Daily Archives

ପ୍ରସିଦ୍ଧ ମହାଶିବରାତ୍ରି ମେଳା ଉପରେ ଲାଗିଲା ଅଙ୍କୁଶ : ଚଳିତ ବର୍ଷ ମେଳାକୁ ବାରଣ କଲା ପ୍ରଶାସନ

ଟିଟିଲାଗଡ, (ଗୌରବ ଦର୍ଜୀ) : ମହାମାରୀ କରୋନାକୁ ଆଖି ଆଗରେ ରଖି ଗତକାଲି ଟିଟିଲାଗଡ ପ୍ରଶାସନ ଦାଧି ବାମନ ଟ୍ରଷ୍ଟ, ବ୍ରାହ୍ମଣ ସମାଜ, ଆଇନଜୀବି, ସ୍ୱେଚ୍ଛସେବୀ, ଗଣମାଧ୍ୟମ ପ୍ରତିନିଧି, ଏବଂ ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତି ବିଶେଷକୁ ନେଇ କୁମୁଡ଼ା ପାହାଡ଼ରେ ପାଳିତ ହୋଇ ଆସୁଥିବା ମହା
Read More...

ତୁଷୁରା ଥାନା ଏଏସଆଇଙ୍କ ନାଁରେ ବଧୁ ନିର୍ୟ୍ୟାତନା ଅଭିଯୋଗ : ପରିବାର ଲୋକେ ଫେରାର, ପୁଲିସକୁ ଖୋଜୁଛି ପୁଲିସ

ସଇଁନ୍ତଲା, (ଅଜିତ କୁମାର ସାହୁ) : ନ୍ୟାୟ ପାଇବା ପାଇଁ ପୁଲିସ ଉପରେ ଲୋକେ ଭରସା କରି ପୁଲିସର ଦ୍ବାରସ୍ଥ ହୋଇ ଥାଆନ୍ତି । କିନ୍ତୁ ପୁଲିସ ଯଦି ଭୁଲ କରେ, ତେବେ କଥା ସରିଲା ବୋଲି କୁହାଯାଏ । ତେବେ ଏମିତି ଏକ ଘଟଣା ସାମ୍‌ନାକୁ ଆସିଛି । ଜଣେ ପୋଲିସ ଏଏସଆଇଙ୍କ ନାମରେ ଯୌତୁକ ନିର୍ୟ୍ୟାତନା
Read More...

ଟ୍ରାକ୍ଟରରୁ ଖସି ପଡି ଯୁବକଙ୍କ ମୃତ୍ୟୁ

ବୌଦ୍ଧ, (ବଂଶୀଧର ମାଝୀ) : ଜିଲ୍ଲାର ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ପୁରୁଣାକଟକ-ଧଳପୁର ପୂର୍ତ୍ତ ବିଭାଗ ରାସ୍ତାର ବୁରୁବୁଡା ଶିବ ମନ୍ଦିର ନିକଟରେ ଜଣେ ଯୁବକ ଟ୍ରାକ୍ଟର ଖସିପଡିବାରୁ ତାଙ୍କର ପ୍ରାଣ ଚାଲିଯାଇଛି । ସୁଚନାମତେ କୋଇଲିସୁତା ଗ୍ରାମର ଅନନ୍ତ କର୍ଣ୍ଣ(୩୫) ନାମକ ଜଣେ ଯୁବକ
Read More...

ଆଜିଠୁ ସର୍ବଭାରତୀୟ ସ୍ତରରେ ଜେଇଇ ମେନ୍ ପରୀକ୍ଷା : ଓଡ଼ିଶାର ୧୭ଟି ସହରରେ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର : ଆଜିଠୁ ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହେଉଛି ଜେଇଇ ମେନ୍ ପରୀକ୍ଷା । ନ୍ୟାସନାଲ୍ ଟେଷ୍ଚିଂ ଏଜେନ୍ସୀ ଏହାର ପରିଚାଳନା କରୁଛି । ଦେଶରେ ମୋଟ୍ ୩୩୧ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି । ଏହି ପ୍ରବେଶିକା ଆସନ୍ତା ୧୬ ତାରିଖ ଯାଏ ଚାଲିବ । ପ୍ରତିଦିନ ଦୁଇଟି ସିଟିଂରେ
Read More...

ଚାଷୀ ମୁଣ୍ଡରେ ଚଡକ, ମଣ୍ଡିରେ ପଡିଛି ହଜାର ହାଜର ବସ୍ତା ଧାନ : ପ୍ରଶାସନ ନିଦାବିଷ୍ଣୁ, ଧାନ ଅଛି ହେଲେ ଟୋକନ ନାହିଁ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ଗତ କିଛି ମାସ ହେଲା ଧାନ କିଣା ଆରମ୍ଭ ହୋଇଯାଇଛି, ହେଲେ ବର୍ତମାନ ଚାଷୀ ମୁଣ୍ଡରେ ଚଡକ ପଡ଼ିଛି । ପ୍ରତ୍ୟେକ ପେକ୍ସ ଓ ଏସଏଚଜିରେ ହଜାର ହଜାର ଧାନ ପଡି ରହିଥିବା ବେଳେ ପ୍ରଶାସନ ନିଦାବିଷ୍ଣୁ ସାଜିଥିବା ଦେଖିବାକୁ ମିିଳିଛି ।
Read More...

ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଟମାଟର୍‌ - ୧୫ ଟଙ୍କା, ଭେଣ୍ଡି - ୫୦ ଟଙ୍କା, ବିମ୍‌ - ୬୦ ଟଙ୍କା, ସିମ୍ବ - ୬୦ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) - ୧୨୦ ଟଙ୍କା, ଅଦା - ୬୦
Read More...