Daily Archives

ବଲାଙ୍ଗିରରେ ପ୍ରାଥମିକ ଚିକିତ୍ସା ତାଲିମ ତ୍ୱରାନ୍ୱିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ପ୍ରାଥମିକ ଚିକିତ୍ସା ତାଲିମକୁ ତ୍ୱରାନ୍ୱୀତ କରିବା ଉଦ୍ଦେଶ୍ୟରେ ବଳିଷ୍ଠ ଯୋଜନା ନେଇ ରାଜ୍ୟ ସଂପାଦକ ତଥା କମିଶନର ବଲାଙ୍ଗିର ଜିଲ୍ଲାପାଳ ଏବଂ ଜିଲ୍ଲା ଅଧିକାରୀମାନଙ୍କ ସହିତ ସୌଜନ୍ୟ ମୂଳକ ସାକ୍ଷାତକାର ତଥା ପରିଦର୍ଶନର କାର୍ଯ୍ୟକ୍ରମ
Read More...

ତରଭା ବ୍ଳକରେ ଭାରତ ବନ୍ଦର ବିଶେଷ ପ୍ରଭାବ

ତରଭା, (ଜିତେନ୍ଦ୍ର ସା) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକରେ ମଧ୍ୟ ଆଜି ଭାରତ ବନ୍ଦର ପ୍ରଭାବ ବିଶେଷ ଭାବରେ ପଡିଛି । ଜିଏସଟି ସମସ୍ୟାକୁ ନେଇ ଆଜି ସମଗ୍ର ଭାରତର ବ୍ୟବସାୟ ସଂଘର ବାର୍ତ୍ତାକୁ ସମର୍ଥନ ଦେଇ ତରଭା ବ୍ୟବସାୟ ସଂଘ ମଧ୍ୟ ସୁଚାରୁ ରୂପେ ବନ୍ଦ ପାଳନ କରିଛନ୍ତି । ଜିଏସଟି
Read More...

ରୋମିଓକୁ ହରାଇ ଦୁଃଖରେ ଭାଙ୍ଗିପଡ଼ିଛି ଜୁଲିଆଟ, ଦୁଇ ପକ୍ଷୀଙ୍କ ନିଆରା ପ୍ରେମ କାହାଣୀକୁ ନେଇ ଜୋର୍‌ ଚର୍ଚ୍ଚା

ବଲା‌ଙ୍ଗିର, (ଅଜିତ କୁମାର ସାହୁ) : ରୋମିଓ ବାଟକୁ ଚାହିିଁ ବସିଛି ଜୁଲିଆଟ୍ । ଏହି କଥାଟି ଭାବିଲେ ଟିକେ ଅଡ଼ୁଆ ଲାଗୁଥିବ । ହେଲେ ଏ କୌଣସି ଫିଲ୍ମ କିମ୍ବା ଲୋକ କଥା କାହାଣୀର ପ୍ରେମ ପାଇଁ ଜଣାଶୁଣା ପ୍ରେମୀ ଯୁଗଳ ନୁହନ୍ତି । ଏ ହେଉଛି ସତସତିଆ ଓ ଆଜିର ବାସ୍ତବ ସତ କାହାଣୀ । ନିଜର
Read More...

ସ୍କୁଲ୍ ବନ୍ଦକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ : ଛାତ୍ରଛାତ୍ରୀଙ୍କୁ ସାଙ୍ଗରେ ନେଇ ବିଡ଼ିଓଙ୍କ ନିକଟରେ ପହଁଚିଲେ…

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ସେନାପଡ଼ି ପ୍ରାଥମିକ ବିଦ୍ୟାଳୟ ବନ୍ଦକୁ ଅଭିଭାବକ ଓ ଗ୍ରାମବାସୀଙ୍କ ବିରୋଧ । ବିଦ୍ୟାଳୟ ଖୋଲିବା ନେଇ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ ପରେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ମିଳିନଥିବା
Read More...

