Monthly Archives

January 2021

କେନାଲ ନିର୍ମାଣକୁ ବିରୋଧ କରି ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ଉପଖଣ୍ଡର ଉଦେପୁର ଗ୍ରାମରେ କେନାଲ ତିଆରି ପାଇଁ ପ୍ରସ୍ତାବକୁ ବାତିଲ କରିବା ପାଇଁ ଉଦେପୁର ଗ୍ରାମବାସୀ ଦାବି କରିଛନ୍ତି । ସୋମବାର ଦିନ ଉଦେପୁର ଗାଁ କଲ୍ୟାଣ ସମିତିର ସଦସ୍ୟ ମାନେ ଉପଜିଲ୍ଲାପାଳଙ୍କ ନିକଟକୁ ଆସି ଦାବୀପତ୍ର ଦେଇଛନ୍ତି । ଉଦେପୁର
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୩ ପଜେଟିଭ୍‌ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୩ ଜଣ କରୋନା ପଜେଟିଭ୍‌ ଚିହ୍ନଟ ହୋଇଛନ୍ତି ବୋଲି ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୧ରୁ ଜଣେ, ଟିଟିଲାଗଡ ବ୍ଲକ୍‌ ଦିଗ୍‌ସିରା ଗ୍ରା.ପ.ରୁ ଜଣେ ଓ ମୁରି ବାହାଲ ବ୍ଲକ୍‌ ଟୁପାଉଡାର ଗ୍ରା.ପ.ରୁ
Read More...

ପାଲା ଓ ସଂଚାର ମାଧ୍ୟମରେ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଉଦଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଳା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକର ୧୨ ଗୋଟି ପଞ୍ଚାୟତ ଲଖମରା, ବାଦିକଟା, ସରେଇକେଳା, ପଲସଦା, ଭେଙ୍ଗରାଜପୁର, ମାଣ୍ଡିଆଢିପା, ଛେତଗାଁ, ଭୁବନେଶ୍ୱର, ଝିଟିକି, ବରତୁଣ୍ଡା, ଛିନ୍ଦେଇକେଲା ଓ ମାଣ୍ଡୋସିଲ ପଞ୍ଚାୟତକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ
Read More...

ବିଶିଷ୍ଟ ସମାଜସେବୀ ଲଳିତ ନାୟକଙ୍କ ବିୟୋଗରେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଶୋକ ପ୍ରକାଶ

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : ବିଶିଷ୍ଠ ସମାଜସେବୀ, ଶ୍ରମିକ ନେତା ତଥା ଗରିବ ଖଟିଖିଆଙ୍କ ଚିର ସାଥି ଲଳିତ କୁମାର ନାୟକଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ସୂଚନା ଯୋଗ୍ୟ ଯେ, ଆଜିିଭୋର ୫ଟା ୩୦ ମିନିଟ୍‌ରେ ସମାଜସେବୀ ଲଳିତ
Read More...

ମୁରିବାହାଲ ବ୍ଲକର ବିଭିନ୍ନ ପଞ୍ଚାୟତର ଚାଷୀମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମୁରିବାହାଲ, (କେପିଏନ୍‌ଏସ୍‌) : ଆଜି ମୁରିବାହାଲ ବ୍ଲକର ବିଭିନ୍ନ ପଞ୍ଚାୟତର ଚାଷୀମାନଙ୍କୁ ନେଇ ଚଲକି ଛକର ବଜାର ପ୍ରା‌ଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଭାରତୀୟ କିଶାନ ସଂଘ ବଲାଙ୍ଗୀର ଜିଲ୍ଲା କମିଟି ସଦସ୍ୟ ମୋହନ ନାଏକ ଉପସ୍ଥିତ ରହି ଭାରତୀୟ କିଶାନ ସଂଘ
Read More...

