Daily Archives

ବାଲୁକା କଳା ମାଧ୍ୟମରେ ଉ‌ତ୍ତରାଖ‌ଣ୍ଡ ପ୍ରଭାବିତଙ୍କ ପାଇଁ ପ୍ରାର୍ଥନା

ପୁରୀ : ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରି ବାଲୁକା କଳା ମାଧ୍ୟମରେ ଉ‌ତ୍ତରାଖ‌ଣ୍ଡ ପ୍ରଭାବିତଙ୍କ ପାଇଁ ପ୍ରାର୍ଥନା କରିଛ‌ନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସେମାନଙ୍କର ସୁରକ୍ଷିତ ଉଦ୍ଧାର କାମନା କରିଛନ୍ତି । ସୁଦର୍ଶନ କହିଛନ୍ତି, ଏଭଳି ସମୟରେ
Read More...

ଏମଏସପି ଉପରେ ସ୍ପଷ୍ଟ ମତ ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦି‌ଲ୍ଲୀ : ଏମଏସପି ଉପରେ ସ୍ପଷ୍ଟ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପୂର୍ବରୁ ଏମଏସପି ଥିଲା । ଏମଏସପି ଅଛି ଏବଂ ଏମଏସପି ଜାରି ରହିବ । ଗରିବ ଲୋକମାନେ ମଧ୍ୟ ଶସ୍ତା ମୂଲ୍ୟରେ ରାସନ ପାଇବେ । ମଣ୍ଡି ଗୁଡ଼ିକ ଆଧୁନିକୀକରଣ ହେବ ।
Read More...

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁନ୍ତଳା କୁମାରୀ ଗ୍ରନ୍ଥାଗାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେ‌ଶ୍ୱର, (ସୁଶା‌ନ୍ତ ସାହୁ) : ଆଜି ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ଜନ୍ମ ତିଥିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁନ୍ତଳା କୁମାରୀ ଗ୍ରନ୍ଥାଗାର ଲୋକାର୍ପଣ କରିବେ । ଏଥି ସହିତ ଏକାଡେମିକ୍ ବ୍ଲକ୍-୨, ଏକାଡେମିକ୍ ବ୍ଲକ୍-୩
Read More...

ଯାତ୍ରୀବାହୀ ବସ୍‌ ଓଲଟିଲା : ୪ ଆହତ

ବୌଦ୍ଧ, (ବଂଶୀଧର ମାଝୀ) : ବୋୖଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ନିକଟରେ ଯାତ୍ରୀବାହୀ ବସ ଓଲଟିବାରୁ ଏଥିରେ ଥିବା ୪ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ସୂଚନା ମୁତାବକ ଆଜି ଭୋର ସକାଳୁ ମୁନଲାଇଟ ନାମକ ଏକ ଯାତ୍ରୀବାହୀ ବସ୍ (ଓଡି୦୨ବିଜେ୮୯୪୩) ଭବାନୀପାଟଣାରୁ ଭୁବନେଶ୍ୱର ଯାଉଥିବା ବେଳେ
Read More...

ରାଜ୍ୟରେ ଆଜି ୭୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୭୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୮ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ
Read More...

ବାଘ ଛାଲ ଓ ହାତୀଦାନ୍ତ ବିକ୍ରି ପାଇଁ ଡିଲ୍ ଚାଲିଥିଲା ବେଳେ କ୍ରାଇମବ୍ରାଞ୍ଚ ଏସଟିଏଫ ପକ୍ଷରୁ ଚଢଉ : ୩ ଜଣ ଗିରଫ

କେନ୍ଦୁଝର : ବାଘ ଛାଲ ଓ ହାତୀ ଦାନ୍ତ ବିକ୍ରି ପାଇଁ ଡିଲ୍ ଚାଲିଥିଲା ବେଳେ କୌଣସି ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ ଏସଟିଏଫ ପକ୍ଷରୁ ଚଢଉ ହୋଇଥିଲା । ତେବେ ଚଢଉରେ ଗୋଟିଏ ବାଘ ଛାଲ ଓ ଦୁଇଟି ହାତୀ ଦାନ୍ତ ଜବତ କରାଯାଇଥିବା ସହ ଘଟଣାରେ ସଂପୃ‌କ୍ତ ୩ ଜଣଙ୍କୁ ବାନ୍ଧିଛି ଏସଟିଏଫ୍ । ଗିରଫ
Read More...

