Daily Archives

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ଆଜି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଆଜି ରାଜ୍ୟ ସରକାର ଯୁକ୍ତ ଦୁଇ ପରୀକ୍ଷା ସୂଚୀ ଘୋଷଣା କରିଛନ୍ତି । ମେ' ୧୮ରୁ ଜୂନ ୧୨ ପର୍ୟ୍ୟନ୍ତ କଳା, ବିଜ୍ଞାନ ଓ ବାଣିଜ୍ୟ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷା ଚାଲିବ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଏହାଛଡା ମେ' ୨୮ରୁ ଧନ୍ଦାମୂଳକ
Read More...

ଆଜି ରାଜ୍ୟରେ ୬୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୬୨୫ ରହିଛି । ଆଜି ୬୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୦ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୮ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ
Read More...

ମର୍ମ‌ନ୍ତୁଦ ସଡକ ଦୁର୍ଘଟଣା : ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ଚଣ୍ଡିଖୋଲ ସ୍ଥିତ ସୁଭଦ୍ରାପୁର ନିକଟରେ ମର୍ମ‌ନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଚଣ୍ଡିଖୋଲ ପଟୁ ଓଆର୦୪ଏନ୭୮୧୪ ନମ୍ବର ଥିବା ଏକ ଅଟୋ ଯାଉଥିବା ବେଳେ ବିପରୀତ ଦିଗରୁ
Read More...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣି ୧୫ ଦିନ ପାଇଁ କରୋନା କଟକଣାକୁ କଡାକଡି କଲେ ଝାରସୁଗୁଡା ଜିଲ୍ଲା ପ୍ରଶାସନ

ଝାରସୁଗୁଡା : ୧୫ ଦିନ ପାଇଁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣି କରୋନା କଟକଣାକୁ କଡାକଡି କରିଛି ଜିଲ୍ଲା ପ୍ରଶାସନ । ଆବଶ୍ୟକସ୍ଥଳେ ଏହି କଟକଣା ଆହୁରି ବୃଦ୍ଧି କରାଯିବ । ଏନେଇ ଆଜି ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଶ୍ରୀ
Read More...

ଅଭାବନୀୟ ଘଟଣା : ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ ପରେ ଆତ୍ମହତ୍ୟା

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ ଦାନ୍ତେୱାଡା ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ଗତ ୧୯ ଫେବୃଆରୀରେ ମହିଳା ମାଓବାଦୀ ତଥା ସିଏନଏନ ସଦସ୍ୟ ପାଣ୍ଡେ କବାସି ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଥିଲେ । ତେବେ ଗତକାଲି ରାତିରେ ସେ ବାଥରୁମରେ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା
Read More...

ପିକଅପ୍ ଭ୍ୟାନରୁ ୨୦ ଗୋରୁ ଉଦ୍ଧାର, ଡ୍ରାଇଭର ଅଟକ

ଭଦ୍ରକ : ଥମୁନି ବେଆଇନ୍ ଗୋରୁ ଚାଲାଣ । ପୁଣି ଭଦ୍ରକ ଜିଲ୍ଲାରୁ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ ହୋଇଛି । ଚରମ୍ପା ନିକଟରୁ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନକୁ ଜବତ କରିଛି ପୋଲିସ୍ । ଭଦ୍ରକରୁ କୋଲକାତା ଚାଲାଣ ବେଳେ ଧରାପଡ଼ିଲା ଗାଡ଼ି । ସେଥିରୁ ୨୦ ଗୋରୁଙ୍କୁ ଉଦ୍ଧାର କରାଯାଇଛି ।
Read More...

କିଡନୀ ରୋଗରେ ଚାଲିଗଲା ଯୁବକଙ୍କ ଜୀବନ

ବୌଦ୍ଧ, (ବଂଶୀଧର ମାଝୀ): ବୌଦ୍ଧ ଜିଲ୍ଲା ହରଭଙ୍ଗା ଗ୍ରାମର ୩୯ ବର୍ଷୀୟ ପ୍ରଶାନ୍ତ ନାଏକ କିଡନୀ ରୋଗରେ ଆକ୍ରାନ୍ତ ହୋଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତେବେ ଚିକିତ୍ସାଧିନ ଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ଗରିବ ପରିବାର ହୋଇଥିବାରୁ ସେ ଦିନ ମଜୁରୀ କରି
Read More...

ଅଙ୍ଗନୱାଡି କର୍ମୀ ଘରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ସାମଗ୍ରୀ ସହ ସରକାରୀ ଆସବାବ ପତ୍ର : ଅଳ୍ପକେ ବର୍ତ୍ତିଲେ ପରିବାର…

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ରାତି ପ୍ରାୟ ୮ଟା ସମୟରେ ‌ସର୍ଟ ସାର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିବାରୁ ଦେଓଗାଁ ବ୍ଲକ ସାଲେପାଲି ଗାଁର ଅଙ୍ଗନୱାଡ଼ି କର୍ମୀ ଇଲାବତୀ ସାହୁଙ୍କ ଘରେ ଘରେ ଥିବା ସାମଗ୍ରୀ ସହ ଆସବାବ ପତ୍ର ଗୁଡ଼ିକ ଜଳି ପାଉଁଶ ହୋଇ ଯାଇଥିବା ବେଳେ ପରିବାର ଲୋକେ
Read More...

ଆସନ୍ତୁ ଜାଣିବା ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଟମାଟର୍‌ - ୧୬ ଟଙ୍କା, ଭେଣ୍ଡି - ୮୦ ଟଙ୍କା, ବିମ୍‌ - ୬୦ ଟଙ୍କା, ସିମ୍ବ - ୬୦ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) - ୧୨୦ ଟଙ୍କା, ଅଦା - ୬୦
Read More...

ବଲାଙ୍ଗିର ଜିଲ୍ଳାରେ କରୋନା ସମ୍ପର୍କିତ ସତର୍କତା ପଦକ୍ଷେପ ନିମନ୍ତେ ନିର୍ଦ୍ଦେଶନାମା

ବଲାଙ୍ଗିିର, (କେପିଏନ୍‌ଏସ୍‌) : କେତେକ ରାଜ୍ୟରେ ନୁତନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବଲାଙ୍ଗିର ଜିଳ୍ଳା ପ୍ରଶାସନ ପକ୍ଷରୁ କରୋନା ସତର୍କତା ନିର୍ଦ୍ଦେଶନାମା ଜାରି କରାଯାଇଛି । ସଂକ୍ରମଣ ଆଶଂକାକୁ ଦୃଷ୍ଠିରେ ରଖି ଜିଲ୍ଳାର ସମସ୍ତ
Read More...