Daily Archives

ସମ୍ବଲପୁରରେ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ସଫଳ

ସମ୍ବଲପୁର : ପେଟ୍ରୋଲ ଓ ଡିଜେଲ ଦରରେ ଅହେତୁକ ବୃଦ୍ଧି ଯୋଗୁ ସାଧାରଣ ଜନତା ଅତିଷ୍ଠ ହୋଇ ପଡ଼ିଥିବା ଅଭିଯୋଗ କରି ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଦଳ ପକ୍ଷରୁ ଆଜି ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସମ୍ବଲପୁରରେ ବନ୍ଦର ପ୍ରଭାବ ପରିଲକ୍ଷିତ
Read More...

କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାକୁ ସୁନ୍ଦରଗଡ଼ରେ ମିଳିଛି ସମର୍ଥନ

ସୁନ୍ଦରଗଡ଼ : ପେଟ୍ରୋଲ ଓ ଡିଜେଲ ଦରରେ ଅହେତୁକ ବୃଦ୍ଧି ଯୋଗୁ ସାଧାରଣ ଜନତା ଅତିଷ୍ଠ ହୋଇ ପଡ଼ିଥିବା ଅଭିଯୋଗ କରିଛି କଂଗ୍ରେସ । ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରତିବାଦରେ ଦଳ ପକ୍ଷରୁ ଆଜି ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବା ବେଳେ
Read More...

ଜାତୀୟ ରାଜପଥ ଟୋଲରେ ଦେୟ ପାଇଁ ଫାଷ୍ଟ ଟ୍ୟାଗ୍ ଆବଶ୍ୟକ ଆଜିଠାରୁ ସାରା ଦେଶରେ, ନଚେତ୍ ଡ଼ବଲ୍‌ ଜରିମାନା

ନୂଆଦିଲ୍ଲୀ : ଆଜିଠାରୁ ସାରା ଦେଶରେ ଜାତୀୟ ରାଜପଥ ଟୋଲରେ ଦେୟ ପାଇଁ ଫାଷ୍ଟ ଟ୍ୟାଗ୍ ବାଧ୍ୟତାମୂଳକ କରାଯାଇଛି । ଯେଉଁ ଗାଡିରେ ଫାଷ୍ଟ ଟ୍ୟାଗ୍ ନାହିଁ, ତାଙ୍କୁ ଅଧିକ ଜୋରିମାନା କରାଯିବ । ତେବେ ଦୁଇଟି ଚକିଆ ଯାନ ଫାଷ୍ଟ ଟ୍ୟାଗରୁ ମୁକ୍ତ ଅଛି । ଯଦି କାରରେ ଫାଷ୍ଟ ଟ୍ୟାଗ୍ ନାହିଁ, ତେବେ
Read More...

ଡକାୟତି ଉଦ୍ୟମ ପ‌ଣ୍ଡ : ବାହାଘର ଭୋଜିରେ ମୁଖାପିନ୍ଧା ଗ୍ୟାଙ୍ଗ, ଠେଙ୍ଗା ବାଡ଼ି ଧରି ଗୋଡ଼ାଇଲେ ଲୋକେ

ସମ୍ବଲପୁର : ବାହାଘର ଭୋଜିରେ ପଶି ଟଙ୍କା, ଗହଣା ଆଦି ଲୁଟ୍‌ କରିବାକୁ ଏକ ମୁଖାପିନ୍ଧା ଗ୍ୟାଙ୍ଗ ଉଦ୍ୟମ କରିବା ଘଟଣା ସହରରେ ଚହଳ ସୃଷ୍ଟି କରିଛି । ଏହି ଘଟଣା ଘଟିଛି ଅଇଁଠାପାଲି ଥାନା ଗୋପାଳମାଲ ଅଞ୍ଚଳରେ । ଲୋକେ ପାଟିତୁଣ୍ଡ କରିବା ପରେ ମୁଖାପିନ୍ଧା ଗ୍ୟାଙ୍ଗ୍‌ ଦୌଡ଼ି ପଳାଇଥିବା
Read More...