ଅତି ଶୀଘ୍ର ଲାଠୋର ଡାକ୍ତରଖାନାରେ ଏମବିବିଏସ୍ ଡାକ୍ତର ନିଯୁକ୍ତି ନକଲେ ଆନ୍ଦୋଳନ ହେବ : ଗ୍ରାମବାସୀ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ଲାଠୋର ଡ଼ାକ୍ତରଖାନାରେ ଦୀର୍ଘ ଛଅ ମାସ ହେଲାଣି ଏମ୍ ବି ବିଏସ୍ ଡାକ୍ତର ପଦବୀ ଖାଲି ପଡ଼ିଛି । ଡାକ୍ତର ନଥିବାରୁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଡାକ୍ତର ନିଯୁକ୍ତି ପାଇଁ ବାରମ୍ବାର ଦାବୀ ହେଉଥିଲେ ମଧ୍ୟ କୌଣସି ସୁଫଳ
Read More...

କରୋନା ମହାମାରୀ ପରେ ପ୍ରଥମଥର ପାଇଁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘଦିନ ପରେ ଶ୍ରୀଜିଉଙ୍କ ଦର୍ଶନ କରିବା ପାଇଁ ପୁରୀ ଯିବେ । କରୋନା ମହାମାରୀ ପରେ ପ୍ରଥମଥର ପାଇଁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ପୂର୍ବରୁ ଯଦିଓ ମୁଖ୍ୟମନ୍ତ୍ରୀ ପୁରୀ ଯାଇଥିଲେ କରୋନା କଟକଣା ଯୋଗୁ
Read More...

ମହାତ୍ମା ଗାନ୍ଧୀଙ୍କ ବ୍ରହ୍ମପୁର ଆଗମନର ଶତବାର୍ଷିକୀ ପାଳନ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଜାତିର ପିତା ମହାତ୍ମା ଗାନ୍ଧୀ ୧୯୨୧ ମସିହା ମାର୍ଚ୍ଚ ୨୯ ତାରିଖରେ ବ୍ରହ୍ମପୁର ଆଗମନ କରିଥିଲେ । ସେହି ଆଗମନର ସ୍ମୃତିକୁ ଶହେ ବର୍ଷ ପୂର୍ତ୍ତି ହେଉଛି । ଜାତିର ପିତାଙ୍କ ଆଗମନର ଶତବାର୍ଷିକୀ ଏବଂ ଓଡ଼ିଶାରେ ମହାତ୍ମା ଗାନ୍ଧୀଙ୍କ ଯାତ୍ରାର ସ୍ମୃତି ପାଳନ
Read More...

ଦେଓଗାଁ ବ୍ଲକର ୨୬ ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ୧୮୨୯ ପରୀକ୍ଷା ଦର୍ପଣ ପ୍ରଦାନ କରାଗଲା : ଶହେ ଦିନର ପାଠ ସହ ପରୀକ୍ଷା…

ଦେଓଗାଁ, (ମନୀଷ କୁମାର ସାହୁ) : କରୋନା ଯୋଗୁଁ ୨୦୨୦/୨୧ ଶିକ୍ଷା ବର୍ଷରେ ମ୍ୟାଟ୍ରିକ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀମାନେ ସ୍କୁଲରେ ଶିକ୍ଷା ଦାନ କରିନାହାନ୍ତି । ଯଦିଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନ ଲାଇନ ଶିକ୍ଷା ବ୍ୟବସ୍ଥା କରାଯାଇଥିଲା ଗ୍ରାମାଞ୍ଚଳରେ ତାହା ସମ୍ପୂର୍ଣ୍ଣ ବିଫଳ
Read More...