Daily Archives

ରାଜ୍ୟରେ ଆଜି ୬୦ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୭୨୦ ରହିଛି । ଆଜି ୬୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୪ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ
Read More...

ଗତ ୧୪ ଦିନ ମଧ୍ୟରେ ୬ଟି ହାତୀର ମୃତ୍ୟୁ ମାମଲାର ସ୍ଥିତି ଅନୁଧ୍ୟାନ ପାଇଁ କଳାହାଣ୍ଡି ଜିଲ୍ଲା ଗସ୍ତରେ ପିସିସିଏଫ୍ ଶଶି…

କଳାହାଣ୍ଡି : ଗତ ୧୪ ଦିନ ମଧ୍ୟରେ ୬ଟି ହାତୀର ମୃତ୍ୟୁ ମାମଲାର ସ୍ଥିତି ଅନୁଧ୍ୟାନ ପାଇଁ ଆଜି କଳାହାଣ୍ଡି ଜିଲ୍ଲା କର୍ଲାପାଟ ବନ୍ୟପ୍ରାଣୀ ଅଭୟାରଣ୍ୟ ଗସ୍ତ କରିଛ‌ନ୍ତି ପିସିସିଏଫ୍ ଶଶି ପଲ୍ । ପେଷ୍ଟେରେଲା ମଲ୍ଟୋସିଡା ବ୍ୟାକ୍ଟେରିଆ ଦ୍ଵାରା ସଂକ୍ରମିତ ହୋଇ ୬ଟି ହାତୀ ହେମୋରାଜିକ୍
Read More...

ମାଓବାଦୀଙ୍କ ନାଁରେ ଚାନ୍ଦା ଆଦାୟ ଅଭିଯୋଗରେ ଜଣକୁ ଗିରଫ କରିବା ସହ ଦୁଇ ନାବାଳକକୁ ଅଟକ ରଖିଛି ପୋଲିସ

କଳାହାଣ୍ଡି, (ପି.କେ. ସାହୁ) : ମଦନପୁର ରାମପୁରରେ ମାଓବାଦୀଙ୍କ ନାଁରେ ଚାନ୍ଦା ଆଦାୟ ଅଭିଯୋଗରେ ପୋଲିସ ଜଣକୁ ଗିରଫ କରିବା ସହ ଦୁଇ ନାବାଳକକୁ ଅଟକ ରଖିଛି । ତେବେ ମଦ ବ୍ୟବସାୟକୁ ବିରୋଧ କରି ୨୦ ହଜାର ଟଙ୍କା ଦାବୀ କରିଥିବା ସହ ପୋଷ୍ଟର ଜରିଆରେ ବ୍ୟାଙ୍କ ଆକାଣ୍ଟ୍ ନମ୍ବର ଦେଇ ୨୪ ଘଣ୍ଟା
Read More...

ରାଜ୍ୟସ୍ତରୀୟ ଆଦିବାସୀ ସାଂସ୍କୃତିକ ମହୋତ୍ସବ ପାଇଁ ପ୍ରସ୍ତୁତି

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଆଦିବାସୀ ଭବନ ଠାରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଏକ ବୈଠକ ଜ଼ିଲ୍ଲା ସଭାପତି ବ୍ରଜକିଶୋର ସିଂଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ଼ ଠାରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ତରଫରୁ ରାଜ୍ୟସ୍ତରୀୟ ଆଦିବାସୀ ସାଂସ୍କୃତିକ ମହୋତ୍ସବ
Read More...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ୪ ବଖରା ଘର

ଭଦ୍ରକ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଯାଇଛି ୪ ବଖରା ଘର । ସୂଚନା ଅନୁସାରେ ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଉଳପୋଖରୀ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି । ଏଥିରେ ଗୋଟିଏ ପରିବାରର ୪ ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି।
Read More...

ମହ‌ଙ୍ଗା ପଡ଼ିଲା ଅଶ୍ଳୀଳ ଭିଡିଓ ଭାଇରାଲ : ଯୁବକ ଗିରଫ

ବାଙ୍କୀ : ମହ‌ଙ୍ଗା ପଡ଼ିଲା ଅଶ୍ଳୀଳ ଭିଡିଓ ଭାଇରାଲ । ଏହି ଘଟଣାରେ ଜଣେ ଯୁବକ ଗିରଫ୍‌ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବାଙ୍କୀ ଥାନା ଡମପଡ଼ା ବ୍ଲକ ଅଞ୍ଚଳର ଜଣେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିଥିବା ଗଞ୍ଜାମ ପୁରୁଷୋତ୍ତପୁରର କୃଷ୍ଣଚନ୍ଦ୍ର ନାଥଙ୍କୁ ଗୋପାଳପୁରଠାରୁ ପୋଲିସ
Read More...

ବଲାଙ୍ଗିର ସହରରେ ଆଜିର ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଟମାଟର୍‌ - ୨୪ ଟଙ୍କା, ଭେଣ୍ଡି - ୫୦ ଟଙ୍କା, ବିମ୍‌ - ୫୦ ଟଙ୍କା, ସିମ୍ବ - ୫୦ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) - ୧୨୦ ଟଙ୍କା, ଅଦା - ୬୦
Read More...

ଇରାକରେ ୧୩ ତୁର୍କୀ ସୈନିକଙ୍କୁ ହତ୍ୟା

ଅଙ୍କାରା : ପାକିସ୍ତାନ ସହିତ କାଶ୍ମୀରରେ ଆତଙ୍କବାଦୀ କାର୍ୟ୍ୟକଳାପ ବଢ଼ାଇବାକୁ ଯୋଜନା କରୁଥିବା ତୁର୍କୀ ଇରାକରେ ଏକ ବଡ଼ ଧରଣର ବିପର୍ୟ୍ୟୟର ସମ୍ମୁଖୀନ ହୋଇଛି । ଉତ୍ତର ଇରାକର ଗୁମ୍ଫା ଭିତରେ କୁର୍ଦ୍ଦ ଗରିଲା ଗୋଷ୍ଠୀ ପିକେକେ ୧୩ ଜଣ ତୁର୍କୀ ସୈନିକ ଏବଂ ପୋଲିସ କର୍ମଚାରୀଙ୍କୁ ଅତି
Read More...

ସାପଲହରରେ ମୋ’ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ସାପଲହର ଗାନ୍ଧୀ ସ୍ମାରକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତକାଲି ଅପରାହ୍ନ ୨ଘଟିକା ସମୟରେ ମୋ ସ୍କୁଲ ଅଭିଯାନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଭାରେ ମୁଖ୍ୟ ଅତିଥି ଭାବେ ପାଇକମାଲ ବ୍ଲକ ଶିକ୍ଷା ଅଧିକାରୀ ଚୂଡାମଣି ବାରିକ ଓ ଏବିଇଓ
Read More...