Read More...

ବରିଷ୍ଠ ଆଡଭୋକେଟ୍ ବିକାଶ ସିଂ ସୁପ୍ରିମକୋର୍ଟ ବାର୍ ଆସୋସିଏସନର ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ବାର ଆସୋସିଏସନ ନିର୍ବାଚନରେ ​​ବରିଷ୍ଠ ଆଡଭୋକେଟ୍ ବିକାଶ ସିଂ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ବରିଷ୍ଠ ଆଡଭୋକେଟ୍ ପ୍ରଦୀପ କୁମାର ରାୟ ଉପସଭାପତି ଭାବରେ ନିର୍ବାଚିତ ହୋଇଥିବା ବେଳେ ଏ.କେ ପ୍ରସାଦ ସଂପାଦକ ଭାବରେ ନିର୍ବାଚିତ ହୋଇଛନ୍ତି । କୋଭିଡଙ୍କୁ
Read More...