Daily Archives

ଲାଠୋରର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରଲୋକ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଜନ୍ମ ହେଲେ ମରଣ ନିଶ୍ଚିତ । କେହି ରହିନାହିଁ ରହିବେ ନାହିଁଟି ଭବରଂଗ ଭୂମିତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳବଳେ । ଖପ୍ରାଖୋଲ ବ୍ଳକର ଲାଠୋରର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ପୁରୋହିତଙ୍କ ଗତକାଲି ପୂର୍ବାହ୍ନରେ ପରଲୋକ
Read More...

ଘୁଡ଼ଖାପଲା ସରପଞ୍ଚଙ୍କ ଦେହାନ୍ତ ପରେ ପଞ୍ଚାୟତ କାମ ଠପ : ନାଏବ ସରପଞ୍ଚଙ୍କୁ ଦିଆଯାଉନାହିଁ କାମ କରିବାର ସୁଯୋଗ

ଦେଓଗାଁ, (ମନୀଷ କୁମାର ସାହୁ) : ସରପଞ୍ଚଙ୍କ ଦେହାନ୍ତ କିମ୍ବା ଲମ୍ବା ଅନୁପସ୍ଥିତ ପରେ ନାଏବ ସରପଞ୍ଚ କାମ ଚଳାଇବାର ନିୟମ ଅଛି । କିନ୍ତୁ ସରପଞ୍ଚଙ୍କ ଦେହାନ୍ତ ପରେ ନାଏବ ସରପଞ୍ଚଙ୍କ ଦାୟିତ୍ବ ଦିଆଯାଇଥିଲେ ମଧ୍ୟ ଆର୍ଥିକ କ୍ଷମତା ଦିଆଯାଇ ନ ଥିବାରୁ ଅନେକ ବିକାଶ କାମ ଠପ ହୋଇଥିବା
Read More...

ବଲାଙ୍ଗିର ସହରରେ ଭାରତ ବନ୍ଦର ପ୍ରଭାବ : ଦୋକାନ ବଜାର ଠପ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଭାରତ ବନ୍ଦର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି । ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ସଂପୂର୍ଣ୍ଣ ଭାବେ ବନ୍ଦ ରହିଥିବା ଦେଖିବାକୁ ମିଳିଛି । କାଁ ଭାଁ ଗାଡ଼ି ମୋଟର ଚଳାଚଳ ହେଉଥିଲେ ବି ସହର ମଧ୍ୟରେ ଗହଳ ଚହଳ ଜମାରୁ ଦେଖିବାକୁ
Read More...

ଯଶବୀର ସିଂ ଗଙ୍ଗାଧର ନଗର ସ୍କୁଲକୁ ପୈ।ଷ୍ୟ ସ୍କୁଲ ଭାବେ ଗ୍ରହଣ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତକାଲି ମୋ ସ୍କୁଲ ଅଭିଯାନ କ୍ରମରେ ବରଗଡ଼ ପୈ।ରାଞ୍ଚଳ ଅନ୍ତର୍ଗତ ଗଙ୍ଗାଧର ନଗର ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଏଇଏମ ଇଂରାଜୀ ମାଧ୍ୟମ ସ୍କୁଲର ଉପାଧ୍ୟକ୍ଷ ଯଶବୀର ସିଂ ପୈ।ଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲା ଶିକ୍ଷା ବିଭାଗ
Read More...

ରାଜ୍ୟରେ ଭାରତ ବନ୍ଦର ପ୍ରଭାବ : ଅଧିକାଂଶ ବ୍ୟବସାୟିକ ପ୍ରତିଷ୍ଠାନ ଓ ଦୋକାନ ବଜାର ବନ୍ଦ

ଭୁବନେ‌ଶ୍ୱର, (ସୁଶା‌ନ୍ତ ସାହୁ) : ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଆଜି 'ଭାରତ ବନ୍ଦ' ଡାକରା ଦିଆଯାଇଥିବା ବେଳେ ରାଜ୍ୟରେ ଅଧିକାଂଶ ବ୍ୟବସାୟିକ ପ୍ରତିଷ୍ଠାନ ଓ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି । କଟକ, ଭୁବନେ‌ଶ୍ୱର, ବାଲେଶ୍ୱର, ଭଦ୍ରକ, ସମ୍ବଲପୁର ଓ ରାଉରକେଲା
Read More...

ଅବସର କାଳୀନ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଗ୍ରୀଡ଼ ସବଷ୍ଟେସନ ପରିସରରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଡ ଶତପଥି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅଥିତି ଭାବରେ ୟୁନିଅନ ଲିଡର ଭରତ ଚନ୍ଦ୍ର ଭୋଇ, ସମ୍ମାନିତ ଅତିଥି ଭାବେ ଜେଇ ମନୋଜ କୁମାର ମେହେର, ଅମରେଶ
Read More...

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ସଜନା ଛୁଇଁ (ମୁନ୍‌ଗା) - ୧୨୦ ଟଙ୍କା, ଅଦା - ୬୦ ଟଙ୍କା, ରଷୁଣ - ୧୨୦ ଟଙ୍କା, ଟମାଟର୍‌ - ୧୬ ଟଙ୍କା, ଭେଣ୍ଡି - ୮୦ ଟଙ୍କା, ବିମ୍‌ - ୬୦
Read More...

‘କୋସଲି ସ୍ବାଭିମାନ ଦିନ’ ପାଳିତ

ଖଡ଼ିଆଳ, (ପୁସ୍ତମ ଯୁଆଡି) : କୋସଲ ରତ୍ନ ପଣ୍ଡିତ ପ୍ରୟାଗ ଦତ୍ତ ଯୋଷୀଙ୍କ ଜନ୍ମ ଦିନ ଅବସରରେ ପ୍ରୟାଗଦତ୍ତ ଜୟନ୍ତୀ ପାଲନ କମିଟୀ ତରଫରୁ ଖରିଆରରେ ଥିବା କଲ୍ୟାଣ ମଣ୍ଡପ ଠାରେ କୋସଲି ସ୍ବାଭିମାନ ଦିନ ମହା ସମାରୋହରେ ପାଳିତ ହୋଇଯାଇଛି । ଖରିଆରରେ ଥିବା ବଡଗୁଡିରୁ ଶୋଭାଯାତ୍ରାରେ ବାହାରି
Read More...