Daily Archives

ବଡାଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ

ତରଭା, (ଜିତେନ୍ଦ୍ର ସା) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦର ସଭାଗୃହରେ ଆଜି ସୁବର୍ଣ୍ଣପୁର ଉପ ଜିଲ୍ଲାପାଳ ନିହାର ରଞ୍ଜନ କହଁରଙ୍କ ଅଧ୍ୟକ୍ଷତାରେ ବଡାଖାନା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦର ପରିମଳ କର୍ମଚାରୀ ଓ
Read More...

ମନ୍ତ୍ରୀଙ୍କ ଗାଡି ଧକ୍କାରେ ବାଇକ ଚାଳକ ଗୁରୁତର

ଜୟପୁର : ବୋରିଗୁମ୍ମା ଥାନା ଛତରଲା ନିକଟରେ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଏକ ପଲସର ଗାଡିକୁ ଧକ୍କା ଦେବାରୁ ବାଇକ ଚାଳକ ଗୁରୁତର ହୋଇଥିବା ଜଣାପଡିଛି । ପରେ ଗୁରୁତର ଅବସ୍ଥାରେ ବାଇକ ଚାଳକଙ୍କୁ ବୋରିକୁମ୍ମା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣାରେ ମନ୍ତ୍ରୀଙ୍କ
Read More...

ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଭଦ୍ରକ : ଆଜି ମଧ୍ୟାହ୍ନରେ ଭଦ୍ରକ ଜି‌ଲ୍ଲା ଚାନ୍ଦବାଲି ସରକାର ନଗର ନିକଟ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ବୋଲି ଖବର ମଳିଛି । ଭଦ୍ରକ ଜି‌ଲ୍ଲା ଚାନ୍ଦବାଲି ସରକାର ନଗର ନିକଟ ଜାତୀୟ ରାଜପଥରେ ସ୍କୁଟିରେ ୨ ଜଣ ଯାଉଥିଲେ । ଦ୍ରୁତଗତିରେ ଆସୁଥିବା ହାଇଓ୍ବା ପଛପଟୁ
Read More...

ଦିନିକିଆ କୋରାପୁଟ ଜିଲା ଗସ୍ତରେ ପୋଲିସ ଡିଜି ଅଭୟ

କୋରାପୁଟ : ଦିନିକିଆ କୋରାପୁଟ ଜିଲ୍ଲା ଗସ୍ତରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଆଜି କୋରାପୁଟ ଆସି ଉଦ୍‌ଘାଟନ କରିଛନ୍ତି ନବନିର୍ମିତ ପୋଲିସ ଆର୍‌ଆଇ କାର୍ୟ୍ୟାଳୟ । ଏଥିସହ ଏଠାରେ ଦକ୍ଷିଣ ପଶ୍ଚିମାଞ୍ଚଳ ଜିଲା ଆରକ୍ଷୀ ଅଧୀକ୍ଷକମାନଙ୍କୁ ନେଇ ଆୟୋଜିତ ସଭାରେ ମାଓବାଦୀ ଦମନ, ଗଞ୍ଜାଇ
Read More...

ଡେଲାଙ୍ଗ ତହସିଲରେ ଫୋନି ସହାୟତା ଅର୍ଥ ଅନିୟମିତତା ନେଇ ଅଭିଯୋଗ : ସୂଚନା ମାଗିଲେ ତଥ୍ୟ ମିଳୁ ନାହିଁ,…

ପୁରୀ, (ଦୀଲିପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ, ଗତ ୨୦୧୯ ମେ ମାସ ୩ ତାରିଖରେ ପ୍ରଳୟଙ୍କାରୀ ଫୋନି ମହାବାତ୍ୟାର ଏକ ବର୍ଷ ୧୦ ମାସ ବିତିଗଲାଣି, କିନ୍ତୁ ଅତି ଦୁଖର ବିଷୟ ଫୋନି ବାସହରାଙ୍କୁ ଏପର୍ୟ୍ୟନ୍ତ ଘରଭଙ୍ଗା ସହାୟତା ମିଳିନାହିଁ । ପ୍ରାଥମିକ ତଦନ୍ତରେ ଯେଉଁମାନଙ୍କର
Read More...

