Daily Archives

ମାଁ ଚମ୍ପାଦେବୀଙ୍କ ପୀଠରେ୧୬ତମ ବିଶ୍ୱଶାନ୍ତି ମହାଯଜ୍ଞ ଓ ନାମ ଯଜ୍ଞ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସାଉରିଆ ଗ୍ରାମ ପଚାଂୟତ ଓଉପଡା ଗ୍ରାମର ଆରାଧ୍ୟା ଦେବୀ ମାଁ ଚମ୍ପାଦେବୀଙ୍କ ପୀଠସ୍ଥଳୀରେ ୧୬ତମ ବିଶ୍ୱଶାନ୍ତି ମହାଯଜ୍ଞ ଓ ନାମ ଯଜ୍ଞ ମହାସମାରୋହରେ ଗ୍ରାମବାସୀଙ୍କ ପକ୍ଷରୁ ଅନୁଷ୍ଟିତ ହୋଇଯାଇଛି । ପୂଜକ ମଦନ
Read More...

ଆଜି ରାଜ୍ୟରେ ୬୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୬୩୧ ରହିଛି । ଆଜି ୬୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୮ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ
Read More...

ସୁପ୍ରିମକୋର୍ଟ ଜର୍ଜମାନଙ୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ

କୋଣାର୍କ : ଗତକାଲି ପୂର୍ବାହ୍ନରେରେ ସୁପ୍ରିମକୋର୍ଟର ତିନିଜଣ ଜର୍ଜ ପୁର୍ଥକ ପୁର୍ଥକ ସମୟରେ କୋଣାର୍କ ଆସି ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି । ପ୍ରଥମେ ଗତକାଲି ସକାଳ ୧୦ଟା ରେ ବି .ଆର. ଗଭାରୀ ସୂର୍ଯ୍ୟ ମନ୍ଦିର ଆସି ପରିଦର୍ଶନ କରିଗଲାପରେ ଆର ଶୁଭ୍ର ମନ୍ୟମ ଓ ଉଦୟ ଉମେଶ ଲଳିତ
Read More...

ବିଗବସ-୧୪ର ବିଜେତା ହେଲେ ରୁବିନା ଦିଲୈକ

ନୂଆଦିଲ୍ଲୀ : ରୁବିନା ଦିଲୈକ ହେଉଛ‌ନ୍ତି ବିଗ ବସ୍ ୧୪ ଶୋ'ର ବିଜୟିନୀ । ଶୋ'ର ଆକର୍ଷକ ସଲମାନ ଖାନ ବିଜେତାଙ୍କ ନାମ ଘୋଷଣା କରିଥିଲେ । ଟ୍ରଫି ବ୍ୟତୀତ ବିଜୟିନୀ ରୁବିନାଙ୍କୁ ୩୬ ଲକ୍ଷ ଟଙ୍କା ପୁରସ୍କାର ଆକାରରେ ଦିଆଯାଇଥିଲା । ରୁବିନା ଦିଲୈକ ଟ୍ରଫି ଜିତିବା ପର୍ୟ୍ୟନ୍ତ ମଜବୁତ ଭାବେ
Read More...

ମହାତ୍ମା ଗାନ୍ଧୀଙ୍କ ବ୍ରହ୍ମପୁର ଆଗମନର ଶତବାର୍ଷିକୀ ପାଳନ ନେଇ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ବ୍ରହ୍ମପୁର ଆଗମନର ଶତବାର୍ଷିକୀ ପାଳନ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ ସ୍ଥାନୀୟ ରାଜସ୍ୱ ଡ଼ାକ ବଙ୍ଗଳା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଶତବାର୍ଷିକୀ ସମାରୋହର ଅଧ୍ୟକ୍ଷ ତଥା ବ୍ରହ୍ମପୁର ଲୋକସଭା ସାଂସଦ
Read More...

ଡେଲାଙ୍ଗରେ ଭିଡିଓ କନଫରେନ୍ସି ମାଧ୍ୟମରେ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳିର ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥିଙ୍କ ଅକାଳ ବିୟୋଗ ଘଟିଛି । ଏହି ଆସନରେ କେତେବେଳେ ଯେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ । ଏହି ପରିପ୍ରେକ୍ଷୀରେ ପିପିଲି ଡେଲାଙ୍ଗ ବ୍ଳକରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା
Read More...

୧୯୯୧ ମସିହା ମାଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସରକାରୀ ଘୋରଡିଆ ନୋଡାଲ ହାଇ ସ୍କୁଲର ୧୯୯୧ ମସିହା ମାଟ୍ରିକ ବ୍ୟାଚ୍‌ର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରବିବାର ଏକ ବନ୍ଧୁମିଳନ ଉତ୍ସବ ମା ଗଡଚଣ୍ଡି, ଗଡକାଳୁପଡା ପିଠସ୍ଥଳୀରେ ଅନୁଷ୍ଟିତ ହୋଇଯାଇଛି । ଏହି ମିଳନ
Read More...

ବରକେରା ବିଦ୍ୟାଳୟରେ ଅନ୍ତର୍ଜାତିୟ ମାତୃଭାଷା ଦିବସ ପାଳିତ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ଗତକାଲି ଅନ୍ତର୍ଜାତିୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । କୋଭିଡ ନିୟମ ଅନୁସାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦିପ କୁମାର ସେଠୀ ।
Read More...

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଟମାଟର୍‌ - ୧୫ ଟଙ୍କା, ଭେଣ୍ଡି - ୫୦ ଟଙ୍କା, ବିମ୍‌ - ୬୦ ଟଙ୍କା, ସିମ୍ବ - ୬୦ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) - ୧୨୦ ଟଙ୍କା, ଅଦା - ୬୦
Read More...

ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ

ଲୋଇସିଂହା, (କେପିଏନ୍ଏସ୍) : ରବିବାର ସନ୍ଧ୍ୟା 5 ଟା ସମୟରେ ରମାଇ ପାହାଡ ମହୋତ୍ସବ, ଲୋଇସିଂହା ଆଞ୍ଚଳିକ କମିଟିର ସଦସ୍ୟ ମାନେ ମହୋତ୍ସବ କମିଟିର ସଭାପତି ସ୍ବର୍ଗତ ସରୋଜ କୁମାର ତ୍ରିପାଠୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା। ସମ୍ପାଦକ ପ୍ରଶାନ୍ତ କୁମାର
Read More...