Daily Archives

ପୂର୍ବ ସମିତି ସଭ୍ୟ ଛବି ଚରଣ କମ୍ପଙ୍କ ଦେହା‌ନ୍ତ ପରେ ଚକ୍ଷୁଦାନ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ବୁଢୀସିଣ୍ଡୋଲ ଗାଁର ପୂର୍ବ ସମିତି ସଭ୍ୟ ତଥା ସମାଜସେବୀ ଛବି ଚରଣ କମ୍ପଙ୍କ ମୃତ୍ୟୁ ପରେ ତାଙ୍କ ଚକ୍ଷୁଦାନ କରାଯାଇଛି । ପରିବାର ସୂତ୍ରରୁ ପ୍ରକାଶ ଯେ, ଗତ ୩ ତାରିଖ ଦିନ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଛକଠାରେ ଏକ ଅଜଣା ଗାଡି
Read More...

୮ ଜଣଙ୍କୁ ଧକ୍କା ଦେଲା ପରେ କାନ୍ଥରେ ପିଟି ହୋଇ ଜଳିଗଲା କାର୍‌

ଭୁବନେଶ୍ୱର, (ସୁଶାନ୍ତ ସହୁ) : ୮ ଜଣଙ୍କୁ ଧକ୍କା ଦେଲା ପରେ କାନ୍ଥରେ ପିଟି ହୋଇ ଏକ କାର୍‌ ଜଳିଯାଇଛି । ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଶ୍ରୀଲିଙ୍ଗରାଜ ମନ୍ଦିର-କପିଳେଶ୍ୱର ରାସ୍ତାରେ ବେପରୁଆ ଭାବେ କାର୍‌ ଚଳାଇ ମଦ୍ୟପ ଚାଳକ ୮ରୁ ଅଧିକ ଲୋକଙ୍କୁ ଆହତ କରିଥିବା ସୂଚନା ମିଳିଛି ।
Read More...

ଗାଜିଆବାଦରେ ଡ଼ବଲ୍‌ ମର୍ଡର : ବଜରଙ୍ଗ ଦଳ କାର୍ୟ୍ୟକର୍ତ୍ତାଙ୍କ ଘରେ ପଶି ଦୁଇଜଣ ମହିଳାଙ୍କୁ ହତ୍ୟା, ୩ ଶିଶୁ ଆହତ

ଗାଜିଆବାଦ : ଦେଶର ରାଜଧାନୀ ନୂଆଦିଲ୍ଲୀ ନିକଟରେ ଥିବା ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାରେ ଅପରାଧୀମାନେ ବିନା ଭୟରେ ଅପରାଧ କରୁଛନ୍ତି । ଗାଜିଆବାଦର ଶତାବ୍ଦୀପୁରମ୍‌ ଅଞ୍ଚଳରୁ ସଦ୍ୟତମ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଅପରାଧୀମାନେ ଏକ ଘରେ ପ୍ରବେଶ କରି ବିଭ‌ତ୍ସ କା‌ଣ୍ଡ ରଚିଥିଲେ ।
Read More...

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମ-ବେଙ୍ଗଲ ଯିବେ : ଅନେକ ଯୋଜନାର ମୂଳଦୁଆ ପକାଇବେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମ ଏବଂ ପଶ୍ଚିମବଙ୍ଗ ଗସ୍ତ କରିବେ ଏବଂ ଏହି ରାଜ୍ୟଗୁଡିକରେ ବିଭିନ୍ନ ଯୋଜନା ପାଇଁ ମୂଳଦୁଆ ପକାଇବେ । ଏହି ଅବସରରେ ଆୟୋଜିତ କାର୍ୟ୍ୟକ୍ରମକୁ ମଧ୍ୟ ସେ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ (ପିଏମଓ) ଦ୍ୱାରା ପ୍ରକାଶିତ
Read More...

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଆଳୁ - ୧୫ ଟଙ୍କା, ପିଆଜ - ୪୦ ଟଙ୍କା, ରାଂଚି କଂଚା ମଟର - ୪୦ ଟଙ୍କା, ରାୟପୁର କଂଚା ମଟର - ୩୦ ଟଙ୍କା, ଟମାଟର୍‌ - ୧୪ ଟଙ୍କା, ଭେଣ୍ଡି - ୫୦
Read More...