Daily Archives

ବଲାଙ୍ଗିର ଜିଲ୍ଲାରେ ଆଜି ଆକ୍ରାନ୍ତ‌ଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂଚନାରେ କୁହାଯାଇଛି । ବଲାଙ୍ଗିର ପୌରାଞ୍ଚଳର ୱାର୍ଡ ନଂ. ୨ରୁ ଜଣେ ସଂକ୍ରମିତ ହୋଇଛନ୍ତି । ଜିଲ୍ଲାରେ ୮ ଜଣ ଏକ୍‌ଟିଭ୍‌ ସଂକ୍ରମିତ ଚିକିତ୍ସାଧୀନ ରହିଥିବା କୁହାଯାଇଛି ।
Read More...

ମାଓବାଦୀ ଭୟରେ ଗାଁ ଛାଡ଼ିଦେଲେ ୮୫ ପରିବାର

ଚିତ୍ରକୋଣ୍ଡା : ପୁଣି ମାଓବାଦୀ ଭୟରେ ଭିଟାମାଟି ଛାଡିଲେ ସ୍ୱାଭିମାନ ଅଞ୍ଚଳର ୮୫ ପରିବାର । ଗତକାଲି ଠାରୁ ଆସି ସେମାନେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ରାଜୁଲକୋଣ୍ଡାରେ ସରକାରୀ ଫଳ ବଗିଚା ନିକଟରେ ଅଵସ୍ଥାପନ କରୁଛନ୍ତି । ସେମାନଙ୍କ କହିବା ଅନୁସାରେ ସେମାନଙ୍କ ପାଖରେ ସଦାସର୍ବଦା ମାଓବାଦୀ
Read More...

ମାସିକ ପଣ୍ୟ କାରବାରରେ ପାରାଦ୍ୱୀପ ବନ୍ଦରର ସର୍ବକାଳୀନ ରେକର୍ଡ

ପାରାଦ୍ୱୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଦେଶର ଅର୍ଥନିତୀ କୋଡିଭ୍‌ ମହାମାରୀ ଯୋଗୁଁ ଘଡିସନ୍ଧି ମୁହୁର୍ତ୍ତ ମଧ୍ୟ ଦେଇ ଗତି କରୁଥିବା ବେଳେ, ଚଳିତ ବର୍ଷର ପ୍ରଥମ ମାସ ପାରାଦ୍ୱୀପ ବନ୍ଦର ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି । ଜାନୁଆରୀ ମାସରେ ପାରାଦ୍ୱୀପ ବନ୍ଦର ସମୁଦାୟ ୧୧.୧୭ ନିୟୁତ
Read More...

ଭାରତୀୟ ତଟ୍ଟରକ୍ଷୀ ବାହିନୀ ପକ୍ଷରୁ ୪୫ତମ ‘ରେଜିଂ ଡେ’ ପାଳନ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ସୋମବାର ଦିନ ଭାରତୀୟ ତଟ୍ଟରକ୍ଷୀ ବାହିନୀ ଏହାର ୪୫ତମ ‘ରେଜିଂ ଡେ’ ବା ‘ବୃଦ୍ଧି ଦିବସ’ ପାଳନ କରିଛି । ଭାରତୀୟ ଅଞ୍ଚଳର ଉପକୂଳକୁ ସୁରକ୍ଷିତ ରଖିବା ପାଇଁ ୭ଗୋଟି ପୃଷ୍ଠଭୂମି ପ୍ଲାଟଫର୍ମରୁ ଆରମ୍ଭ କରି କୋଷ୍ଠଗାର୍ଡ ୧୫୬ଟି ଜାହଜ ଏବଂ ୬୨ଟି ବିମାନ
Read More...

ବଜରଙ୍ଗଦଳ କ୍ଲବ ଦ୍ୱାରା କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ସରେଇକେଲା ପଞ୍ଚାୟତ ଅଧିନସ୍ତ ସୁକୁଲି ପାହାଡ ଗ୍ରାମରେ ବଜରଙ୍ଗଦଳ କ୍ରିକେଟ କ୍ଲବ ଦ୍ୱାରା ପ୍ରଥମ ବର୍ଷ ପାଇଁ ୧୪ ବର୍ଷରୁ କମ୍‌ ବୟସ ପିଳାଙ୍କ ପାଇଁ ଏକ କ୍ରିକେଟ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଏଥିରେ ମୋଟ ଚାରୋଟି ପଞ୍ଚାୟତର ସର୍ବମୋଟ
Read More...

