Daily Archives

ଜିଲ୍ଲା କ୍ରିକେଟ୍ ନକ ଆଉଟ୍ ପ୍ରତିଯୋଗିତା ଆସନ୍ତା ମାର୍ଚ୍ଚ ୩ରୁ ପଦ୍ମପୁର ଓ ସୋହେଲାରେ ଆରମ୍ଭ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲା କ୍ରୀଡ଼ା ସଂସଦ ଓ କ୍ରିକେଟ୍ ଏସୋସିଏସନ୍ ଆନୁକୁଲ୍ୟରେ ବରଗଡ଼ ଜିଲ୍ଲା କ୍ରିକେଟ୍ ନକ୍ ଆଉଟ୍ ପ୍ରତିଯୋଗିତା ଆସନ୍ତା ମାର୍ଚ୍ଚ ୩ ତାରିଖରୁ ପଦ୍ମପୁର ଓ ସୋହେଲା ଠାରେ ଆୟୋଜନ କରିବାକୁ ଜିଲ୍ଲା କ୍ରୀଡ଼ା ସଂସଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏଥିରେ
Read More...

ବିସ୍ତାପିତଙ୍କୁ ଭୂମି ଓ ବାସଗୃହ ଯୋଗାଇ ଦେବା ପାଇଁ ଦାବୀପତ୍ର ଦେଲା ନଗର କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାଁ ଗହଳିରୁ ରୋଜଗାର ଅନ୍ୱେଷଣରେ ଅନେକ ଗରିବ, ଭୂମିହୀନ ସହରକୁ ଆସି ତାଙ୍କର ଜୀବିକା ନିର୍ବାହ କରୁଛନ୍ତି । ସମୟ କ୍ରମେ ସେମାନେ ବିଭିନ୍ନ ସରକାରୀ ଜମି ଉପରେ ଜୀବିକା ନିର୍ବାହ ପାଇଁ ଘର ଖଣ୍ଡେ ତିଆରି କରି ବସତି ସ୍ଥାପନ କରୁଛନ୍ତି । ବିଭିନ୍ନ ଯୋଜନା
Read More...

ରାଜ୍ୟରେ ଏବେ ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ

ଭୁବନେଶ୍ୱର : ରାଜ୍ୟରେ ଏବେ ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ । ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନିଆଯାଇଛି । ଆଗାମୀ ଦିନରେ କରୋନା ସ୍ଥିତି ଦେଖି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ମଙ୍ଗଳବାର
Read More...

ଆଜି ରାଜ୍ୟରେ ୬୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୬୩୪ ରହିଛି । ଆଜି ୬୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୫ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ
Read More...

ତୈଳ ଦର ବୃଦ୍ଧିର ପ୍ରତିବାଦରେ ସାଇକେଲ୍ ଚଢ଼ି ବିଧାନସଭା ଆସିଲେ କଂଗ୍ରେସ ବିଧାୟକ

ଭୁବନେଶ୍ୱର : ଦିନକୁ ଦିନ ବୃଦ୍ଧି ହେବାକୁ ଲାଗିଛି ତୈଳ ଦର । ଶହେ ଟଙ୍କା ପାଖାପାଖି ହେଲାଣି ପେଟ୍ରୋଲ ଓ ଡିଜେଲ ଦାମ୍ । ତେବେ ତୈଳ ଦର ବୃଦ୍ଧିର ପ୍ରତିବାଦରେ ସାଇକେଲ୍ ଚଢ଼ି ବିଧାନସଭା ଆସିଲେ କଂଗ୍ରେସ ବିଧାୟକ । ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ସାଇକେଲ୍ ଚଳାଇ ବିଧାନସଭା
Read More...