ସଡକ ସୁରକ୍ଷା ମାସ ପାଳନ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସାରା ବିଶ୍ୱରେ ଆମେ ସମସ୍ତେ କରୋନାରେ ଭୀତତ୍ରସ୍ତ । ମାନବ ଜୀବନର ଦୈନନ୍ଦିନ କାର୍ଯ୍ୟକ୍ରମ ଯଥେଷ୍ଟ ପରିମାଣରେ ପ୍ରଭାବିତ । ଲକ୍ଷ୍ୟାଧିକ ବ୍ୟକ୍ତି ଆମ ଗହଣରେ ଆଉ ନାହାନ୍ତି । ଏଥିରେ ମର୍ମ୍ମାହତ । କିନ୍ତୁ , ଚିରାଚରିତ ଭାବରେ ସଡକ ଦୂର୍ଘଟଣାରେ କେତେ
Read More...

ବଲାଙ୍ଗିର ଜିଲ୍ଲା ପ୍ରାଇଭେଟ କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ୍ ଏସୋସିଏସନର ସାଧାରଣ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ହରିହର ହସପିଟାଲ ଠାରେ ବଲାଙ୍ଗିର ଜିଲ୍ଲା ପ୍ରାଇଭେଟ ଏଷ୍ଟାବ୍ଲିସମେଣ୍ଟ ଏସୋସିଏସନର ତୃତୀୟ ସାଧାରଣ ବୈଠକ ସହିତ ଏକ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏସୋସିଏସନ ସଭାପତି ଡା. ନରେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି
Read More...

ସଇଁନ୍ତଲାରେ ୧୦୧ ଜଣଙ୍କୁ କରୋନା ଟୀକା ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କାର୍ୟ୍ୟାଳୟ ପରସରରେ ‌ଦ୍ୱିତୀୟ ପର୍ୟ୍ୟାୟରେ ୧୦୧ ଜଣ କରୋନା ଯୋଦ୍ଧାଙ୍କୁ କରୋନା ଟୀକା ପ୍ରଦାନ କରାଯାଇଛି । ତେବେ ପ୍ରଥମେ ସଇଁନ୍ତଲା ଥାନାର ହାବିଲଦାର ଭୁବନେଶ୍ୱର ଭୋଇଙ୍କୁ ଟୀକା ଦିଆଯାଇଥିଲା । ଏହାପରେ ବିଡ଼ିଓ
Read More...

ଚୀନ୍ ସହ ଟ‌କ୍କର : କୁଏତ ଦେଶର ନେତାମାନେ ପ୍ରଥମ ବୈଠକ କରିପାର‌ନ୍ତି, ପ୍ରସ୍ତୁତିରେ ବାଇଡେନ ପ୍ରଶାସନ

ୱାଶିଂଟନ୍ : କୁଏତ୍‌ ଫ୍ରେମୱାର୍କ ଢ଼ାଞ୍ଚାରେ ଅନ୍ତର୍ଭୁକ୍ତ ଚାରୋଟି ଦେଶ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ଶୀଘ୍ର ପ୍ରଥମ ଥର ପାଇଁ ସାକ୍ଷାତ ହୋଇପାର‌ନ୍ତି । ଚୀନ୍‌ର ଚ୍ୟାଲେଞ୍ଜ ମଧ୍ୟରେ ଏହି ଗୋଷ୍ଠୀ ସୃଷ୍ଟି ହୋଇଛି । କିନ୍ତୁ ଏହା ସହ ଜଡିତ ନେତା ତଥା ଅଧିକାରୀମାନେ ଦାବୀ
Read More...

ଅଭିଭାବକ ସଂଘ ଗଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ଅଭିଭାବକ ମହାସଂଘ ବଲାଙ୍ଗିର ଜିଲ୍ଲା ଆବାହକ ଚକ୍ର ପାଣିଙ୍କ ନେତୃତ୍ୱରେ ବଲାଙ୍ଗିର ଲିଟିଲ ଫ୍ଲାୱାର ସ୍କୁଲର ଏକ ବୈଠକ ସ୍ଥାନୀୟ ମାରୱାଡି ଧର୍ମଶାଳା ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଭିଭାବକ କମିଟି ଗଠନ କରାଯିବା ସହିତ ବିଦ୍ୟାଳୟରେ ହେଉଥିବା
Read More...