Daily Archives

ରାଜ୍ୟରେ ଆଜି ୫୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୫୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୫ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ
Read More...

ଚାଷୀମାନଙ୍କ ହିତକୁ ନେଇ ବିଜେପି ପକ୍ଷରୁ ରାସ୍ତା ରୋକ

ଖ୍ରପାଖୋଲ, (କ୍ରିଷ୍ଣା ସେଠୀ) : ଆଜି ସକାଳ ୧୦ ଟାରୁ ୧ ଟା ପର୍ୟ୍ୟନ୍ତ ଚାଷୀମାନଙ୍କ ହିତକୁ ନେଇ ଲାଠୋର କଲେଜ ଛକ ଠାରେ ବିଜେପି ପକ୍ଷରୁ ରାସ୍ତା ରୋକ କରାଯାଇଛି । ମଣ୍ଡିରେ ହେଉଥିବା କଟନୀ ଛଟନୀ, ଲେଫସ୍ ହେଇଥିବା ଟୋକନ ପୁନଃ କାର୍ଯ୍ୟକ୍ଷମ କରିବା, ମଣ୍ଡିରେ ପଡି ରହିଥିବା ଧାନ ଶୀଘ୍ର
Read More...

ମୁରିବାହାଲ ଓ ଗାଇମୁଣ୍ଡା ପେକ୍ସରୁ ଧାନ ଉଠାଣ ଦାବୀ ନେଇ ବିଧାୟକ ସାଲୁଜା ଆମରଣ ଅନଶନରେ ବସିଲେ

ମୁରିବାହାଲ : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରପାଲି (କ) ଓ ଗୋଇମୁଣ୍ଡ ପେକ୍ସର ମଣ୍ଡିରୁ ତୁରନ୍ତ ଧାନ ଉଠାଣ ଦାବୀ କରି ଶୁକ୍ରବାର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଆମରଣ ଅନଶନରେ ବସିଥିଲେ । ସେହିପରି ଚାଷୀମାନେ ମଧ୍ୟ ଧାନବସ୍ତା ରଖି ମୁରିବାହାଲ-ବଙ୍ଗୋମୁଣ୍ଡା ପୂର୍ତ୍ତ
Read More...

ବିଜେପି ପକ୍ଷରୁ ବଲାଙ୍ଗିର ସଦର ବ୍ଲକ ଝାଙ୍କରପାଲି ଠାରେ ରାସ୍ତା ରୋକ

ବଲାଙ୍ଗିର ସଦର, (ରାଜେଶ ଦ‌ଣ୍ଡସେନା) : ବିଜେପି ପକ୍ଷରୁ ବଲାଙ୍ଗିର ସଦର ବ୍ଲକ ଝାଙ୍କରପାଲି ଠାରେ ରାସ୍ତା ରୋକ କରାଯାଇଛି । ଘୋଷଣା ଅନୁଯାୟୀ ଦିନ ୧୦ଟାରୁ ୧ଟା ପର୍ୟ୍ୟ‌ନ୍ତ ରା‌ସ୍ତାରୋକା ଅନୁ‌ଷ୍ଠିତ ହେଉଥିବା ବେଳେ ଏଥିଯୋଗୁଁ ବଲାଙ୍ଗିର ପାଟଣାଗଡ ମୁଖ୍ୟ ରାସ୍ତାରେ ଯାନାବାହାନ ଚଳାଚଳ
Read More...

ଏମିତି ଚୁମ୍ବନ…ଚୁମିବା ମାତ୍ରେ ଚାଲିଯାଉଥିଲା ଜୀବନ

ଆଜି ହେଉଛି କିସ୍ ଡେ' ଅର୍ଥାତ୍ ଚୁମ୍ବନ ଦିବସ । ପ୍ରାଚୀନ ଭାରତରେ ବିଷାକ୍ତ ଯୁବତୀମାନଙ୍କ ଉଲ୍ଲେଖ ରହିଛି, ଯେଉଁମାନେ ଗୁପ୍ତଚର କାର୍ୟ୍ୟ କରୁଥିଲେ । ପ୍ରାଚୀନ ସାହିତ୍ୟରେ ଏହିପରି ଅନେକ କାହାଣୀ ଦେଖିବାକୁ ମିଳେ, ଯେତେବେଳେ ରାଜାମାନେ ଶତ୍ରୁମାନଙ୍କୁ ପ୍ରତାରଣା କରିବା ପାଇଁ ବିଷ
Read More...

