ପଶ୍ଚିମ ଆଫ୍ରିକୀୟ ଦେଶରେ ମାରାତ୍ମକ ଇବୋଲା ଭୂତାଣୁ ସଂକ୍ରମଣରେ ୪ ମୃତ : ମହାମାରୀ ଘୋଷଣା
କୋନାକ୍ରି : ପଶ୍ଚିମ ଆଫ୍ରିକୀୟ ଦେଶ ଗିନିରେ ୫ ବର୍ଷ ପରେ କରୋନା ବିପର୍ୟ୍ୟୟ ମଧ୍ୟରେ ପୁଣି ମାରାତ୍ମକ ଇବୋଲା ଭୂତାଣୁ ବ୍ୟାପିଛି । ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୪ ଜଣ ଲୋକ ସଂକ୍ରମିତ ହୋଇଛନ୍ତି । ଇବୋଲା ବିପଦକୁ ଦୃଷ୍ଟିରେ ରଖି ଗିନି ସରକାର ଇବୋଲା ଭୂତାଣୁ ସଂକ୍ରମଣକୁ ମହାମାରୀ!-->…
Read More...
Read More...