କଳାହାଣ୍ଡି କାର୍ଲାପାଟ ଅଭୟାରଣ୍ୟରୁ ହାତୀର ମୃତଦେହ ଉ‌ଦ୍ଧାର

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଦକ୍ଷିଣ ବନଖଣ୍ଡ କାର୍ଲାପାଟ ଅଭୟାରଣ୍ୟ ତେନ୍ତୁଳିଖୁଣ୍ଟି ଗାଁ ନିକଟରେ ମାଈ ହାତୀର ମୃତଦେହ ପଡି ରହିଥିବା ଗ୍ରାମବାସୀ ବନ ବିଭାଗକୁ ସୂଚନା ଦେଇଥିଲେ । ହାତୀଟି ଗର୍ଭବତୀ ଥିବା ବନ କର୍ମଚାରୀ ଜାଣିବାକୁ ପାଇଥିଲେ । ସେଠାରୁ ମାଈ ହାତୀର ମୃତଦେହ
Read More...

ବାଲୁଙ୍କେଶ୍ୱର ବିଦ୍ୟାପୀଠର ୧୯୯୬ ମାଟ୍ରିକ ବ୍ୟାଚ ସହପାଠୀ ବର୍ଗଙ୍କ ବଂଧୁ ମିଳନ

କଟକ, (ଚକ୍ରବର୍ତ୍ତୀ ଓତା) : କଟକ ଜିଲ୍ଲା ବୟାଳିଶମୌଜ଼ା ଉପକଣ୍ଠ ଦେଉଳି ସ୍ଥିତ ପୁରାତନ ଶିକ୍ଷାୟତନ ବାଲୁଙ୍କେଶ୍ୱର ବିଦ୍ୟାପୀଠର ୧୯୯୬ ମସିହା ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀ ମାନଙ୍କର ବଂଧୁ ମିଳନ ପର୍ଵ ଆଧ୍ୟାତ୍ମିକ ପୀଠ କଳପଡା କଦମ୍ବେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ।
Read More...

କୃଷ୍ଣ ମୋହନ କମ୍ପ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦର୍ପଣ ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ

ତରଭା, (ଜିତେନ୍ଦ୍ର ସା) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକ ଅନ୍ତର୍ଗତ ଦେଉଳପଦର ଗାଁର କୃଷ୍ଣ ମୋହନ କମ୍ପ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଆଜି ପରୀକ୍ଷା ଦର୍ପଣ ପୁସ୍ତକ ବଣ୍ଟନ କରାଯାଇଛି । ଲକଡାଉନ୍ ପାଇଁ ସ୍କୁଲ ଗୁଡ଼ିକ ବନ୍ଦ ରହିଥିବାରୁ ଦଶମ ଛାତ୍ରଛାତ୍ରୀଙ୍କୁ
Read More...

ନୃସିଂହନାଥ – ହରିଶଙ୍କର ମନ୍ଦିର ପରିଦର୍ଶନ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବଙ୍କ ଗୁପ୍ତ ଏଜେଣ୍ତା ସରକାର ପ୍ରକାଶ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ଏକ ତୋଫାନୀ ଗ୍ରସ୍ତରେ ହେଲିକେପ୍ଟର ଯୋଗେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ଗନ୍ଧମାର୍ଦ୍ଦନ ପାହାଡର ଉଭୟ ପାଖରେ ଥିବା ନୃସିଂହନାଥ ଓ ହରିଶଙ୍କର ମନ୍ଦିର ପରିଦର୍ଶନରେ ଆସିଥିଲେ । ଏହି ଗସ୍ତର କିଛି ଗୁପ୍ତ ଏଜେଣ୍ତା ଅଛି କି ବୋଲି ପଦ୍ମପୁରର
Read More...

ରାଜ୍ୟରେ ଆଜି ୮୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୮୭ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୬ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...