ବଲାଙ୍ଗିର କପ୍‌ ଫାଇନାଲ ମ୍ୟାଚ୍‌ : ଗାନ୍ଧୀନଗର ଦଳ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ମାଇଲ୍‌ ଫର୍‌ ଅଲ୍‌ ଫାଉଣ୍ଡେସନ ତରଫରୁ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ବଲାଙ୍ଗିର କପ୍‌ ସ୍ଥାନୀୟ ମିଶନ ପଡିଆ ଠାରେ ଗତ ୧୧ ତାରିଖ ଦିନ ଗାନ୍ଧୀନଗର ଏବଂ ପାଟଣାଗଡ ଦଳ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଖେଳା ଯାଇଥିଲା । ତେବେ ଏଥିରେ ୨୦ ଓଭର୍‌ରେ ୧୭୮ ରନ୍‌
Read More...

ବେନ୍ଦେର ଉପ ନିର୍ବାଚନ : ସମିତି ସଭ୍ୟ ଭାବେ ଅରୁଣ ପ୍ରଧାନ ବିଜୟୀ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ବେନ୍ଦେର ପଞ୍ଚାୟତ ପୂର୍ବ ସମିତି ସଭ୍ୟ ଲକ୍ଷ ପ୍ରଧାନଙ୍କ କୌଣସି କାରଣରୁ ମୃତ୍ୟୁ ହୋଇଥିବା ବେଳେ ସେବେଠୁ ସମିତି ସଭ୍ୟ ପଦ ଖାଲି ପଡିଥିଲା । ଏହି ଉପ ନିର୍ବାଚନରେ ଦୁଇ ଜଣ ସମିତି ସଭ୍ୟ ପ୍ରାର୍ଥୀ ଭାବେ ଭୋଟରେ ଉଠିଥିବା
Read More...

ଡେଲାଙ୍ଗ ବ୍ଲକ୍‌ର ହାଇସ୍କୁଲ ମାନଙ୍କରେ କୋଭିଡ଼ ଗାଇଡ଼ ସଚେତନ କାର୍ଯ୍ୟକ୍ରମ

ଡେ଼ଲାଙ୍ଗ, (ଦିଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ୍‌ ବିଇଓଙ୍କ ତତ୍ୱାବଧାନରେ ସମଗ୍ର ଶିକ୍ଷା ଗାଇଡ଼ ଲାଇନ ଅନୁସାରେ ବିଦ୍ୟାଳୟ ମାନଙ୍କର ଦଶମ ଶ୍ରେଣୀ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ମାର୍ଗଦର୍ଶନ ଦିଆଯାଉଛି । ଛାତ୍ରଛାତ୍ରୀମାନଙ୍କର ମନୋବଳ ବଢ଼ାଇବା ସହିତ ଆତ୍ମବିଶ୍ୱାସ ସୃଷ୍ଟି
Read More...

ଆଜି ଗଞ୍ଜାମ ପାତ୍ରପୁର ବ୍ଲକର ୮ ଗାଁରେ ଚାଲିଛି ପଞ୍ଚାୟତ ନିର୍ବାଚନ

ବ୍ରହ୍ମପୁର : ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ଆଜି ଏଥିପାଇଁ ଓଡ଼ିଶା ସୀମାନ୍ତରେ ଥିବା ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକର ବିଭିନ୍ନ ପଞ୍ଚାୟତର ପ୍ରାୟ ୮ ଟି ଗାଁରେ ନିର୍ବାଚନ ହେଉଛି । ତେବେ ଏହି ନିର୍ବାଚନ ପାଇଁ ଆନ୍ଧ୍ର ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି । ଅନ୍ୟପଟେ ଓଡ଼ିଶା ସରକାର ତଥା
Read More...

ଏପ୍ରିଲ ୨ରେ ରିଲିଜ ହେବ ଫିଲ୍ମ ସୂର୍ଯ୍ୟବଂଶୀ

ମୁମ୍ବାଇ : ଫିଲ୍ମ ସୂର୍ଯ୍ୟବଂଶୀ ଫିଲ୍ମ ଏପ୍ରିଲ ୨ରେ ରିଲିଜ ହେବ ବୋଲି ଜଣାପଡ଼ିଛି । ପୂର୍ବରୁ ଏହି ଫିଲ୍ମର ଟ୍ରେଲରରେ ଖିଲାଡ଼ି କୁମାର ଅକ୍ଷୟଙ୍କୁ ପୋଲିସ ଅଫିସର ଭାବେ ଦେଖିବାକୁ ମିଳିଛି । ଟ୍ରେଲରକୁ ଦର୍ଶକ ମଧ୍ୟ ଭଲ ରେସପନ୍ସ ଦେଇଥିଲେ । ଏଥିରେ ଅକ୍ଷୟଙ୍କ ସହିତ କ୍ୟାଟ୍ରିନା କୈଫ୍‌,
Read More...