Daily Archives

ଅରମାସ୍ ପକ୍ଷରୁ କ୍ଷୁଦ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ପରିସରରେ ଗୁରୁବାର ଅରମାସ୍ ପକ୍ଷରୁ ଅନୁଷ୍ଠିତ କ୍ଷୁଦ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମରେ କଣ୍ଟାମାଳ ବିଡ଼ିଓ କ୍ୟାଟୱାକ୍‌ କରିଥିବା ନଜରକୁ ଆସିଛନ୍ତି । ଏହି କାର୍ୟ୍ୟକ୍ରମରେ କୁନି ପୁଅଝିଅଙ୍କୁ ନେଇ ରଙ୍ଗାରଙ୍ଗ ପରିବେଶ ମଧ୍ୟରେ
Read More...

୧୮ତମ ଗଙ୍ଗାରାମ ସ୍ମାରକୀ କ୍ରିକେଟ : ପଲଶାଗୋରା ସେମିଫାଇନାଲକୁ ପ୍ରବେଶ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଆମ୍ବଗାଁ ବିଜୁ ପଟ୍ଟନାୟକ ଖେଳ ପଡିଆରେ ୧୮ତମ ଗଙ୍ଗାରାମ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ ହୋଇ ଯାଇଛି । ପ୍ରଥମ ଲିଗ ମ୍ୟାଚ ଖେଳରେ ଉଡେନକୁ ୩ ୱିକେଟରେ ଖୁଣ୍ଟିଗୋରା ପରାସ୍ତ କରିଥିବା ବେଳେ ‌ଦ୍ୱିତୀୟ ଲିଗ ମ୍ୟାଚରେ ବରଡିପଦର ଦଳକୁ
Read More...

ତୋଷାଳି ହସ୍ତତନ୍ତ ମେଳା ଉଦଯାପିତ

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ଭୁବନେ‌ଶ୍ୱର ଜନତା ମଇଦାନରେ ୧୫ଦିନ ଧରି ଚାଲିଥିବା ଜାତୀୟ ତୋଷାଳି ହସ୍ତତନ୍ତ ମେଳା ଗତକାଲି ଉଦଯାପିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତୀ ଡଃ ଏସ୍ ମୂରଲୀଧର ତୋଷାଳି ମେଳା ପରିସର ବୁଲି
Read More...

ଜାମସେଠରେ କୋଭିଡ ଯୋଦ୍ଧୋଙ୍କୁ ଟୀକାକରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଜାମସେଠ ପଞ୍ଚାୟତ ପରିସରରେ କୋଭିଡ ଯୋଦ୍ଧୋଙ୍କୁ ଟୀକାକରଣ କରଣ କରାଯାଇଛି। ମୁଖ୍ୟ ଅତିଥି ଭାବେ ଜାମସେଠ ସରପଞ୍ଚ ରମ୍ଭା ତାଣ୍ଡି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବୁକୁରାମୁଣ୍ଡା ଚିକିତ୍ସାଧିକାରୀ ସୌମ୍ୟରଞ୍ଜନ
Read More...

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଫୁଲକୋବି - ୨୦ ଟଙ୍କା, ବଂଧାକୋବି - ୨୦ ଟଙ୍କା, ବ୍ରୁ କୋଲି- ୪୦ ଟଙ୍କା, ଝୁଲଣ (ଝୁନ୍‌ଗା) - ୩୦ ଟଙ୍କା, କଖାରୁ (ମାଖନ୍‌) - ୧୫ ଟଙ୍କା, କଲରା
Read More...