Daily Archives

ଖୁଣ୍ଟସମଲେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସାଧନ କେନ୍ଦ୍ର ସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ

ପାଟଣାଗଡ଼, (ପୁସ୍ତମ ଯୁଆଡି) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଖୁଣ୍ଟସମଲେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ସାଧନ କେନ୍ଦ୍ର ସଂଯୋଜକ ରଜନୀ ରଂଜନ ରଥଙ୍କ ତତ୍ତ୍ବାବଧାନରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଚାରକ ଭାବରେ ବିଜ୍ଞାନ ଶିକ୍ଷକ ଭକ୍ତରାମ
Read More...

ଡେଲାଙ୍ଗରେ ୮୧ ଜଣ ସରକାରୀ କର୍ମଚାରୀ ନେଲେ କୋଭିଡ-୧୯ ଟୀକା

ଡେଲାଙ୍ଗ, (ଦିଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ କୋଭିଡ ଟୀକାକରଣ ଅନୁଷ୍ଠିତ ହୋଇଥିଲା । ଏଥିରେ ଡେଲାଙ୍ଗ ବ୍ଲକ, ତହସିଲ, ଥାନା କର୍ମଚାରୀ ତଥା ଅଗ୍ନିଶମ ବାହିନୀ ଓ ମେଡିକାଲର ସମସ୍ତ କର୍ମଚାରୀଙ୍କୁ ମାଗଣା କୋଭିଡ ଭ୍ୟାକସିନ ଦିଆଯାଇଥିଲା
Read More...

ବନ୍ୟା ଜନିତ ଫସଲ କ୍ଷୟକ୍ଷତି ସହାୟତା ରାଶି କେବେ ମିଳିବ ?

ଡେଲାଙ୍ଗ, (ଦିଲୀପ କୁମାର ଧାଉଡ଼ିଆ) : ଗତ ବର୍ଷ ଭୟାବହ କରୋନା ମହାମାରୀ ନଯାଉଣୁ ଅଗଷ୍ଟ ମାସର ପ୍ରଳୟଙ୍କରୀ ବନ୍ୟାରେ ଡେଲାଙ୍ଗ ଅଚଂଳରେ ହଜାର ହଜାର ଏକର ଚାଷଜମି ଜଳାର୍ଣ୍ଣବ ହେବା ସହ ବ୍ୟାପକ ଭାବେ ଧାନ, ପରିବା ଫସଲ କ୍ଷୟକ୍ଷତି ଘଟିଥିଲା । ଯାହାଫଳରେ ଚାଷୀ ଦୁର୍ଦ୍ଦଶାର ସମ୍ମୁଖୀନ ହେବା
Read More...

ଶ୍ରୀକ୍ଷେତ୍ରରେ ଜଗନ୍ନାଥ ଦର୍ଶନ ପାଇଁ ଏସ୍. ଓ. ପି ଜାରି

ପୁରୀ : ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ ପୁନଶ୍ଚ ଦର୍ଶନାଥୀଙ୍କ ପାଇଁଁ ଉନ୍ମୁକ୍ତ କରିବା ନିମନ୍ତେ ମାନକ କ୍ରିୟାନ୍ୱୟନ ପଦ୍ଧତି (ଏସ୍. ଓ. ପି) । ଏହା ଚଳିତ ମାସ ଫେବୃୟାରୀ ୧୨. ୨୦୨୧ ତାରିଖ ଠାରୁ ଲାଗୁ ହେବ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି
Read More...

ତୀବ୍ର ହେବ ଆନ୍ଦୋଳନ : ୧୮ରେ ଦେଶ ବ୍ୟାପି ରେଳ ରୋକ ଡ଼ାକରା ଦେଲା କୃଷକ ସଂଗଠନ

ନୂଆଦିଲ୍ଲୀ : କୃଷକ ସଂଗଠନ ସେମାନଙ୍କ ଆନ୍ଦୋଳନ ଶେଷ କରିବାକୁ ପ୍ରସ୍ତୁତ ନୁହଁନ୍ତି । ଫେବୃଆରୀ ୧୮ରେ ଚାରି ଘଣ୍ଟା ପାଇଁ ରେଳ ରୋକ ଡ଼ାକରା ଦେଇଛନ୍ତି କୃଷକ ସଂଗଠନଗୁଡ଼ିକ । ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ଆହୁରି କୃଷକ ସଂଗଠନଗୁଡ଼ିକ ସେମାନଙ୍କର ଆନ୍ଦୋଳନକୁ ତୀବ୍ର କରିବାକୁ
Read More...