ରାଜ୍ୟରେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୭୪୪ : ଆଜି ୮୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୭୪୪ ରହିଛି । ଆଜି ୮୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୭ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ
Read More...

ଖପ୍ରାଖୋଲରେ ନୂତନ ପେଟ୍ରୋଲ ପମ୍ପ ଉଦ୍‌ଘାଟିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଲୋକମାନଙ୍କ ହିତକୁ ଦୃଷ୍ଟିରେ ରଖି ଖପ୍ରାଖୋଲରେ ଏକ ନୂତନ ପେଟ୍ରୋଲ ପମ୍ପ ଉଦ୍‌ଘାଟିତ ହୋଇଯାଇଛି । ଲୋକେ କିପରି ସ୍ବଚ୍ଛ ପେଟ୍ରୋଲ, ଡିଜେଲ ସୁଲଭ ମୂଲ୍ୟରେ ପାଇ ପାରିବେ, ଏହା ହିଁ ଆମର ପ୍ରଥମ ଲକ୍ଷ୍ୟ ବୋଲି ଫିଲିଙ୍ଗ ଷ୍ଟେସନର ମାଲିକ ସୁନିଲ କୁମାର ପ୍ରଧାନ
Read More...

କଂଗ୍ରେସର ବନ୍ଦ ଡ଼ାକରା : ବଲାଙ୍ଗିର ସହର ଠପ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପ୍ରାତଃ ୭ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ୟ୍ୟନ୍ତ କଂଗ୍ରେସ ଦଳ ସାରା ରାଜ୍ୟରେ ବନ୍ଦ ଡାକରା ଦେଇଛି । ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଅହେତୁକ ମୂଲ୍ୟବୃଦ୍ଧି ସହ ରାଜ୍ୟରେ ବେକାରୀ ସଂଖ୍ୟା ବୃଦ୍ଧି, ନାରୀ ନିର୍ୟ୍ୟାତନା, ଶିଶୁ ନିଖୋଜ, ଚାଷୀ
Read More...

ତୈଳ ଦର ବୃଦ୍ଧି ପରେ ମହଙ୍ଗା ହେଲା ଏଲପିଜି ଗ୍ୟାସ : ବଢ଼ିଲା ଚିନ୍ତା

ଭୁବନେ‌ଶ୍ୱର : ପେଟ୍ରୋଲ ଓ ଡିଜେଲ୍‌ ଦର ହୁ ହୁ ହୋଇ ବଢ଼ିଚାଲିଥିବା ବେଳେ ସରକାରୀ ତେଲ କମ୍ପାନୀ ପୁଣି ଏଲ୍‌ପିଜି ଦର ବୃଦ୍ଧି କରିଛନ୍ତି । ୧୪.୨ କିଲୋ ବିଶିଷ୍ଟ ଏଲ୍‌ପିଜି ଦର ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ସୂଚନା ଅନୁସାରେ ଆଜିଠାରୁ ଏହି ବର୍ଦ୍ଧିତ
Read More...

ମିଆଁମାରରେ ଚୀନ୍ ବିରୋଧରେ ବ୍ୟାପକ ପ୍ରଦର୍ଶନ, ସେନା ପ୍ରଥମ ଥର ପାଇଁ ଗୁଳି ଚଳାଇଲା

ୟାଙ୍ଗନ୍ : ଗତ ୯ ଦିନ ଧରି ମିଆଁମାରରେ ହୋଇଥିବା ସାମରିକ ଶାସନକୁ ନେଇ ସାଧାରଣରେ ବିରୋଧ ଜାରି ରହିଛି । ଏବେ ବିକ୍ଷୋଭକାରୀଙ୍କ ଟାର୍ଗେଟରେ ଚୀନ୍ ସରକାର । ଏହି ସମୟରେ, ଜନ ବିଦ୍ରୋହକୁ ଦମନ କରିବା ପାଇଁ ସେନା ଟ୍ୟାଙ୍କ ନିୟୋଜିତ କରିଛି ଏବଂ କିଛି ଅଞ୍ଚଳରେ ଗୁଳି ବିନିମୟ ହୋଇଥିବାର ଖବର
Read More...