Daily Archives

ଟୋକନ ଥାଇ ବିକ୍ରୟ ହେଉନି ଧାନ : ଆତ୍ମହତ୍ୟା କରିବା ପାଇଁ ଚେତାବନୀ ଦେଲେ ଚାଷୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସମୟରେ ଧାନମଣ୍ଡି ଗୁଡ଼ିକରେ ବ୍ୟାପକ ଅବ୍ୟବସ୍ଥା ହେଉଥିବାର ନଜିର ରହିଛି । ମାସ ମାସ ଧରି ଟୋକନ ଥାଇ ମଧ୍ୟ ଧାନ ବିକ୍ରି କରି ନ ପରିବା ଯୋଗୁଁ ଚାଷୀକୁଳ ହତାଶ ହେବା ସ୍ବାଭାବିକ । ଅନେକ ଯୋଗ୍ୟ ଚାଷୀ ନିଜର କଷ୍ଟୋପାର୍ଜିତ ଧାନକୁ
Read More...

ରମାଦେବୀ ବିଶ୍ବ ବିଦ୍ୟାଳୟରେ ୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ଜନ୍ମ ତିଥି ଅବସରରେ ମୁଖ୍ୟମନ୍ତ୍ରୀ ରମାଦେବୀ ବିଶ୍ୱବିଦ୍ୟାଳୟ ଗସ୍ତ କରି ୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିଛନ୍ତି । ତେବେ ଏହି କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁ
Read More...

ବିଜ୍ଞାନ ପ୍ରଚାର ସମିତି ତରଫରୁ ସଞ୍ଜୟ ଆନନ୍ଦ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରେଭେନ୍ସା ବିଶ୍ୱ ବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ସମ୍ମିଳନୀ କକ୍ଷରେ ବିଜ୍ଞାନ ପ୍ରଚାର ସମିତିର ବାର୍ଷିକ ଉତ୍ସବରେ ବଲାଙ୍ଗିର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଗ୍ରାମର ସଞ୍ଜୟ ଆନନ୍ଦ ତ୍ରିପାଠୀଙ୍କୁ ସୁକୁମାର-ସୁନନ୍ଦା ‘ଜନପ୍ରିୟ ବିଜ୍ଞାନ’ ପୁରସ୍କାରରେ
Read More...

କପିଲାଭଟାରେ ଭାଗବତ ପ୍ରବଚନ ଉଦଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ ଭାଗବତ ପ୍ରବଚନ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଏଥିରେ ଲୀଳା ପୁରୁଷୋତ୍ତମ ଭଗବାନ କୃଷ୍ଣଚନ୍ଦ୍ରଙ୍କ ଭାଗବତ ପ୍ରବଚନରେ ଶ୍ରୀ ଶ୍ରୀ ପରୀକ୍ଷିତ୍‌ ଜୀ ମହାରାଜ ଯୋଗଦେଇ ପ୍ରବଚନ ଦେଉଛନ୍ତି
Read More...

ମାଁ ଗଙ୍ଗାଦୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ମହାଲିଙ୍ଗ ଚାମ୍ପିଆନ୍‌

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଂଚାୟତ ବଠର୍ଲା ଗ୍ରାମରେ ଚାଲିଥିବା ମାଁ ଗଙ୍ଗାଦୀ କ୍ରିକେଟ ଟୁର୍ଣ୍ଣାମେଣ୍ଟଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି ଦଳ ଭାଗ ନେଇ ଥିବା ବେଳେ ସେମାନଙ୍କ ମଧ୍ୟରୁ ମହାଲିଙ୍ଗ ଓ
Read More...

ଆସିଲା ମାଟ୍ରିକ ପରୀକ୍ଷା ସୂଚୀ

ଭୁବନେଶ୍ୱର : ମେ' ୩ରୁ ମେ' ୧୫ ପର୍ୟ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ବୋର୍ଡ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିବା ବେଳେ ଆଜି କେଉଁ ଦିନ କେଉଁ ବିଷୟରେ ପରୀକ୍ଷା ହେବ ସେନେଇ ସୂଚନା ଦିଆଯାଇଛି । ମେ'- ୩ : ପ୍ରଥମ ଭାଷା - ଓଡ଼ିଆ, ମେ'- ୫ : ଦ୍ୱିତୀୟ ଭାଷା - ଇଂରାଜୀ,
Read More...

ସନ୍ଥ କବି ଭୀମ ଭୋଇଙ୍କ ସମାଧି ପୀଠ ଖଲିଆପାଲି ଠାରେ ମାଘମେଳା ନିମନ୍ତେ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ମୋନିଷା ବାନାର୍ଜୀ (ଭାପ୍ରସେ)ଙ୍କ ଅଧ୍ୟକ୍ଷ୍ୟତାରେ ଜିଲ୍ଲାପାଳଙ୍କ ଆବାସିକ କାର୍ୟ୍ୟାଳୟ ଠାରେ ସନ୍ଥ କବି ଭୀମ ଭୋଇଙ୍କ ସମାଧି ପୀଠ ଖଲିଆପାଲି ଠାରେ ହେବାକୁ ଥିବା ମାଘମେଳା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Read More...

କାର ପଶିଲା ଦୋକାନ ଭିତରକୁ : ୩ ଗୁରୁତର ଆହତ

ସାନଖେମୁଣ୍ଡି : ଦୋକାନ ଭିତରକୁ ପଶିଗଲା କାର ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଭୁବନେ‌ଶ୍ୱରରୁ ରାୟଗଡା ଅଭିମୁଖେ ଯିବା ରାସ୍ତା ପାଟପୁର ଥାନା ଅନ୍ତର୍ଗତ ଉଷ୍ଣ ପ୍ରସବଣ ତପ୍ତପାଣି ଘାଟି ସମ୍ମୁଖରେ ଥିବା ଦୋକାନ ଭିତରେ କାରଟି ପଶି ଯାଇଥିଲା ଫଳରେ ଘଟଣା‌ସ୍ଥଳରେ ୩ ଗୁରୁତର ଆହତ
Read More...

ପଞ୍ଚାୟତ ସ୍ତରୀୟ ନବବର୍ଷ ଓ ପୌଷ ପୂର୍ଣ୍ଣିମା ଭେଟଘାଟ ଅବସରରେ ବନ୍ଧୁ ମିଳନ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ପଞ୍ଚାୟତ ସ୍ତରରେ ଚଟୁଅନକା ଠାରେ ନବବର୍ଷ ଓ ପୌଷ ପୂର୍ଣିମା ଉପଲକ୍ଷେ ଏକ ବନ୍ଧୁ ମିଳନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ସନ୍ତୋଷ ସିଂ ସାଲୁଜା,
Read More...

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଆରଡବ୍ଲୁଏସଏସ କିରାଣୀ

ଜଗତସିଂହପୁର : ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଆରଡବ୍ଲୁଏସଏସ କିରାଣୀ ବୋଲି ଖବର ମଳିଛି । ସୂଜନା ଯୋଗ୍ୟ ଯେ, ପେନସନ ପେପର କରାଦେବା ନାଁରେ ଅବସରପ୍ରାପ୍ତ କର୍ମଚାରୀ ବସନ୍ତ ବାରିକଙ୍କ ଠାରୁ ଜଗତସିଂହପୁର ଆରଡବ୍ଲୁଏସଏସ କିରାଣୀ ଅମରେନ୍ଦ୍ର ଆଚାର୍ୟ୍ୟ
Read More...