ରାଜ୍ୟରେ ଆଜି ୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୯ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ
Read More...

ପ୍ରଥମ ଥର ପାଇଁ ବାଇଡେନ ଚୀନ୍ ସହ କଥା ହେଲେ ଏବଂ ଏହି ସର୍ତ୍ତ ରଖିଲେ

‌ୱାଶିଂଟନ୍‌ : ଆମେରିକା ଏବଂ ଚୀନ୍ ମଧ୍ୟରେ ତିକ୍ତ ସମ୍ପର୍କ ମଧ୍ୟରେ ନୂତନ ରାଷ୍ଟ୍ରପତି ଜୋ ବାଇଡେନ ପ୍ରଥମ ଥର ପାଇଁ ଫୋନରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ କଥା ହୋଇଥିଲେ । ବାଇଡେନ ଟୁଇଟ୍ କରି କହିଛନ୍ତି ଯେ, ମୁଁ ରାଷ୍ଟ୍ରପତିଙ୍କ ସହ କଥା ହୋଇ ଚୀନ୍ ଲୋକଙ୍କୁ ଚନ୍ଦ୍ର ନୂତନ
Read More...

ପାଏଗୋଙ୍ଗ ହ୍ରଦର ଉତ୍ତର ଏବଂ ପଶ୍ଚିମ ତଟରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଚୁକ୍ତି ହୋଇଛି : ରାଜନାଥ ସିଂ

ନୂଆଦି‌ଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାଜ୍ୟସଭାରେ କହିଛନ୍ତି ଯେ, ଉଭୟ ପକ୍ଷ ପାଏଗୋଙ୍ଗ ହ୍ରଦ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ସହମତ ହୋଇଛନ୍ତି । ଏହାପୂର୍ବରୁ ଚୀନ୍ ବୁଧବାର ଏହା ଘୋଷଣା କରିଛି । ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ମୁଁ ଗୃହକୁ କହି ଖୁସି ଯେ ଆମର
Read More...

ମାର୍ଚ୍ଚ ୩୦ରେ ପାଳନ ହେବ ମହାତ୍ମା ଗାନ୍ଧୀଙ୍କ ବ୍ରହ୍ମପୁର ଆଗମନର ଶତବାର୍ଷିକୀ : ସାଂସଦ ଚନ୍ଦ୍ରଶେଖର ସାହୁଙ୍କ…

ବ୍ରହ୍ମପୁର : ମହାତ୍ମା ଗାନ୍ଧିଙ୍କ ବ୍ରହ୍ମପୁର ଆଗମନର ଶତବାର୍ଷିକୀ ପାଳନ ପ୍ରସ୍ତୁତି ବୈଠକ ବୁଧବାର ଇଞ୍ଜିନିୟରିଂ ସ୍କୁଲସ୍ଥିତ ରାଜସ୍ୱ ଡାକବଙ୍ଗଳାଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବ୍ରହ୍ମପୁର ତଥା ଗଞ୍ଜାମ ଜିଲାର ସବୁ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ସହ ଶିକ୍ଷାବିତ, ବୁଦ୍ଧିଜୀବୀ
Read More...

ରାସ୍ତାରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ଇନୋଭା କାର୍

ନୂଆପଡା : ଗତକାଲି ରାତିରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ବଡ଼ମହେଶ୍ଵର ଠାରେ ରାସ୍ତାରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ଇନୋଭା କାର । ଫଳରେ ଘଟଣା‌ସ୍ଥଳରେ ଇନୋଭା ଗାଡ଼ିର ଜଣେ ମୃତ୍ୟୁ ହୋଇଥିବା ବେଳେ, ଚାରି ଜଣ ଗୁରୁତର ହୋଇଛନ୍ତି । ଆହତଙ୍କୁ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ
Read More...