Daily Archives

ଆନ୍ଦୋଳନ ପରେ ଅବସ୍ଥା ସୁଧୁରୁଛି

ତରଭା, ( ଜିତେନ୍ଦ୍ର ସା) : ଉଗ୍ର ରୂପ ନେଇଥିଲା ଚାଷୀ ଆନ୍ଦୋଳନ । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକରେ ପ୍ରଶାସନର ଚରମ ଅବହେଳାର ପ୍ରତିବାଦରେ କିଛି ଦିନ ଧରି ତାତି ଉଠିଥିଲେ । ଦିନ ଦିନ ଧରି ବିଭିନ୍ନ ମଣ୍ଡିରେ ପଡ଼ି ରହିଥିଲା ଧାନ । ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ଚାଷୀର ସମସ୍ୟାକୁ
Read More...

ଗାଁ ବିକାଶରେ ମଦ କୁଚିଆ ଭରସା : ସ୍ୱୀକୃତି ପ୍ରାପ୍ତ ମଦ ଭାଟିକୁ ନାଁ, କୁଚିଆ ମଦକୁ ହଁ

ଦେଓଗାଁ, (ମନୀଷ କୁମାର ସାହୁ) : ଗାଁ ପାଣ୍ଠିକୁ ମୋଟା ଚାନ୍ଦା ଦିଅ ନଚେତ ଗାଁ ଭିତରେ ଥିବା କୁଚିଆ ମଦ ଦୋକାନ ବନ୍ଦ କର । ଯଦି ନ କରିବ ମହିଳା ସ୍ୱୟଂ ସହାୟକ ଦଳ ଥାନା ଘେରାଉ କରିବେ । ଏପରି ପରଂପରା ଦେଓଗାଁ ବ୍ଲକର କିଛି ଗାଁରେ ଚାଳିଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ବିଧାୟକ ଓ ସାଂସଦ
Read More...

ନୟାଗଡ ପରୀ ମୃତ୍ୟୁ ଘଟଣା ପଛର ସାଂଘାତିକ ସତ ଏବେ ସା‌ମ୍ନାକୁ ଆସୁଛି

ନୟାଗଡ଼ : ନୟାଗଡ ପରୀ ମୃତ୍ୟୁ ଘଟଣା ପଛର ସାଂଘାତିକ ସତ ଏବେ ଲୋକଲୋଚନାକୁ ଆସୁଛି। ସତ ସ୍‌ବୀକାର କରିଛି ସଇତାନ । ଅଡ଼ିଓ, ଭିଡିଓରେ ହତ୍ୟାକାଣ୍ଡର ପୂରା କାହାଣୀ ସାମ୍ନାକୁ ଆସିଛି । ସେ ନିଜେ କହିଛି, ପରୀକୁ ଦୁଷ୍କର୍ମ ଉଦ୍ୟମ କରିଥିଲା ଓ ତଣ୍ଟି ଚିପି ହତ୍ୟା କରିଥିଲା । ହତ୍ୟା ପରେ ଅଖାରେ
Read More...

ଧର୍ମ ପରାୟଣା ମହିଳା ସୁଷମା ମଂଜରୀ ମିଶ୍ର ଚାଲିଗଲେ

କେନ୍ଦୁଝର : ଧର୍ମ ପରାୟଣା ମହିଳା ସୁଷମା ମଂଜରୀ ମିଶ୍ର(୯୦) ଆଜି ଭୋର୍‌ ୫ଟା ୨୦ମି. ସମୟରେ ଇହଧାମ ଛାଡ଼ି ଚାଲି ଯାଇଛନ୍ତି । ସଂସ୍କୃତ ଶିକ୍ଷକ ସ୍ୱର୍ଗତ ପଣ୍ଡିତ ପଦ୍ମନାଭ ମିଶ୍ରଙ୍କ ଧର୍ମପତ୍ନୀ ଶ୍ରୀମତୀ ମିଶ୍ରଙ୍କ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ନିକଟସ୍ଥ ଭୋଳ ନୂଆଗାଁରେ ତାଙ୍କ ନିଜ
Read More...

ଦ୍ୱାଦଶାହ ତିଥିରେ ପୂର୍ବତନ ସୈନିକ ପରମାନନ୍ଦ ବିଶିଙ୍କୁ ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘ ତରଫରୁ ଅଶ୍ରୁଳ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ସୈନ୍ୟ ବାହିନୀରେ ଦୀର୍ଘ ବର୍ଷ ସେବା କରିବା ପରେ ପୂର୍ବତନ ସୈନିକ ଚାଲି ଆସିଥିଲେ ସମ୍ବଲପୁରକୁ ପରିବାର ସହିତ ରହି ଆନନ୍ଦରେ ଦିନ କାଟିବା ସହ ସମ୍ବଲପୁରରେ ନିଜ ପାଇଁ ଘରଟିଏ ତିଆରି କରିବାର ସ୍ୱପ୍ନ ମଧ୍ୟ ଦେଖିଥିଲେ । କିନ୍‌ନ୍ତୁ ବିଧିର ବିଧାନ ଅଲଗା
Read More...