ଜି.ଏସ.ଟି. ବିରୋଧରେ କଂଟାବାଂଜିରେ ବନ୍ଦ : ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ, ସାପ୍ତାହିକ ବଜାର, ଡେଲି ମାର୍କେଟ ଖୋଲା

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି ବଣିକ ମହାସଂଘ ଦ୍ୱାରା ଭାରତ ବନ୍ଦକୁ ସମର୍ଥନ ଜଣାଇ ଶୁକ୍ରବାର ଦିନ ସମସ୍ତ ଦୋକାନ ବଜାର ହୋଇଛି । ଜି.ଏସ.ଟି. ବିଲକୁ କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ନିୟମରେ ଲାଗୁ କରିିଥିବା ପ୍ରତିିବାଦରେ ଏହି ବନ୍ଦ ପାଳନ କରାଯାଇଛି । କଂଟାବାଂଜି ବଣିକ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଲୁହୁରାମୁଣ୍ଡା ଗ୍ରା.ପ.ରୁ ଜଣେ କରୋନରେ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଜିଲ୍ଲାରେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ
Read More...

ଭାରତ ବନ୍ଦ ଡାକରାକୁ ବଲାଙ୍ଗିରରେ ଅଭୂତପୂର୍ବ ସମର୍ଥନ : ବନ୍ଦ ଶାନ୍ତିପୂର୍ଣ୍ଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦ୍ରବ୍ୟ ଓ ସେବା କର (ଜିଏସ୍ ଟି)ର ସମୀକ୍ଷା ଓ ସରଳୀକରଣ ଦାବୀରେ କନଫିଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (କେଟ)ର ଭାରତ ବ୍ୟାପାର ବନ୍ଦ ଡାକରାକୁ ବଲାଙ୍ଗିରରେ ଅଭୂତପୂର୍ବ ସମର୍ଥନ ଦେଖିବାକୁ ମିଳିଛି । ସହରରରେ ସମସ୍ତ ଦୋକାନ, ବଜାର, ଗାଡି ମଟର ବନ୍ଦ ଥିବା
Read More...

ଜିଏସଟିର ସରଳୀକରଣ କରିବାପାଇଁ ଭାରତ ବନ୍ଦ ଡାକରା ସଫଳ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଜିଏସଟିର ସରଳୀକରଣ କରିବା ଦାବୀ ନେଇ ସମଗ୍ର ଭାରତକୁ ବନ୍ଦ କରିବା ପାଇଁ ସର୍ବ ଭାରତୀୟ ବ୍ୟବସାୟୀ ସଂଘ ଦେଇଥିବା ବନ୍ଦ ଡାକରାର ପ୍ରଭାବ ଟିଟିଲାଗଡ଼ ସହରରେ ମଧ୍ୟ ଦେଖିବାକୁ ମିଳିଛି । ସକାଳ ୬ ଟାରୁ ସଂଧ୍ୟା ୬ ଟା ପର୍ୟ୍ୟନ୍ତ ଆଜି ସର୍ବ ଭାରତୀୟ ବ୍ୟବସାୟୀ
Read More...

ଆଜି ରାଜ୍ୟରେ ୯୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୬୫୦ ରହିଛି । ଆଜି ୯୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୮ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ
Read More...

ଆସନ୍ତା ୨୭ ତାରିଖ ଠାରୁ ‘ଇଣ୍ଡିଆ ଟୟେ ଫେୟାର୍‍-୨୦୨୧’ : ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆସନ୍ତା ୨୭ ତାରିଖ (ଶନିବାର) ଠାରୁ ମାର୍ଚ୍ଚ ୨ ତାରିଖ ପର୍ୟ୍ୟନ୍ତ ଭାରତରେ 'ଇଣ୍ଡିଆ ଟୟେ ଫେୟାର୍‍- ୨୦୨୧' (ଭାରତୀୟ ଖେଳଣା ମେଳା-୨୦୨୧) ଆୟୋଜିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 'ଇଣ୍ଡିଆ ଟୟେ ଫେୟାର୍‍- ୨୦୨୧' (ଭାରତୀୟ ଖେଳଣା ମେଳା)କୁ ଶନିବାର ଦିନ ଭିଡ଼ିଓ
Read More...