Daily Archives

୨ ଜଣ ବସ ଯାତ୍ରୀଙ୍କ ଠାରୁ ୧ କୋଟି ୧୦ ଲକ୍ଷ ଟଙ୍କା ଜବତ

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାରେ ରବିବାର ୨ ଜଣ ଯାତ୍ରୀଙ୍କ ଠାରୁ ୧ କୋଟି ୧୦ ଲକ୍ଷ ଟଙ୍କା ଜବତ ହୋଇଛି । ପୁଲିସ ଏହି ଟଙ୍କାକୁ ଜବତ କରି ଘଟଣାର ତଦନ୍ତ କରୁଛି । ପୁଲିସ ଜବତ ଟଙ୍କାକୁ ଆୟକର ବିଭାଗକୁ ହସ୍ତାନ୍ତର କରିଥିବା ବେଳେ ଘଟଣାର ତଦନ୍ତ କରୁଛି । ପୁଲିସର ପଚରାଉଚରା
Read More...

ଯୁବକଙ୍କୁ ଗଳା କାଟି ହତ୍ୟା

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଯୁବକଙ୍କୁ ନିର୍ମମ ହତ୍ୟା । ଯୁବକଙ୍କ ଗଳା କାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତ ଯୁବକଙ୍କ ବେକରେ ଦାଗ ରହିବା ସହ ମୁହଁରେ ଏକାଧିକ କ୍ଷତଚିହ୍ନ ରହିଛି । ମୃତକ ବନ୍ତଳା ବଜାରର କାଶୀନାଥ ବେହେରା ବୋଲି ଜଣାପଡିଛି । ସୂଚନା ଅନୁସାରେ,
Read More...

ଆସିଲା ସିଦ୍ଧାର୍ଥ ମଲହୋତ୍ରାଙ୍କ ଅଭିନୀତ ଫିଲ୍ମ ‘ଥ୍ୟାଙ୍କ୍‌ ଗଡ୍‌’ର ପ୍ରଥମ ଲୁକ୍‌

ମୁମ୍ବାଇ : ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ଅଭିନୀତ ଫିଲ୍ମ 'ଥ୍ୟାଙ୍କ୍‌ ଗଡ୍‌'ର ପ୍ରଥମ ଲୁକ୍‌ ଦେଖିବାକୁ ମିଳିଛି । ସିଦ୍ଧାର୍ଥ ମଲହୋତ୍ରା ତାଙ୍କ ଇନଷ୍ଟାଗ୍ରାମରେ ଆଗାମୀ ଚଳଚ୍ଚିତ୍ରର 'ଥ୍ୟାଙ୍କ୍‌ ଗଡ୍‌'ର ପ୍ରଥମ ଲୁକ୍‌ ସେୟାର କରିଛନ୍ତି । ଫଟୋରେ ସିଦ୍ଧାର୍ଥ ପୋଲିସ
Read More...

ପଦ୍ମପୁର ବିଜ୍ଞାପିତ ଅଞ୍ଚଳରେ ଏକ ନୂତନ ଟିକସ ଆଦାୟକୁ ନେଇ ଏବେ ଚର୍ଚ୍ଚା ସୃଷ୍ଟି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜ୍ଞାପିତ ଅଞ୍ଚଳରେ ଏକ ନୂତନ ଟିକସ ଆଦାୟକୁ ନେଇ ଏବେ ଚର୍ଚ୍ଚା ସୃଷ୍ଟି ହୋଇଛି, ପଦ୍ମପୁର ଏନ.ଏ.ସି ତରଫରୁ ମଇଳା ସଂଗ୍ରହ ପାଇଁ ରକ୍ଷଣ ବେକ୍ଷଣ ପାଇଁ ପ୍ରତି ଘର ପିଛା ୩୦ ଟଙ୍କା ଲେଖା ଆଦାୟ କରା ଯାଉଛି, ଏଥିପାଇଁ ବ୍ୟାଟେରୀ ଚାଲିତ ୫ ଖଣ୍ଡ
Read More...

