Monthly Archives

January 2021

ହୋଲଡିଂ ଟ୍ୟାକ୍ସର ଅହେତୁକ ବୃଦ୍ଧିକୁ ଆମ୍ ଆଦମୀ ପାର୍ଟିର ବିରୋଧ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ‌) : ଆନୁଆଲ ଭ୍ୟାଲୁର ଆସ୍ସେମେଣ୍ଟ ଅହେତୁକ ଭାବେ ବୃଦ୍ଧି ହୋଇଥିବାରୁ ଏହା ଗତ ଥର ଅପେକ୍ଷା ପ୍ରାୟତଃ ୪ ଗୁଣା ବଢିଥିବା ବେଳେ ପୋୖର ପ୍ରଶାସନ ଏହାକୁ ଵିଚାରକୁ ନନେଇ ଲୋକମାନଙ୍କ ଉପରେ ଅଧିକ ଟ୍ୟାକ୍ସ ବୋଝ ଲଦି ଦେଇଛି ଏହାକୁ ଆମ୍ ଆଦମୀ ପାର୍ଟି ବିରୋଧ କରୁଛି ।
Read More...

ଓଡିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ମୋ ମା’ କୋଳରେ’ର ଶୁଭମୁକ୍ତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଲାଲଟିକ୍ରା ସ୍ଥିତ କୀର୍ତ୍ତି ଭିଡିଓ ଭିଜନ ଠାରେ ପରଭା ଫୋକ ଅନୁଷ୍ଠାନ ନିର୍ମିତ ଓଡିଆ କ୍ଷୁଦ୍ର ଚଳଚ୍ଚିତ୍ର “ମୋ ମା’ କୋଳରେ”ର ଶୁଭମୁକ୍ତି ହୋଇଯାଇଛି । ଏହାର ପ୍ରଯୋଜକ ନବୀନ କିଶୋର ବେହେରା ଥିବା ବେଳେ ପ୍ରଡକ୍‌ସନ ମ୍ୟାନେଜରର ଦାୟିତ୍ୱ
Read More...

ମନୋଜ କୁମାର ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ-ଫାଇନାଲ୍‌ରେ ଯୁରାବନ୍ଧ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଂଚାୟତ ମନିଗାଁ ଗ୍ରାମରେ ମଣିଶ୍ରୀ ଫୁଟବଲ କ୍ଲବ ପକ୍ଷରୁ ଚାଲିଥିବା ମନୋଜ କୁମାର ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ସପ୍ତମ ଦିନରେ ପହଂଚିଛି । ଏହି ଅବସରରେ ଆୟୋଜିତ ଆଜିର ଏହି ସପ୍ତମ
Read More...

ପୁଇଁନ୍ତଲା ବ୍ଲକ ଯାଦବ ମହାସଭାର ବନ୍ଧୁ ମିଳନ : ଗୋସୁରକ୍ଷାର ଭିତ୍ତିଭୂମି ଯୋଗାଇ ଦିଆଯିବ, କହିଲେ ଡ.ମୁକେଶ ମହାଲିଙ୍ଗ

ପୁଇଁନ୍ତଲା, (ଦେବାଶିଷ ମିଶ୍ର) : ସ୍ଥାନୀୟ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବନ୍ଧପଡା ନର୍ସରୀରେ ପୁଇଁନ୍ତଲା ବ୍ଲକ ଯାଦବ ମହାସଭାର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ଯୋଗଦେଇ ଆଗାମୀ ଦିନରେ ପୁଇଁନ୍ତଲା ବ୍ଲକର ଯାଦବ ଭବନ
Read More...

ଯୁବ କଂଗ୍ରେସର ନୂତନ କମିଟି ଗଠନ

ବୌଦ୍ଧ, (ବଂଶୀଧର ମାଝୀ) : ରାଜ୍ୟ ଯୁବ କଂଗ୍ରେସ କମିଟି ସଭାପତି ଡଃ. ସ୍ମୃତି ରଂଜନ ଲେଙ୍କାଙ୍କ ଅନୁମୋଦନକ୍ରମେ ବୌଦ୍ଧ ଜିଲ୍ଲା ଯୁବ କଂଗ୍ରେସର ନୂତନ କମିଟି ଗଠନ କରାଯାିଛି । ଏଥିରେ ୧୫ ଜଣ ଉପସଭାପତି ଉମାକାନ୍ତ ନାଏକ, ବିଶ୍ୱଜିତ ହରିପାଲ, ବାସୁଦେବ କର୍ମି, କଳାକାର ଦଳବେହେରା, ପ୍ରଭାତ
Read More...

ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମୟୁରଭଞ୍ଜ : ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ମଝିଗାଁରେ । ମୃତ ମହିଳା ହେଲେ ସୀତା ମହାକୁଡ଼ । ସୀତାଙ୍କ ବାପ ଘର ଯୋଶୀପୁର ଥାନା ଠାକୁରଗୁଡା ଗ୍ରାମରେ । ସୂଚନା ମୁତାବକ ସୀତା ଦୁଇବର୍ଷ ତଳେ ବିଶୋଇ ଥାନା
Read More...

୨୧ତାରିଖରୁ ବିନା କୋଭିଡ୍‌ ରିପୋର୍ଟରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ

ପୁରୀ, (କେପିଏନ୍‌ଏସ୍‌) : ଆସନ୍ତା ୨୧ତାରିଖରୁ ମହାପ୍ରଭୁଙ୍କୁ ବିନା କୋଭିଡ୍‌ ନେଗେଟିଭ୍‌ ରିପୋର୍ଟରେ ଦର୍ଶନ କରିପାରିବେ ଭକ୍ତ ବୋଲି ଆଜି ଜିଲ୍ଲାପାଲଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ପୂର୍ବ ନିଷ୍ପତ୍ତି ଅନୁସାରେ ଏସ୍‌ଓପିକୁ କୋହଲ କରାଯାଇ ଦର୍ଶନ
Read More...

ବିଙ୍ଗ ହ୍ୟୁମାନର ପଞ୍ଚମ ବାର୍ଷିକ ଉତ୍ସବ ପାଳନ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍‌ନ୍ତଳା ବ୍ଲକ ମେହେରମୁଣ୍ଡା ଠାରେ ବିଙ୍ଗ ହ୍ୟୁମାନର ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଶିଷ୍ଟ ସମାଜସେବୀ ଲଳିତ କୁମାର ନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ସାମୁହିକ ଦୀପଦାନ ସହ ସୁନ୍ଦରାକାଣ୍ଡ ପାରାୟଣ କରାଯାଇଥିବା
Read More...

କୁକୁଡା ଲଢେଇ ଜୁଆଖେଳ ଉପରେ ଚଢଉ କଲା ପୋଲିସ : ୬ ଗିରଫ

ବୈପାରିଗୁଡା : କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ପଖନାଗୁଡା ଠାରେ ଚାଲିଥିବା ଏକ କୁକୁଡ଼ା ଲଢେଇ ଉପରେ ପୁଲିସ ଚଢାଉ କରିଛି । ବୈପାରିଗୁଡା ଆଇଆଇସି ରଘୁନାଥ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ଆଇ ଅସିତ କୁମାର ବଳବନ୍ତରାୟଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଥିଲା । ତେବେ ପୁଲିସ
Read More...

ଆଗାମୀ ନିର୍ବାଚନ ପାଇଁ ମନ୍ତ୍ରୀ ଦିବ୍ୟଶଙ୍କର‌ଙ୍କ ପ୍ରଚାର : ମାସ୍କ ପି‌ନ୍ଧିବା ଭୁଲିଗଲେ ମନ୍ତ୍ରୀ

କଳାହାଣ୍ଡି, (ଅଜିତ କୁମାର ସାହୁ) : ଭବାନୀପାଟଣା ୧୬ନମ୍ବର ୱାର୍ଡ ଦେୱାନସାହେବ ପଡ଼ାରେ ଆଜି ଆଗାମୀ ଦିନରେ ହେବାକୁ ଯାଉଥିବା ନିର୍ବାଚନ ପାଇଁ ବିଜେଡିର ଜୋର୍‌ସୋର୍‌ରେ ପ୍ରଚାର ଆରମ୍ଭ ହୋଇଯାଇଛି । ତେବେ ଏହି ସଭାରେ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପୁର୍ବତନ ମନ୍ତ୍ରୀ
Read More...