ପଂଚାୟତ ପିଇଓ ସୁଦାମ ଚରଣ ମାଝୀଙ୍କ ଘରେ ଭିଜିଲାନ୍ସ ଚଢାଉ

ସମ୍ବଲପୁର : ସ‌ମ୍ବଲପୁର ଜି‌ଲ୍ଲା ଯୁଯୁମୁରା ବ୍ଲକ ବରଙ୍ଗାମାଲ ପଂଚାୟତ ପିଇଓ ସୁଦାମ ଚରଣ ମାଝୀଙ୍କ ଘରେ ଆୟ ବହିର୍ଭୁତ ସମ୍ପ‌ତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଉଛି । ପିଇଓ ମାଝୀଙ୍କ ସାକ୍ଷୀପଡାର ବ୍ୟାଙ୍କ କଲୋନୀରେ ତାଙ୍କ ବାସଭବନ ଓ ବରଙ୍ଗାମାଲ କାର୍ୟ୍ୟାଳୟରେ ଚଢାଉ
Read More...

ଚୀନ୍‌ ଓ ପାକିସ୍ତାନର ଚ୍ୟାଲେଞ୍ଜର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଦେବେ ସ୍ୱତନ୍ତ୍ର ମନ୍ତ୍ର : ମିଳିତ କମାଣ୍ଡର…

ନୂଆଦିଲ୍ଲୀ : ମାର୍ଚ୍ଚ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମରିକ ବାହିନୀର ମିଳିତ କମାଣ୍ଡର ସମ୍ମିଳନୀରେ ଯୋଗଦେବେ । ଗୁଜୁରାଟର କେଭାଡିଆରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ସମ୍ମିଳନୀରେ ଚୀନ୍ ଏବଂ ପାକିସ୍ତାନ ସାମ୍ନାରେ ଚାଲିଥିବା କାର୍ୟ୍ୟକଳାପକୁ ପିଏମ ମୋଦୀ ସମୀକ୍ଷା
Read More...

ସାବାସ୍‌ ବଲାଙ୍ଗିର ଟ୍ରାଫିକ୍‌ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳ ପାଖାପାଖି ୯ଟା ସମୟରେ ବଲାଙ୍ଗିର ଟ୍ରାଫିକ୍‌ ପୋଲିସ୍‌ର ଏକ ପ୍ରଶଂସନୀୟ ପଦକ୍ଷେପ ସାମ୍‌ନାକୁ ଆସିଛି । ସୂଚନା ଅନୁସାରେ ସମ୍ବଲପୁର ରୋଡ଼ପଟୁ ମୋଟର ସାଇକେଲରେ ନିଜର ପତ୍ନୀ ଏବଂ ଦୁଇ ସନ୍ତାନଙ୍କୁ ଧରି ଆସୁଥିବା ବେଳେ ସ୍ଥାନୀୟ ପାଟଣା ଛକ ସ୍ଥିତ
Read More...

ଓଲଟିଲା ଗୋରୁ ବୋଝେଇ ଟ୍ରକ : ୧୫ରୁ ଅଧିକ ଗୋରୁଙ୍କ ମୃତ୍ୟୁ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଏନଏଚ୍-୬୦ର ବସ୍ତା ବାଇପାସ୍ ନିକଟରେ ଓଲଟିଲା ଗୋରୁ ବୋଝେଇ ଗାଡି । ଭଦ୍ରକ ପଟୁ ୧୦୦ରୁ ଊର୍ଦ୍ଧ୍ୱ ଗୋରୁ ବୋଝେଇ କରି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଗୋରୁ ବୋଝେଇ ଟ୍ରକ ବୋଲେରୋକୁ ଧକ୍କା ଦେଇ ଓଲଟିପଡିଲା । ଫଳରେ ଘଟଣାସ୍ଥଳରେ ୧୫ ଗୋରୁ ମୃତ ।
Read More...

ବଲାଙ୍ଗିର ସହରରେ ଆଜିର ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଟମାଟର୍‌ - ୨୦ ଟଙ୍କା, ଭେଣ୍ଡି - ୫୦ ଟଙ୍କା, ବିମ୍‌ - ୬୦ ଟଙ୍କା, ସିମ୍ବ - ୬୦ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) - ୧୦୦ ଟଙ୍କା, ଅଦା - ୬୦
Read More...