ପଦ୍ମପୁର ଏନ.ଏ.ସି ର ବିଚିତ୍ର ନୀତି : ବିନା କାମରେ ବିଲ ଉଠାଣ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାରୀ ଅର୍ଥକୁ କିପରି ହରିଲୁଟ କରାଯାଏ ତାହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ପଦ୍ମପୁର ଏନ.ଏ.ସିରେ ନିର୍ଧାରିତ କାର୍ଯ୍ୟ ସ୍ଥଳୀରୁ ୨ କି .ମି. ଦୂରରେ ସୂଚନା ଫଳକ ଲେଖିଦେଇ ବିଭାଗୀୟ ଅଧିକାରୀ ଓ ଠିକାଦାର ମିଶି ୮୪, ୦୦୦ ଟଙ୍କା ବିଲ କରି ଚାଲୁ
Read More...

ଭିଜିଲାନ୍ସ ଜାଲରେ ପଡିଲେ ଅବକାରୀ ସବ୍-ଇନ୍ସପେକ୍ଟର

ସମ୍ବଲପୁର : ଭିଜିଲାନ୍ସ ଜାଲରେ ପଡିଲେ ଅବକାରୀ ସବ୍-ଇନ୍ସପେକ୍ଟର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅବକାରୀ ସବ୍-ଇନ୍ସପେକ୍ଟର ଦେବେନ୍ଦ୍ର ପ୍ରହରାଜଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି ।ସୂଚନାଯୋଗ୍ୟ ଯେ, ଝାରସୁଗୁଡା ବେଲପାହାଡରେ ଅବକାରୀ ସବ୍-ଇନ୍ସପେକ୍ଟର ଥିବା
Read More...

ସଂସଦ ଅଭିମୁଖେ ବାହାରିବା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ : ସଂସଦ ଅଭିମୁଖେ ବାହାରିବା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବରିଷ୍ଠ ଅଧିକାରୀଙ୍କ ସହ ଅନୁରାଗ ଠାକୁର ମଧ୍ୟ ଉପସ୍ଥିତ । ଆଉ କିଛି ଘଂଟାର ଅପେକ୍ଷା । ସଂସଦରେ ଆଗତ ହେବ ସାଧାରଣ ବଜେଟ୍ । ସାଧାରଣ ବଜେଟ ପୂର୍ବରୁ କ୍ୟାବିନେଟ ମିଟିଂ ।
Read More...

ପିକଅପ୍ ଭ୍ୟାନ୍ ଓଲଟି ୧୦ ମୃତ

କୋରାପୁଟ : କୋଟପାଡ଼ ଥାନା ଓଡିଶା-ଛତିଶଗଡ଼ ସୀମା ମୂର୍ତ୍ତାହାଣ୍ଡି ନିକଟରେ ରବିବାର ରାତିରେ ଏକ ପିକଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ୧୦ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି । ମୃତକ ମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଛତିଶଗଡ
Read More...

ବଲାଙ୍ଗିର ୧୮୯ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ପକ୍ଷରୁ ଶାନ୍ତିପଡା ସ୍କୁଲରେ ପୋଲିଓ ବୁନ୍ଦା ବଂଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ୧୮୯ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ପକ୍ଷରୁ ଶାନ୍ତି ପଡା ସ୍କୁଲରେ ପୋଲିଓ ବୁନ୍ଦା ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କମାଣ୍ଡେଣ୍ଟ ଯୋଗେନ୍ଦ୍ର ସିଂହ ମୋର୍ଯ୍ୟ, ସୁରେଶ ଜୀ ଏବଂ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରାମ ରଘୁନାଥ ରାମଙ୍କ
Read More...

ବନ ବିଭାଗର ମନରେଗା ପ୍ରକଳ୍ପରେ ଘୋଟଲା : ଭିନ୍ନକ୍ଷମ ବୃଦ୍ଧ ଓ ଅଙ୍ଗନୱାଡି ରୋଷେୟାଙ୍କୁ ଶ୍ରମିକ ଦର୍ଶାଇ ଅର୍ଥ ଚଳୁ

ବୌଦ୍ଧ, (ବଂଶୀଧର ମାଝୀ) : କରୋନା ମହାମାରୀ ସମୟରେ ଶ୍ରମଜୀବୀ ପରିବାରଙ୍କୁ କର୍ମ ସଂସ୍ଥାନ ଯୋଗେଇ ଦେବାପାଇଁ ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କୋଟି କୋଟି ଟଙ୍କାର ଆର୍ଥିକ ଅନୁଦାନ ଯୋଗାଇ ଦେଉଛନ୍ତି । ହେଲେ ଅସାଧୁ କର୍ମଚାରୀମାନେ ଶ୍ରମଜୀବୀ
Read More...