ବ୍ଳକ ସ୍ତରୀୟ ମଶାରୀ ବଣ୍ଟନ ସଚେତନତା ତାଲିମ ଶିବିର

ତୁରେକେଲା, (କୌଳାଶ ସଗ୍ରିଆ) : ମେଳେରିଆ ପ୍ରବଣ ତୁରେକେଲା ବ୍ଲକ ସ୍ଥିତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସଭା ଗୃହରେ ତୁରେକେଲା ବ୍ଳକରେ କାର୍ୟ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏକ ବ୍ଳକ ସ୍ତରୀୟ ମଶାରୀ ବଣ୍ଟନ ସଚେତନତା ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ତାଲିମ
Read More...

ଧାନ ବିକ୍ରୀ ଦାବୀରେ ରାସ୍ତାରୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡରେ ଧାନ କିଣାରେ ଅବ୍ୟବସ୍ଥା ନେଇ ରାଜ ରାସ୍ତାକୁ ଅବରୋଧ କରିଛନ୍ତି ଚାଷୀ । ପଦ୍ମପୁର ଉପଖଣ୍ଡର ୭୦ ଗୋଟି ମଣ୍ଡିରେ ପ୍ରାୟ ୭ ଲକ୍ଷ ଧାନ ପଡି ରହିଛି । ଦୀର୍ଘ ଦିନ ହେବ ଚାଷୀ ମଣ୍ଡିରେ ଧାନ ବିକ୍ରୟ ପାଇଁ ଆଣିଥିଲେ ମଧ୍ୟ ବିକ୍ରି ହୋଇ
Read More...

ବଲାଙ୍ଗୀରରେ ୩୨ ତମ ଜାତୀୟ ସଡ଼କ ସୁରକ୍ଷା ମାସ ଆରମ୍ଭ

ବଲାଙ୍ଗୀର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରା ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ମାସର ଶୁଭାରମ୍ଭ ହୋଇଛି । ଜାନୁୟାରୀ ୧୮ ତାରିଖରୁ ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ପାଳିତ ହେବାକୁ ଥିବା ଏହି ୩୨ ତମ ସଡକ ସୁରକ୍ଷା ମାସ ଶୁଭାରମ୍ଭ ହୋଇଥିଲା ।
Read More...

ସମାଜସେବୀ ଲଳିତ ନାୟକଙ୍କ ବିୟୋଗରେ କୋଶଳ ରାଜ୍ୟ ସମନ୍ୱୟ ସମିତିର ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ରଙ୍କ ଶୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର‌) : ବଲାଙ୍ଗିର ଜିଲ୍ଲା ବିଶିଷ୍ଠ ସମାଜସେବୀ ତଥା ବରିଷ୍ଠ କର୍ମଚାରୀ ନେତା ଲଳିତ ନାୟକଙ୍କ ବିୟୋଗରେ ସାରା ବଲାଙ୍ଗିର ଜିଲ୍ଲା ଶୋକରେ ମର୍ମାହତ । ଶ୍ରୀ ନାୟକ ଜଣେ ପ୍ରବୀଣ ସମାଜସେବୀ ଓ ସଂଗ୍ରାମୀ ଉଭୟ ପରିଚୟ ହାସଲ କରିଥିଲେ । ୧୯୮୫/୮୬ ମସିହାରେ ସେ ରାଜେନ୍ଦ୍ର
Read More...

ଲଳିତର ଅସମୟ ମୃତ୍ୟୁରେ ମୁଁ ମର୍ମାହତ : ନରସିଂହ

ବଲାଙ୍ଗୀର, (ଦେବାଶିଷ ମିଶ୍ର) : ଲଳିତର ଅସମୟ ମୃତ୍ୟୁ ଖବର ସାରା ବଲାଙ୍ଗିରକୁ ସ୍ତବ୍ଧ କରି ଦେଇଛି । ଏ ଖବରରେ ମୁଁ ମଧ୍ୟ ଗଭୀର ଭାବରେ ମର୍ମାହତ । ବଲାଙ୍ଗିର ଆଜି ତାର ଏକ ସୁସନ୍ତାନକୁ ହରାଇଲା । ସମାଜସେବା ହେଉ କି ଶ୍ରମିକଙ୍କ ଅଧିକାରକୁ ଲଢେଇ ହେଉ ଏ ସବୁରେ ଲଳିତ ଥିଲା ଏକ ଅଭିଚ୍ଛେଦ୍ୟ
Read More...