ବିବାହୋତ୍ସବରେ ପଣସ ଗଛ ଚାରା ଉପହାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ବୁବୁଡା ଗ୍ରାମର ନବଦମ୍ପତି ଯୁବକବି ତଥା ସାମ୍ବାଦିକ ସୁରେନ୍ଦ୍ର ମେହେର ଓ ସଂଧ୍ୟା ମେହେରଙ୍କୁ ବିବାହୋତ୍ସବରେ ଘନାମାଲ ଗ୍ରାମର ପ୍ରକୃତିବନ୍ଧୁ କବି ଅନନ୍ତ ମେହେର ଦୁଇଟି ପଣସ ଗଛ ଚାରା ଉପହାର ଦେଇଛନ୍ତି । ଏହି
Read More...

ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇଥିବା ଭାଲୁଟି ଖାଦ୍ୟ ଖୋଜୁଖୋଜୁ କୂଅରେ ଖସିପଡିଲା

ନବରଙ୍ଗପୁର : ଗତକାଲି ବିଳମ୍ବିତ ରାତିରେ ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଦେଉଳା ଗାଁର ବିଭୀଷଣ ମାଳିଙ୍କ ବାଡ଼ିରେ ଥିବା ଶୁଖିଲା କୂଅରେ ଭାଲୁ ପଡ଼ିଛି । ସୂଚନା ଯୋଗ୍ୟ ଯେ, ନବରଙ୍ଗପୁର ସଦର ବ୍ଲକ୍ ଦେଉଳା ଗାଁର ବିଭୀଷଣ ମାଳିଙ୍କ ଚାଷ ଜମିରେ କିଛି ପରିବା ଚାଷ କରିବା ପାଇଁ ସେ
Read More...

ପ୍ରତିରକ୍ଷା କ୍ଷେତ୍ରରେ ବଜେଟରେ ହୋଇଥିବା ବ୍ୟବସ୍ଥାର ତୁରନ୍ତ କାର୍ୟ୍ୟକାରିତା ସଂକ୍ରାନ୍ତ ୱେବିନାରରେ…

• ଭାରତୀୟ ପ୍ରତିରକ୍ଷା କ୍ଷେତ୍ର ସ୍ୱଚ୍ଛତା, ଆକାଂକ୍ଷିତ ଲକ୍ଷ୍ୟ ଓ ବ୍ୟବସାୟିକ ସୁଗମତା ଅଭିମୁଖେ ଅଗ୍ରସର ହେଉଛି : ପ୍ରଧାନମନ୍ତ୍ରୀ• ପ୍ରତିରକ୍ଷା କ୍ଷେତ୍ରରେ ନିର୍ମାଣ ସାମର୍ଥ୍ୟ ବୃଦ୍ଧି ଦିଗରେ ଗୁରୁତ୍ୱ ଦିଆଯାଉଛି : ପ୍ରଧାନମନ୍ତ୍ରୀ ନୂଆଦି‌ଲ୍ଲୀ, (ପିଆଇବି) : ପ୍ରତିରକ୍ଷା
Read More...

ମହାମାରୀ କରୋନା ଯୋଗୁଁ ଆର୍ଥିକ ସ୍ଥିତି ବିପର୍ଯ୍ୟସ୍ଥ : ଲୋକଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେବା ନେଇ ପ୍ରଶାସନର ଉଦ୍ୟମ…

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ସ୍ଥିତ ପାର୍କରେ ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ତରଫରୁ ଏକ ସାମୁହିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଟିଟିଲାଗଡ ଉପ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ପ୍ରଭୁ
Read More...

କୌଶଳ ବିକାଶ ଯୋଜନାରେ ବେକାରୀ ଯୁବତୀ ମାନଙ୍କୁ ମିଳିଲା ନିଯୁକ୍ତି

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦାନା ପାଇଁ ଅନେକ ଲୋକ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇଥାଆନ୍ତି । ହେଲେ ରାଜ୍ୟ ସରକାରଙ୍କ କୌଶଳ ବିକାଶ ଯୋଜନାରେ ଏବେ ଅନେକ ଯୁବକ ଯୁବତୀ ମାନେ ନିଯୁକ୍ତି ସୁଯୋଗ ପାଇଛନ୍ତି । ଏହା ଫଳରେ ବେକାରୀ ସମସ୍ୟା ଦୂର ହେଉଥିବା
Read More...